Latest Odisha News

BREAKING NEWS

Browsing Category

ସହର

City

ସମିତି ସଭ୍ୟା ଆଶାୟୀ ପ୍ରାର୍ଥିନୀଙ୍କ ଆକସ୍ମିକ ମୃତ୍ୟୁ

ନୂଆପଡା: ସମିତି ସଭ୍ୟା ଆଶାୟୀ ପ୍ରାର୍ଥିନୀଙ୍କ ଆକସ୍ମିକ ମୃତ୍ୟୁ । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଚନୁଟମାଲ ଗ୍ରାମର ଚନ୍ଦ୍ରକାନ୍ତୀ ଶବର । ସୋମବାର ରାତିରେ ହଠାତ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଖଡିଆଳ ମେଡିକାଲ ଓ ପରେ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ…

[ଭିଡ଼ିଓ] ନାମାଙ୍କନକୁ ନାକଚକୁ ବିରୋଧ କରି ଧାରଣାରେ ସରପଂଚ-ୱାର୍ଡମେମ୍ବର ପ୍ରାର୍ଥୀ

ମୟୂରଭଞ୍ଜ: ନାମାଙ୍କନକୁ ନାକଚକୁ ବିରୋଧ କରି ଧାରଣାରେ ସରପଂଚ ଏବଂ ୱାର୍ଡମେମ୍ବର ପ୍ରାର୍ଥୀ । ପଂଚାୟତ ନିର୍ବାଚନକୁ ନେଇ ଏବେ ସରଗରମ ରାଜନୀତି । ଯାଂଚ ପ୍ରକ୍ରିୟା ସରିଥିବା ବେଳେ ଯାଂଚରେ ଅସନ୍ତୁଷ୍ଟ ରହିଛନ୍ତି ଅନେକ ପ୍ରାର୍ଥୀ । କପ୍ତିପଦା ପଂଚାୟତରେ ସରପଂଚ ପାଇଁ ନାମାଙ୍କନ ଦାଖଲ…

ଭଦ୍ରକରେ ୫୦ ରୁ ଅଧିକ ଗୋରୁ ଉଦ୍ଧାର , ୩ ଅଟକ

ଭଦ୍ରକ : ଭଦ୍ରକରେ ବେଆଇନ ଗୋରୁ ଚାଲଣ । ବେଆଇନ ଗୋରୁ ଚାଲଣ ବେଳେ ୫୦ରୁ ଅଧିକ ଗାଇଙ୍କୁ ଉଦ୍ଧାର କରାଯିବା ସହ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପୋଲିସ ଏହି ଗୋରୁ ବୋଝେଇ ଗାଡି ଜବତ କରିଛି । ସୂଚନା ଅନୁସାରେ ଏହି  ଗୋରୁ ବୋଝେଇ ଟ୍ରକ ଭୁବନେଶ୍ୱରରୁ ଭଦ୍ରକ ଦେଇ…

ସଂକ୍ରମଣ ସବୁ ଜିଲ୍ଲାରେ ରହିଛି, ଲୋକଙ୍କୁ ଆହୁରି ସଜାଗ ହେବାକୁ ପଡିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ୧୨ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସଂକ୍ରମଣ କମିବା ଆରମ୍ଭ କରିଛି । ଯଦି ଏହି ଧାରା ଆଉ କିଛି ଦିନ ଯାଏଁ ଜାରି ରହେ ଆମେ କହିପାରିବା ରାଜ୍ୟ ପିକ ଅତିକ୍ରମ କରିସାରିଛି । ଯାହା କି ଏକ ଆଶ୍ବସ୍ତିର ଖବର ମଧ୍ୟ କୁହାଯାଇପାରେ । ଯଦି ଏହି ଭିତରେ ସଂକ୍ରମଣ ପୁଣି ବଢେ ତାହାଲେ…

ନୟାଗଡରୁ ୪ କେ.ଜିର ବ୍ରାଉନସୁଗର ଜବତ କଲା ଏସଟିଏଫ୍

ନୟାଗଡ: ନୟାଗଡରୁ ବ୍ରାଉନସୁଗର ଜବତ । ୩ କେଜିରୁ ଅଧିକ ବ୍ରାଉନ ସୁଗାର ଜବତ ହୋଇଛି ବୋଲି କ୍ରାଇମବ୍ରାଞ୍ଜ ଏଡିଜି କହିଛନ୍ତି । ଅଭିଯୁକ୍ତଙ୍କ ଠାରୁ ୬୫ ଲକ୍ଷ ଟଙ୍କା ,୩ ଟି ପିସ୍ତଲ , ମୋବାଇଲ, ଏଟିଏମ କାର୍ଡ, ପାନ କାର୍ଡ ଅଫୁଟା ଗୁଳି ଜବତ କଲା ଏସଟିଏଫ୍ । ମୁଖ୍ୟ ଅଭିଯୁକ୍ତ ଫେରାର ଅନ୍ୟ…

ଖୋର୍ଦ୍ଧାରୁ ବ୍ରାଉନସୁଗର ଜବତ, ଜଣେ ଅଟକ

ଖୋର୍ଦ୍ଧା: କିଛି ଦିନ ବ୍ୟବଧାନ  ପରେ ଖୋର୍ଦ୍ଧାରୁ ଜବତ ହୋଇଛି ବ୍ରାଉନସୁଗର । ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି । ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ବାର୍ଡ କଟକ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ବରେ ଏକ ୧୫ ଜଣିଆ ଟିମ୍ ଏହି ଚଢାଉରେ ସାମିଲ ହୋଇଛନ୍ତି ।…

ଆଜିଠୁ ଆରମ୍ଭ ଓଡ଼ିଶା ଓପନ, ଭାଗ ନେବେ ୩୦୦ ଖେଳାଳି

କଟକ: ଆଜିଠୁ କମ୍ପିବ କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ । ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ ଖେଳାଯିବ ବିଡବ୍ଲ୍ୟୁଏଫ୍ ଓଡ଼ିଶା ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ । ଏହି ପ୍ରତିଯୋଗିତାରେ ସାରା ବିଶ୍ୱର ୩୦୦ରୁ ଅଧିକ ବଛାବଛା ଖେଳାଳିଙ୍କ ସହ ୧୦୦ରୁ ଅଧିକ ଅଫିସିଆଲ୍ସ ଭାଗ ନେବେ…

ସ୍ପଳ୍ପ ଲକ୍ଷଣ ଥିଲେ ଘରେ ଆଇସୋଲେସନରେ ରୁହ :ବିଏମସି

ଭୁବନେଶ୍ୱର :ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ନେଇ ନୂଆ ଗାଇଡ ଲାଇନ ଜାରି କଲା ବିଏମସି । ଗୃହ ସଙ୍ଗୋରୋଧ ପାଇଁ ନୂଆ ଗାଇଡଲାଇନ ଜାରି କଲା ବିଏମସି । ଯାହାଠାରେ ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହେଉଛି ଘରେ ରହିବା ପାଇଁ ବିଏମସି ପରାମର୍ଶ ଦେଇଛି । ଯେଉଁମାନେ ଘରେ ଆଇସୋଲେସନରେ ରହୁଛନ୍ତି…

ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍

ବଲାଙ୍ଗୀର: ପୁଣି ଭିଜିଲାନ୍ସ ରେଡ୍। ଏଥର ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଆଗଲପୁର ବ୍ଲକ୍ ସେକ୍ସନ ଅଫିସର । ସେକ୍ସନ ଅଫିସର ପ୍ରଫୁଲ ସାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ପ୍ରଫୁଲଙ୍କ ଘରେ ରେଡ୍ ଜାରି ରଖିଛି । ପ୍ରଫୁଲଙ୍କ…

ଆସନ୍ତାକାଲି ଯାଏ ଭିଜିବ ଓଡ଼ିଶା, ବର୍ଷା ପରେ ଫେରିବ ଶୀତ

ଭୁବନେଶ୍ୱର: ଆସନ୍ତାକାଲି ଯାଏ ଭିଜିବ ଓଡ଼ିଶା । ବର୍ଷା ପରେ ପୁଣି ଥରିବ ଉପାନ୍ତରୁ ଉପକୂଳ । ବଦଳିବ ପାଣିପାଗ, ଫେରିବ ଶୀତ । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ,…