Latest Odisha News

BREAKING NEWS

Browsing Category

ସହର

City

ଦିନେ ସମ୍ଭ୍ରାନ୍ତ ତଥା ସାହୁକାର ପଣିଆର ମୁଖ୍ୟ ପରିଚୟ ଥିଲା ଶଗଡ଼, ଏବେ ବିଲୁପ୍ତ ପ୍ରାୟ

ଭୁବନେଶ୍ୱର: ପ୍ରାଚୀନ କାଳରେ ପରିବହନକୁ ସହଜ ଓ ସରଳ କରିବା ପାଇଁ ଏକମାତ୍ର ମାଧ୍ୟମ ଥିଲା ଶଗଡ଼ । ମଣିଷ ନିଜର ବୁଦ୍ଧି ଖଟାଇ ବନ୍ୟଜାତ ଦ୍ରବ୍ୟର ବ୍ୟବହାର କରି ନିଜ ହାତରେ ନିର୍ମାଣ କରିଥିବା ବିନା ଇନ୍ଧନ ଯୁକ୍ତ ପରିବେଶ ଉପଯୋଗୀ ଏହି ଶଗଡ଼ ଗାଡ଼ି ବିଲୁପ୍ତ ପାଦ ଦେଶରେ ଏବେ ଦଣ୍ଡାୟମାନ । ଦିନେ…

ଟିକାକରଣରେ ମାଇଲ ଖୁଣ୍ଟ ଅତିକ୍ରମ କଲା BMC ,ଏପର୍ଯ୍ୟନ୍ତ ୨୯ ଲକ୍ଷ ୨୩୦୯ ଡୋଜ ଟିକା ଦିଆଯାଇଛି

ଭୁବନେଶ୍ୱର :ଟିକାକରଣରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କଲା ବିଏମସି। ୨୦ ତାରିଖ ସୁଦ୍ଧା ମୋଟ ୨୯ଲକ୍ଷ ୨୩୦୯ ଡୋଜ ଟିକା ଦିଆଯାଇଛି। ସେଥିମଧ୍ୟରୁ ୧୫ ଲକ୍ଷ ୮ହଜାର ୮୮୪ ପ୍ରଥମ ଡୋଜ। ଓ ୧୩ଲକ୍ଷ ୫୬ ହଜାର ୪୬୫ ଦ୍ୱିତୀୟ ଡୋଜ।ବର୍ତ୍ତମାନ ସୁଦ୍ଧା ୪୪ ହଜାର ୯୫୫ଜଣ ୧୫ରୁ ୧୮ବର୍ଷ କିଶୋର ବର୍ଗ…

ପୋଲିସ ଅଫିସରଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୪୮ ହଜାର ଟଙ୍କା ଲୁଟିନେଲେ ସାଇବର ଲୁଟେରା

ଭୁବନେଶ୍ୱର :ରାଜଧାନୀରେ ପୁଣି ମାତିଛନ୍ତି ସାଇବର ଠକ ।ସାଇବର ଲୁଟେରା ମାନେ ପୋଲିସ ଅଫିସରଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୪୮ ହଜାର ଟଙ୍କା ଲୁଟି ନେଇଥିବା ହୋଇଥିବା ଅଭିଯୋଗ ହୋଇଛି । କ୍ରାଇମବ୍ୟୁରୋ ସବ ଇନିସ୍ପେକ୍ଟର ବିଜୟ ମହାଳୀଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି ।…

[ଭିଡ଼ିଓ] ହାର୍ ମାନିଛି ବୟସ, ନିର୍ବାଚନୀ ମୈଦାନରେ ୭୫ ବର୍ଷୀୟା ମୀନତି

ଭଦ୍ରକ : କୌଣସି କାମ ନେଇ ବୟସ ମହତ୍ତ୍ୱ ରଖେନି। ମନରେ ଇଚ୍ଛା ଥିଲେ ସବୁ କାମ ସହଜ ହୋଇଯାଏ । ସେହିଭଳି ଏକ ବଳିଷ୍ଠ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ଜଣେ ୭୫ ବର୍ଷୀୟା ମହିଳା । ନିର୍ବାଚନ ପାଇଁ ବୟସ ବି ହାର ମାନିଛି। ପରିଣତ ବୟସରେ…

ପାଚେରି ଭାଙ୍ଗି ମାଡ଼ିଗଲା ଲୁହା ପଥର ଗୁଣ୍ଡ ପାଣି, ଚାଷ ଜମି କ୍ଷତିଗ୍ରସ୍ତ

ସମ୍ବଲପୁର: ପାଚେରି ଭାଙ୍ଗି ମାଡ଼ିଗଲା ଲୁହା ପଥର ଗୁଣ୍ଡ ପାଣି । ସମ୍ବଲପୁର ଠେଲକୁଲି ସ୍ଥିତ JSW ଭୂଷଣ କାରଖାନାର ପାଚେରି ଭାଙ୍ଗିଯିବା ପରେ ବାଞ୍ଜିବେରଣା ଅଞ୍ଚଳରେ ଲୁହା ଗୁଣ୍ଡ ପାଣି ମାଡ଼ି ଯାଇଛି। ଫଳରେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ପାଣି ମାଡ଼ି ଆସିବା ଯୋଗୁ ନିକଟରେ ଥିବା…

ଓଟିଟି ପ୍ଲାଟଫର୍ମରେ ରିଲିଜ ହେଲା ମିହିର ଦାସଙ୍କ ପ୍ରଥମ ଫିଲ୍ମ ‘ସ୍କୁଲ ମାଷ୍ଟର୍’

ଭୁବନେଶ୍ୱର: ଭେଟେରାନ ଓଡ଼ିଆ ଅଭିନେତା ସ୍ୱର୍ଗତଃ ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ OTT ପ୍ଲାଟଫର୍ମ AAO NXT ତାଙ୍କର ଡ଼େବ୍ୟୁ ଫିଚର ଫିଲ୍ମ ‘ସ୍କୁଲ ମାଷ୍ଟର୍’ ମୁକ୍ତିଲାଭ କରିଛି । ୧୯୭୦ ଦଶକର ଚଳଚ୍ଚିତ୍ର ଏକ ମଧ୍ୟବିତ୍ତ ପରିବାରର ଅଭିଳାଷ, ସଂଘର୍ଷ ଓ ଉତଥାନକୁ ନେଇ ଚିତ୍ରଣ ହୋଇଛି ।…

୫ ହଜାର ବୋତଲ କଫସିରପ୍‌ ଜବତ ,୩ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ପୋଲିସକୁ ସଫଳତା ।ବଲାଙ୍ଗୀରରୁ ବିପୁଳ ପରିମାଣର କଫସିରପ୍‌ ଜବତ । କପ ସିରଫ ମାଫିଆ ସହ ୩ ଜଣଙ୍କୁ ଗରଫ କଲା ବଲାଙ୍ଗୀର ପୋଲିସ । ରାଞ୍ଚିରୁ ବଲାଙ୍ଗୀର ବେଆଇନ କଫସିରଫ ଚାଲଣ ବେଳେ ସଦର ଥାନା ପୋଲିସ ପଛରଚେପା ରାସ୍ତାରେ ଏହି କଫସିରପ୍ ଜବତ କରିଛି ।ଏହି କଫସିରପର…

ଗାଁକୁ ପହଞ୍ଚୁନି ମୌଳିକ ସୁବିଧା, ତୃତୀୟଥର ପାଇଁ ଭୋଟ୍ ବର୍ଜନର ନିଷ୍ପତ୍ତି ନେଲେ ବାର୍ଷିକୋଣାବାସୀ

କଳାହାଣ୍ଡି: ଆଜିବି ଗାଁକୁ ପହଞ୍ଚୁନି ମୌଳିକ ସୁବିଧା । ତୃତୀୟ ଥର ପାଇଁ ଭୋଟ୍ ବର୍ଜନର ନିଷ୍ପତ୍ତି ନେଲେ କଳାହାଣ୍ଡିର ବାର୍ଷିକୋଣାବାସୀ । ଏନେଇ ଥୁଆମୂଳ ରାମପୁର ବିଡ଼ିଓଙ୍କ ଲିଖିତଭାବେ ଜଣାଇଛନ୍ତି ବାର୍ଷିକୋଣା ସମେତ ଗମ୍ଭାରୀଗୁଡ଼ା, ବିରାଗୁଡ଼ା ଓ ମଣ୍ଡିଚୁଆଁ ବାସିନ୍ଦା । ଶିକ୍ଷା,…

ରାଜ୍ୟରେ ସଂକ୍ରମଣ ତଳମୁହାଁ ,ଲକ୍ଷଣ ଦେଖାଦେଲେ ଟେଷ୍ଟ କରାନ୍ତୁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ କୋଭିଡ ସଂକ୍ରମଣ ତଳମୁହାଁ ହୋଇଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଗାଇଡ ଲାଇନ ଅନୁସାରେ ଟେଷ୍ଟିଂ ଚାଲିଛି । ଆକ୍ଟିଭ କେସରେ ଓଡିଶା ଅଷ୍ଟମ ସ୍ଥାନରେ ରହିଛି । ସର୍ଭେଲାନ୍ସ ଟେଷ୍ଟିଂ ମଧ୍ୟ ରାଜ୍ୟରେ ଭଲ ଅଛି ।…

[ଭିଡ଼ିଓ] ପଶ୍ଚିମ ଓଡିଶା ଜୋନାଲ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ଥରପାଇଁ ଅନୁଷ୍ଠିତ ହୋଇଯାଇଇଛି ତାଇକୋଣ୍ଡୋ ପ୍ରତିଯୋଗିତା ।  ପଶ୍ଚିମ ଓଡିଶା ଜୋନାଲ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ଆୟୋଜକ ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ,ବରଗଡ,ବଲାଙ୍ଗୀର, ଝାରସୁଗୁଡା ସହିତ ପଶ୍ଚିମ ଓଡିଶାର…