Latest Odisha News

BREAKING NEWS

Browsing Category

ସହର

City

ଆଜି କରୋନାରୁ ସୁସ୍ଥ ହେଲେ ୬୦୬୭ ଜଣ

ଭୁବନେଶ୍ୱର: ରାଜ୍ୟରେ ଆଜି ୬ହଜାର ୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୮୬ ଜଣ ଅଛନ୍ତି। ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧୫ହଜାର ୩୮୦ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍…

ଚଳିତ ବଜେଟରେ ଓଡିଶାକୁ ରେଳ ଅନୁଦାନ ମିଳିଲା କେତେ ?

ଭୁବନେଶ୍ୱର: ଚଳିତ ବର୍ଷ ବଜେଟ୍ରେ ଓଡ଼ିଶାକୁ ରେଳ ଅନୁଦାନ ନେଇ କେତେ ମିଳିଛି ତାର ସୂଚନା ମିଳିଛି । ଓଡ଼ିଶାକୁ କେତେ ମିଳିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ସୂଚନା ଅନୁସାରେ, ଖୋର୍ଦ୍ଧା ରୋଡ ବଲାଙ୍ଗିର ରେଳପଥ ପାଇଁ ୨୩୬.୧୧ କୋଟି ବ୍ୟୟବରାଦ ହୋଇଛି । ଅନୁଗୁଳ…

ବଡଦାଣ୍ଡରେ ପହଞ୍ଚିଲା ରଥକାଠ

ପୁରୀ : ବଡଦାଣ୍ଡରେ ପହଞ୍ଚିଲା ରଥକାଠ । ପୁରୀ ବଡଦାଣ୍ଡରେ ରଥ କାଠ ବୋଝେଇ ଟ୍ରକ ଆସି ପହଁଞ୍ଚି ସାରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୬୩ ଟି କାଠ ୩ଟି ଟ୍ରକରେ ଆସି ପହଁଞ୍ଚିଛି । ଚଳିତ ବର୍ଷ ମୋଟ୍ ୭୬୫ କାଠର ଆବଶ୍ୟକତା ରହିଛି ।ପୂର୍ବ ବର୍ଷର ୮୦ ଖଣ୍ଡ କାଠ ବଳକା ରହିଛିା ଚଳିତ ବର୍ଷ…

ନନ୍ଦନକାନନ: ବାଘ ଶାବକ ବଂଶୀର ମୃତ୍ୟୁ

ବାରଙ୍ଗ: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ୧୦ ମାସ ଅଣ୍ଡିରା ବାଘ ଶାବକର ମୃତ୍ୟୁ ହୋଇଛି । ଏହା ଧଳା ବାଘୁଣୀ ‘ବିଜୟା’ର ଶାବକ ବୋଲି ଜଣାପଡ଼ିଛି । ଗତ ୧୦ ଦିନ ହେଲା ବାଘ ସଫାରୀରେ ବିଜୟା ସହ ତା’ର ୩ ଶାବକଙ୍କୁ ଛଡ଼ାଯାଇଥିଲା । ଗତ ୩ ଦିନ ହେଲା ଦୁଇ ଶାବକଙ୍କ ସହ ମା’ ଫିଡିଂ ଚାମ୍ବରକୁ…

ଫାଙ୍କା ଗୁଳି ଚାଳନା କରି ୫ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

ଖୋର୍ଦ୍ଧା : ଫାଙ୍କା ଗୁଳି ଚଳାଇ ୫ ଲକ୍ଷ ଟଙ୍କା ଲୁଟ୍ । ଖୋର୍ଦ୍ଧା ବାଘମାରି ବାମଡିହ ଛକରେ ଫାଙ୍କା ଗୁଳି ଚଳାଇ ବ୍ୟକ୍ତିଙ୍କ ଟଙ୍କା ଭର୍ତି ବ୍ୟାଗ ଲୁଟି ନେଇଛନ୍ତି ଲୁଟେରା । ଖୋର୍ଦ୍ଧା ମର୍ଡନ ଫଟିଲାଇଜରର ଦୁଇ ଜଣ କର୍ମଚାରୀ ନୟାଗଡ ଅଞ୍ଚଳରୁ ଟଙ୍କା ନେଇ ଆସୁଥିବା ବେଳେ ଏପରି ଅଘଟଣ ଘଟିଛି…

ଏକାଦଶ ଓ ଦ୍ୱାଦଶ ପିଲାଙ୍କ ଉପସ୍ଥାପନା ତଥ୍ୟ ନେବ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ

ଭୁବନେଶ୍ୱର: ଏଣିକି ଏକାଦଶ ଓ ଦ୍ୱାଦଶ ପିଲାଙ୍କ ପ୍ରତିଦିନ ଉପସ୍ଥାପନା ତଥ୍ୟ ନେବ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଏନେଇ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷକଙ୍କୁ ଚିଠି ହୋଇଛି । ପ୍ରତିଦିନ କେତେ ପିଲା ଅନଲାଇନ୍ ଓ ଅଫଲାଇନ୍ କ୍ଲାସ ଏଟେଣ୍ଡ କରୁଛନ୍ତି…

ସୁମିତ ତପସ୍ୱିନୀ ବିବାଦ ମାମଲା : ହାଇକୋର୍ଟଙ୍କ ନିର୍ଦ୍ଦେଶ ତପସ୍ୱିନୀଙ୍କୁ ସୁମିତ ପ୍ରତି ମାସରେ ଦେବେ ୧୭ ହଜାର ଟଙ୍କା

କଟକ : ବହୁ ଚର୍ଚ୍ଚିତ ତପସ୍ୱିନୀ ସୁମିତ ବିବାଦ ମାମଲା ଦିନକୁ ଦିନ ରୋଚକ ମୋଡ ନେଉଛିା ଆଜି ଏହି ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ପ୍ରତିମାସ ୧୦ ତାରିଖରେ ତପସ୍ୱିନୀଙ୍କୁ ସୁମିତ ୧୭ ହଜାର ଟଙ୍କା ଦେବେ । ଫେବୃଆରୀ ୧୫ରେ ମାମଲାରେ ପରବର୍ତ୍ତୀ ଶୁଣାଣି ହେବ…

୧୦୭ ପୌରାଞ୍ଚଳ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

ଭୁବନେଶ୍ୱର : ରାଜ୍ୟରେ ପୌର ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଲା ।  ରାଜ୍ୟରେ ୧୦୭ ଟି ଏନଏସି ଓ ମ୍ୟୁନିସପାଲଟି ପାଇଁ ୧୭୫୬ ଟି କାଉନସିଲର ପଦବୀ ରହିଛି । ସେଥିରୁ ୧୨୨ ଟି ଅନୁସୂଚିତ ଜାତି ପାଇଁ ରିଜର୍ଭ ରହିଥିବା ବେଳେ । ୧୭୧ଟି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ରହିଛିା ୪୯…

[ଭିଡ଼ିଓ] ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମ ବେଶ

ପୁରୀ: ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ  ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ ସେହିଦିନ ମହାପ୍ରଭୁଙ୍କ ଏହି…

ଗ୍ରହ ଶାନ୍ତି ପୂଜା କରିବା ଆଳରେ ଘରୁ ଲୁଟିନେଲେ ସୁନା, ୨ ଗିରଫ

ମାଲକାନଗିରି : ଗ୍ରହ ଶାନ୍ତି ପୂଜା କରିବା ବାହାନାରେ ଘରୁ ସୁନା ଚୋରି । ମାଲକାନଗିରି ଜିଲ୍ଲା ସଦର ମହକୁମା ଜେଲ ସାହିରେ ଜଣଙ୍କ ଘରେ ପୂଜା କରିବା ବାହାନାରେ ସୁନା ଚୋରୀ କରିଥିବା ଦୁଇଜଣ ଚୋରଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ ମାଲକାନାଗିରି ଜିଲ୍ଲା ସଦର ମହକୁମା ଜେଲ ସାହିର…