Latest Odisha News

BREAKING NEWS

Browsing Category

ସହର

City

[ଭିଡ଼ିଓ] ପୁରୀ କୁମ୍ଭାରପଡ଼ା ହତ୍ୟାକାଣ୍ଡ ଘଟଣା, ୪ ଗିରଫ

ପୁରୀ : ପୁରୀ କୁମ୍ଭାରପଡ଼ା ହତ୍ୟାକାଣ୍ଡ ଘଟଣା। ଏହି ଘଟଣାରେ ଆଜି ୪ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରାୟ ବାହାଦୂର ଲେନର ରାକେଶ ମହାପାତ୍ର ଓ ତାଙ୍କ ପତ୍ନୀ ନମିତା ବେହେରା । ଆଉ ଦୁଇ ଅନ୍ୟ ଅଭିଯୁକ୍ତ ହେଲେ ପୁରୀ ସଦର ଥାନା ପତିତପାବନ ନଗରର ପୂର୍ଣଚନ୍ଦ୍ର ବେହେରା,…

ଢିଙ୍କିଆରେ ପ୍ରକଳ୍ପ ପାଇଁ ୨୪ଟି ପାନବରଜ ମାପ

ପାରାଦୀପ: କିଛିଦିନ ହେବ ଏରସମା ତହସିଲ ଢିଙ୍କିଆ ପଞ୍ଚାୟତବାସୀ ଜେଏସଡବ୍ଲ୍ୟୁ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ କରି ଆସୁଛନ୍ତି । ପ୍ରକଳ୍ପ ପାଇଁ କିଛି ଲୋକ ବିରୋଧ କରିଆସୁଥିବା ବେଳେ ଅନ୍ୟ କିଛି ସହମତି ପ୍ରକାଶ କରିଥିବା ଜଣାପଡ଼ିଛି । ଗତ ବର୍ଷ ଢିଙ୍କିଆ ଗାଁର ତିନୋଟି ପାନବରଜ ମାପଚୁପ…

କୋରାପୁଟ ବନ୍ଧୁକ ଦେଖାଇ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭୁବନେଶ୍ୱର : ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । କୋରାପୁଟ ଜିଲ୍ଲା ଜୟପୁର ବ୍ରାହ୍ମୋଣୀ ଗାଁରେ ବନ୍ଧୁକମୁନରେ ଗଣ ଦୁଷ୍କର୍ମ ଘଟଣା କୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ରାଜ୍ୟ ସରକାରଙ୍କ ନାରୀ ସୁରକ୍ଷା କେବଳ ସ୍ଳୋଗାନରେ ସୀମିତ । ବିଜେଡି ଶାଶନ କାଳରେ…

ପୌର ନିର୍ବାଚନ ନେଇ ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଂରକ୍ଷଣ ପକ୍ରିୟା ଆରମ୍ଭ । ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ପାଇଁ ଦିଆଗଲା ନିର୍ଦ୍ଦେଶ । ସୀମା ପୁନଃନିର୍ଦ୍ଧାରଣ କରିବା ପାଇଁ ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ଚିଠି ଲେଖିଛନ୍ତି ପୌର ପ୍ରଶାସନ ନିିର୍ଦ୍ଦେଶକ । ଓବିସି ମାନଙ୍କ…

[ଭିଡ଼ିଓ] ନୂଆବର୍ଷରେ ରତ୍ନ ସିଂହାସନରେ ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ କଲେ ଶ୍ରଦ୍ଧାଳୁ

ପୁରୀ: ନୂଆବର୍ଷରେ କଟକଣା ପରେ ଆଜି ଦର୍ଶନ ଦେଲେ ମହାପ୍ରଭୁ । ରତ୍ନ ସିଂହାସନରେ ପ୍ରଭୁଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ମଙ୍ଗଳଆରତୀ ସରିବା ପରେ କଟକଣା ଭିତରେ ଶ୍ରଦ୍ଧାଳୁ ମାନେ ତିନିଦିଅଁଙ୍କୁ ଦର୍ଶନ କରିଥିଲେ । ତିନିଦିନର ବିରତି ପରେ ଆଜି ଦର୍ଶନ ପାଇଁ ଖୋଲିଛି…

ନକଲି ସିମେଣ୍ଟ କାରଖାନା ଉପରେ ଚଢାଉ , ଜଣେ ଗିରଫ

କଟକ : ନକଲି ସିମେଣ୍ଟ କାରଖାନା ଠାବ । କଟକ ଜଗତପୁରର ଚମ୍ପତି ଗାଁ ନିକଟରୁ ନକଲି ସିମେଣ୍ଟ କାରଖାନା ଉପରେ ଚଢାଉ କରାଯାଇଛି । ମା ତାରିଣୀ କନଷ୍ଟ୍ରକସନ୍ ନାମକ ଏକ ଘରୋଇ କମ୍ପାନୀ ନକଲି ସିମେଣ୍ଟ କାରଖାନା ଦୀର୍ଘଦିନ ହେବ ଚଳାଉଥିଲେ । ଜଗତପୁର ପୋଲିସ କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲା…

[ଭିଡ଼ିଓ] ପୁରୀରେ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ

ପୁରୀ: ପୁରୀରେ ପୁୂଣି ଆରମ୍ଭ ହୋଇଛି ଉଚ୍ଛେଦ। ଶ୍ରୀମନ୍ଦିର ଚତୁର୍ପାଶ୍ୱ ହେରିଟେଜ କରିଡରରେ ପୁଣି ଉଚ୍ଛେଦ ଅଭିଯାନ ଆରମ୍ଭ କରଯାଇଛି। ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ପଶ୍ଚିମ ଦ୍ୱାରରେ ଥିବା କୋଠା ଗୁଡିକର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ପୂର୍ବରୁ ୯୫ ପ୍ରତିଶତ ଅଂଚଳରୁ…

କନିଷ୍ଠ ଶିକ୍ଷକଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର : କନିଷ୍ଠ ଶିକ୍ଷକଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକ ମାନଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ…

[ଭିଡ଼ିଓ] କ୍ଷତି ପୁରଣ ଦାବିରେ ରାସ୍ତା ଅବରୋଧ

ସୁବର୍ଣ୍ଣପୁର : କ୍ଷତି ପୁରଣ ଦାବିରେ ରାସ୍ତା ଅବରୋଧ । ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା କାର୍ଯ୍ୟରତ ହେଲପରଙ୍କ ପରିବାରକୁ ୫୦ଲକ୍ଷ କରି ରାସ୍ତା ଅବରୋଧ କରାଯାଇଛି । ରାସ୍ତାରେ ଯୁବକଙ୍କ ମୃତ ଦେହ ରଖି କ୍ଷତି ପୂରଣ ଦାବି କରିଛନ୍ତି ପରିବାର ଲୋକେ । ଟାଟା ପାୱାରର ଭୁଲ ପରିଚାଳନା ଯୋଗୁ…

ନବରଙ୍ଗପୁର SBI ମୁଖ୍ୟ ଶାଖାର ଦୁଇଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ, ବ୍ୟାଙ୍କ ୪୮ ଘଣ୍ଟା ବନ୍ଦ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାକୁ ଘାରିଲାଣି କୋଭିଡ ଚିନ୍ତା । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲାରୁ ଆଜି ୫ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ସଦରମହକୁମା ସ୍ଥିତ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ଦୁଇଜଣ କର୍ମଚାରୀ ଆଜି ପିଜିଟିଭ୍ ଚିହ୍ନଟ ହେବାପରେ…