Latest Odisha News

BREAKING NEWS

Browsing Category

ସହର

City

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ଅପେକ୍ଷାରେ ବୋନ୍ କ୍ୟାନ୍ସର ପୀଡ଼ିତ ମନୋଜ

ଉମରକୋଟ: ଜୀବନ ପାଲଟିଛି ଯନ୍ତ୍ରଣା ଦାୟକ । ପାଖରେ ଅଛି ଅର୍ଥ ନା ସହଯୋଗ । ଏହାରି ଭିତରେ ଚାଲିଛି ସଂଘର୍ଷ । ଏ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସନ୍ତୋଷି ନଗରର ମନୋଜ କୁମାର ନାୟକ । ବୋନ୍ କ୍ୟାନସରରେ ପୀଡ଼ିତ ହୋଇ ମନୋଜ ଏବେ ସହାୟତା ଅପେକ୍ଷାରେ ରହିଛନ୍ତି । ହେଲେ ଚିକିତ୍ସା…

୨ ମାସର ଶିଶୁ ପୁତ୍ରକୁ ତଣ୍ଟି ଚିପି ହତ୍ୟା କଲା ପିଶାଚୀ ମା’

କେନ୍ଦ୍ରାପଡା : ଜନ୍ମ କଲା ଶିଶୁକୁ ମାରିଲା ମା’ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଧିନ କାନପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ୨ ମାସର ଶିଶୁପୁତ୍ରକୁ ତଣ୍ଟି ଚିପି ହତ୍ୟା କରି କୁଅରେ ଫିଙ୍କିଦେଲା ଡାହ।ଣୀ ମା’ । ସୂଚନା ମିଳିଛି କୁଆଡେ ପରକୀୟା ପ୍ରତିଯୋଗୁଁ ଏଭଳି ହତ୍ୟା…

ମହାପ୍ରଭୁଙ୍କ ଦର୍ଶନ କଲେ ନୂଆ ପୋଲିସ ଡିଜିପି ସୁନୀଲ ବଂଶଲ

ପୁରୀ : ନୂଆ କରି ଦାୟିତ୍ୱ ନେବା ପରେ ପୋଲିସ ଡିଜିପି ସୁନୀଲ ବଂଶଲ ପୁରୀରେ ପହଁଞ୍ଚିଛନ୍ତି । ବଂଶଲ ଆଜି ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । କଡା ସୁରକ୍ଷାର ସହ ସୁନୀଲ ବଂଶଲ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଗତ ୩୧ ତାରିଖରେ ନୂଆ ଡିଜିପି ଭାବେ ଦାୟିତ୍ୱ ନେଇଥିଲେ ସୁନୀଲ…

ରାଜ୍ୟରେ ‘ଓମିକ୍ରନ’ ସଂକ୍ରମଣ ବୃଦ୍ଧି ନେଇ ସମୀକ୍ଷା ବୈଠକ ଡାକିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଓମିକ୍ରମ ଓ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ବୈଠକ ଡାଲିକେ ସ୍ୱାସ୍ଥ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ କରୋନା ଓ ଓମିକ୍ରନ ସଂକ୍ରମଣ ରାଜ୍ୟରେ ହୁ ହୁ ହୋଇ ବଢିବା ନେଇ ବୈଠକ ଡାକିଛନ୍ତି । ରାଜ୍ୟରେ ଓମିକ୍ରନ ସଂକ୍ରମଣ କିପରି ରୋକାଯାଇ ପାରିବ ସେ ଉପରେ…

୧୫ରୁ ୧୮ ବର୍ଷର ପିଲାଙ୍କୁ ଟିକାକରଣ, ୧୮୮୨ଜଣ କିଶୋର ନେଲେଣି ଟିକା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ୧୫ରୁ ୧୮ବର୍ଷ କିଶୋରଙ୍କ ଟିକାକରଣ । ଜାନୁଆରୀ ୧ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୧ହଜାର ୮୮୨ ଜଣ ଟିକା ନେଇସାରିଲେଣି । ରାଜ୍ୟରେ ୩ ହଜାର ୧୯୩ କେନ୍ଦ୍ରରେ ଟିକାକରଣ ଚାଲୁ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ…

ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ , ତୁରନ୍ତ ସମସ୍ୟାର ସମାଧାନ ଦାବି

ପଦ୍ମପୁର : ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ରାସ୍ତା ରୋକ କଲେ ଚାଷୀ । ପଦ୍ମପୁର ନୂଆପଡା ରାସ୍ତା ଅବରୋଧ କରିଛନ୍ତି ଚାଷୀମାନେ । ଏନେଇ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ମଣ୍ଡିରେ ପଡିଥିବା ଧାନ ବସ୍ତା ଶୀଘ୍ର ଉଠାଇବା ଦାବିରେ ଚାଷୀମାନେ ରାସ୍ତାରୋକ କରିଛନ୍ତି । ଘଟଣାର…

ରାଉରକେଲା NITରେ ପଶିଲା କରୋନା

ରାଉରକେଲା: ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(NIT)ରେ ପଶିଲା କରୋନା । ତିନି ଜଣ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଭିତରେ ଅଛନ୍ତି ଦୁଇ ଜଣ ଛାତ୍ର ଓ ଜଣେ ଛାତ୍ରୀ । ସେମାନଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ସଂକ୍ରମିତ ତିନି ଛାତ୍ରଛାତ୍ରୀ ଏବେ…

ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ, ଗାଁରେ ଶୋକର ଛାୟା

ଯାଜପୁର: ଯାଜପୁର ଜିଲ୍ଲାରେ ସକାଳୁ ଏକ ଦୁର୍ଘଟଣା ହୋଇଛି । କୁଆଖିଆ ଥାନା ଜାତୀୟ ରାଜପଥ-୨୦ର ବଡ଼ ଗୋବିନ୍ଦପୁର ନିକଟରେ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସ୍କୁଟି ଆରୋହୀଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ । ମୃତକ ଜଣକ ହେଲେ ଅରୁଣ କୁମାର ବିଶ୍ୱାଳ ।…

ନର୍ଦ୍ଦମା ପାଣିକୁ ନେଇ ହତ୍ୟାକାଣ୍ଡ ଅଭିଯୋଗ

ରାୟଗଡ଼ା: ନର୍ଦ୍ଦମା ପାଣି ଅଟକାଇବାକୁ ନେଇ ପାଟିତୁଣ୍ଡ ଓ ହତ୍ୟାକାଣ୍ଡ ଅଭିଯୋଗ ହୋଇଛି । ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଅଜୟ ଖୋସଲା । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କୁମ୍ଭିକୋଟା ଗ୍ରାମର ହରିଜନ ସାହିରେ । ସୂଚନା ଅନୁସାରେ, ଅଜୟ ଖୋସଲା ଓ…

ରାଜଧାନୀରେ ଚାଞ୍ଚଲ୍ୟ: କାର୍ ଭିତରେ ଦୁଷ୍କର୍ମ ପରେ ନାବାଳିକାକୁ ରାସ୍ତାକଡ଼ରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । କାର୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଏହାପରେ ରାସ୍ତାକଡ଼ରେ ପୀଡ଼ିତାଙ୍କୁ ଫିଙ୍ଗି ପଳାଇଲେ ଦୁର୍ବୃତ୍ତ । ଭୁବନେଶ୍ୱର ମଞ୍ଚଶ୍ୱର ଥାନା ପେଟ୍ରୋଲ ଟାଙ୍କି ନିକଟରୁ ରାସ୍ତାକଡ଼ରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଏହାପରେ ତାଙ୍କୁ…