Latest Odisha News

BREAKING NEWS

Browsing Category

ସହର

City

[ଭିଡ଼ିଓ] ନୂଆବର୍ଷ ପାଇଁ ପୁରୀରେ ଡ୍ରଙ୍କ ଏଣ୍ଡ ଡ୍ରାଇଭ କାର୍ଯ୍ୟକ୍ରମ ଶୁଭାରମ୍ଭ

ପୁରୀ: ନୂଆବର୍ଷ ପାଇଁ ପୁରୀରେ ଡ୍ରଙ୍କ ଏଣ୍ଡ ଡ୍ରାଇଭ କାର୍ଯ୍ୟକ୍ରମ । ଆଜିଠାରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରରେ ଚାଲିବ ଡ୍ରଙ୍କ ଏଣ୍ଡ ଡ୍ରାଇଭ କାର୍ଯ୍ୟକ୍ରମ । ଭିଆଇପି ରୋଡର ସୁବାଷ ବୋଷ ଛକରୁ ଏହି ସ୍ୱତନ୍ତ୍ର ଡ୍ରାଇଭ୍ ର ଶୁଭାରମ୍ଭ କରାଯାଇଛି । ମଦ୍ୟପାନ କରି ଗାଡି ଚଳାଉଥିବା…

୨୦ରୁ ଉର୍ଦ୍ଧ୍ଵ ଗାଈଙ୍କୁ ଉଦ୍ଧାର କଲା ବଜରଙ୍ଗୀ ଦଳ

ଭଦ୍ରକ : ଗୋରୁ ବୋଝେଇ ଗାଡି ଜବତ । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳରୁ ଦୁଇଟି ଗୋରୁ ବୋଝେଇ ଗାଡି ଜବତ ହୋଇଛି ।୨୦ ରୁ ଉର୍ଦ୍ଧ୍ଵ ଗାଇ ଉଦ୍ଧାର ହୋଇଛନ୍ତି । ସୂଚନା ଅନୁସାରେ ଦୁଇଟି ଗୋରୁ ବୋଝେଇ ପିକଅଫ୍ ଭ୍ୟାନ୍ ବାସୁଦେବପୁର ଆସୁଥିଲା ।ଏହି ସମୟରେ ବଜରଙ୍କ ଦଳ ସଦସ୍ୟ ମାନେ ଦୁଇଟି…

ତପସ୍ୱିନୀଙ୍କ ଶ୍ୱଶୁର ଘର ଓ ଆଖପାଖ ଅଞ୍ଚଳରେ ଲାଗିଲା ୧୪୪ ଧାରା

ବ୍ରହ୍ମପୁର: ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀଙ୍କ ପାରିବାରିକ ବିବାଦ ନେଉଛି ନୂଆ ମୋଡ଼ । ପ୍ରତିଦିନ ନୂଆ ନୂଆ ଘଟଣା ସାମନାକୁ ଆସୁଛି । ଗତକାଲି ତପସ୍ୱିନୀଙ୍କ ସପକ୍ଷରେ ବ୍ରହ୍ମପୁରର ଶହ ଶହ ମହିଳା ସୁମିତଙ୍କ ଘର ମୁଖ୍ୟ ଗେଟ୍‌ ଭାଙ୍ଗି ଦେଇଥିଲେ । ଆଜି ପୋଲିସ ପକ୍ଷରୁ ସୁମିତଙ୍କ ଘରେ…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୪୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ରାଜ୍ୟରୁ ଆଉ ଜଣେ କୋଭିଡ଼ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲାରୁ । ଖୋର୍ଦ୍ଧା ଜିଲ୍ଲାରୁ ୭୧ବର୍ଷୀୟ…

ଗତ ୨୪ଘଣ୍ଟା ଭିତରେ ୧୪୬ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୪୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୮୬ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୬୦କେସ୍ ରହିଛି । ଏଥିମଧ୍ୟରୁ ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୫ଜଣ କୋଭିଡ଼ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ…

ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର: ଅସହ୍ୟ ହେଲାଣି ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଆଭ୍ୟନ୍ତରୀଣ ଅଞ୍ଚଳ ସବୁଠି କୋହଲା ପବନ । ଆସନ୍ତା ୨ରୁ ୩ ଦିନ ଯାଏଁ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହି ସମୟରେ ରାଜ୍ୟର କିଛି ଜିଲ୍ଲାରେ ରାତି ତାପମାତ୍ରା ୪ରୁ ୬ ଡ଼ିଗ୍ରୀ ତଳେ…

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ସନ୍ଧ୍ୟା ୫ଟା ୩୦ରେ ଭର୍ଚୁଆଲ ପ୍ଲାଟଫର୍ମରେ ଏହି ବୈଠକ ବସିବ । ଆଗକୁ ପଞ୍ଚାୟତ ନିର୍ବାଚନ ଅଛି । ଏଥିପାଇଁ ଆଜିର କ୍ୟାବିନେଟ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ…

[ଭିଡ଼ିଓ]ଦମକଳ ଗାଡ଼ିରେ ସାନ୍ତାକ୍ଲଜ, କୋଭିଡ଼ ସଂକ୍ରମିତଙ୍କୁ ବାଣ୍ଟିଲେ ଉପହାର

ଲିମା: ଖ୍ରୀଷ୍ଟମାସ ପର୍ବ ଆସିବାକୁ ଆଉ କିଛି ଦିନ ରହିଲା । ଏହି ଦିନରେ ଅନ୍ୟକୁ ଖୁସି ବାଣ୍ଟିବା ପାଇଁ ଅନେକ କିଛି ନୂଆ ନୂଆ ଯୋଜନା କରିଥାନ୍ତି । ଆଉ କୁନି କୁନି ପିଲାମାନେ ଏହି ଦିନରେ ସାନ୍ତା କ୍ଲଜଙ୍କଠାରୁ ମିଳିବାକୁ ଥିବା ଗିଫ୍ଟ ବିଷୟରେ ଭାବି ଭାବି ବହୁତ ଖୁସି ହୋଇଥାନ୍ତି । ହେଲେ…

[ଭିଡ଼ିଓ] ଓଡ଼ିଶାର ଦୀର୍ଘତମ ‘ଟି-ସେତୁ’ ଲୋକାର୍ପଣ, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା

କଟକ: ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ। ଶେଷରେ ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ‘ଟି-ସେତୁ’ । ମହାନଦୀ ଉପରେ ଓଡ଼ିଶାର ଦୀର୍ଘତମ ସେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଲୋକାର୍ପଣ । ୧୧୧କୋଟି ବ୍ୟୟରେ ନିର୍ମିତ ବହୁ ପ୍ରତିକ୍ଷିତ ବିକାଶର ସେତୁ ‘ଟି-ସେତୁ’  । ଏହି ହାଇଲେଭଲ ସେତୁ…

[ଭିଡ଼ିଓ] ଦିନକୁ ଦିନ ଚିନ୍ତା ବଢାଉଛି ଓମିକ୍ରନ୍ : ପୁଣି ରାଜଧାନୀରୁ ୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଦିନକୁ ଦିନ ବଢିଚାଲିଛି ଓମିକ୍ରନ ଚିନ୍ତା । ହୁ ହୁ ହୋଇ ମାଡି ଚାଲିଛି ଓମିକ୍ରନ୍। ଦେଶକୁ ଦେଶ କାୟା ବିସ୍ତାର କରିଚାଲିଥିବା ବେଳେ ଏବେ ପୁଣି ରାଜଧାନୀ ଦିଲ୍ଲୀରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସଂକ୍ରମଣ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ଓମିକ୍ରନ…