Latest Odisha News

BREAKING NEWS

Browsing Category

କେନ୍ଦୁଝର

Kendujhar

ମୋବାଇଲ ଦୋକାନରୁ ୬୦ ସ୍ମାର୍ଟ ଫୋନ ସହ ୧ଲକ୍ଷ ୮୦ ହଜାର ଟଙ୍କା ଲୁଟ ଅଭିଯୋଗ

କେନ୍ଦୁଝର : ମୋବାଇଲ ଦୋକାନରୁ ବଡ ଧରଣର ଲୁଟ । କେନ୍ଦୁଝର ଜିଲ୍ଲା ବିଲେଇପଦା ହାଟ ବଜାରରେ ଥିବା ଏକ ମୋବାଇଲ ଦୋକାନରୁ ଏକାଥରକେ ୬୦ ଟି ସ୍ମାର୍ଟ ଫୋନ ଲୁଟି ନେଇଛନ୍ତି ଦୁବୃର୍ତ୍ତ । ଏହା ସହ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । । ଲୁଟ ହୋଇଥିବା ୬୦ ଟି ସ୍ମାର୍ଟ…

ଶ୍ମଶାନରେ ଜୀବିତ ଥିବା ନବଜାତର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଡାକ୍ତର ମୃତ ଘୋଷଣା କରିଥିବା ଶିଶୁ ଶ୍ମଶାନରେ ଚେଇଁ ଉଠିଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି । ସକାଳ ୭ଟାରେ ଶିଶୁଟି ମୃତ୍ୟୁବରଣ କରିଥିବା କରଞ୍ଜିଆ ହସ୍ପିଟାଲର ଡାକ୍ତର ସୂଚନା ଦେଇଛନ୍ତି । ଗତକାଲି ଦିନ ପାଖାପାଖି ୨ଟା ବେଳେ…

ନବଜାତକୁ ମୃତ ଘୋଷଣା କରିଥିଲେ ଡାକ୍ତର, ଶ୍ମଶାନରେ ଚେଇଁ ଉଠିଲା ଶିଶୁ

କେନ୍ଦୁଝର: ନବଜାତକୁ ମୃତ ଘୋଷଣା କରିଥିଲେ ଡାକ୍ତର । କିନ୍ତୁ ଶ୍ମଶାନରେ ଚେଇଁ ଉଠିଲା ଶିଶୁ । ସେ ଜୀବିତ ଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ । ଆଶ୍ଚର୍ୟ୍ୟ ଲାଗୁଥିଲେ ବି କେନ୍ଦୁଝର ଜିଲ୍ଲାରେ ଏଭଳି ଏକ ଘଟଣାକୁ ନେଇ ସାରା ରାଜ୍ୟେ ଚର୍ଚ୍ଚା ଚାଲିଛି । କେନ୍ଦୁଝର ଜିଲ୍ଲା ଖଡ଼ିପଦା ଗାଁରେ…

ଗାଁକୁ ନାହିଁ ଭଲ ରାସ୍ତା ନଥିବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଚାଲିଗଲା ରୋଗୀଙ୍କ ଜୀବନ

କେନ୍ଦୁଝର: ପୁଣି ଆସିଲା ସ୍ୱାସ୍ଥ୍ୟସେବାର କରୁଣ ଚିତ୍ର । କେନ୍ଦୁଝର ଜିଲ୍ଲାର ସିଲିପଦା ଗାଁରୁ ଆସିଛି ଏହିଭଳି ଚିତ୍ର । ଗାଁକୁ ଭଲ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଫଳରେ ଷ୍ଟ୍ରେଚରରେ ବୁହା ହେଲେ ରୋଗୀ । ହେଲେ ଭାଗ୍ୟର ବିଡ଼ମ୍ବନା ମେଡ଼ିକାଲରେ ଠିକ ସମୟରେ ପହଞ୍ଚି…

ସାହାରାପଡ଼ା ସେକ୍ସନ ଅଞ୍ଚଳରେ ହାତୀପଲ ପଶି ନଷ୍ଟ କଲେ ପନିପରିବା

କେନ୍ଦୁଝର: ବଢ଼ୁଛି ହାତୀପଲଙ୍କ ଉପଦ୍ରବ । କେନ୍ଦୁଝର ଜିଲ୍ଲା ସାହାରାପଡ଼ା ସେକ୍ସନ ଅଞ୍ଚଳରେ ୭ଟିକିଆ ହାତୀପଲ ପଶିଛନ୍ତି । ବିଳମ୍ବିତ ରାତିରେ ହାତୀପଲ ଠାକୁରମୁଣ୍ଡା ରେଞ୍ଜରୁ ଆସି ସାହାରପଡ଼ା ସେକ୍ସନର ହିଞ୍ଜିଲିଗଡ଼ିଆ, କଣ୍ଟିଡ଼ିହି, ଚୁଆ ପାଣିଗାଁରେ ବ୍ୟାପକ ପନିପରିବା ଚାଷ୍ଟ ନଷ୍ଟ କରିଛନ୍ତି…

ବଢୁଛି ହାତୀ ଉପଦ୍ରବ, ଆତଙ୍କିତ ଲୋକେ

ଚମ୍ପୁଆ: ଥମୁନି ହାତୀ ଉପଦ୍ରବ । କିଛି ଦିନ ଧରି ଚମ୍ପୁଆ ରେଞ୍ଜରେ ହାତୀ ଆତଙ୍କ ଖେଳାଉଛନ୍ତି । କେତେବେଳେ ଗୋଟିକିଆ ହାତୀ ତାଣ୍ଡବ କରୁଛି ତ କେତେବେଳେ ହାତୀ ଗୋଠ ଉପଦ୍ରବ କରି ଘର ଓ ଫସଲ ନଷ୍ଟ କରିଚାଲିଛନ୍ତି । ୨ ଗୋଟି ହାତୀ ପତଳା ଓ ଗମ୍ଭାରିଆ ଅଞ୍ଚଳରେ ୬ ଗୋଟି ଘର ଭାଙ୍ଗି ଧାନଚାଉଳ…

ନୂଆବର୍ଷରେ ଘଟଗାଁ ମା’ ତାରିଣୀଙ୍କ ସୁନାବେଶ

କେନ୍ଦୁଝର : ନୂଆବର୍ଷରେ ଖାଁ ଖାଁ ଲାଗୁଛି ମା ତାରିଣୀ ପୀଠ । କେନ୍ଦୁଝର ଘଟଗାଁ ଅଧିଷ୍ଟାତ୍ରୀ ଦେବୀ ମା ତାରିଣୀଙ୍କ ଆଜି ସୁନାବେଶ ଅନୁଷ୍ଠିତ ହୋଇଛି । ହେଲେ ନୂଆବର୍ଷ ଉପଲକ୍ଷେ କଟକଣା ଜାରି ହେବା ପରେ ଭକ୍ତମାନେ ଏହି ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ସକାଳୁ ମା’ ଙ୍କ ପୂଜାର୍ଚ୍ଚନା ସାରିବା…

ଚମ୍ପୁଆ ରେଞ୍ଜରେ୨୬ ଟିକିଆ ହାତୀପଲ ଆତଙ୍କ

କେନ୍ଦୁଝର: ଚମ୍ପୁଆ ରେଞ୍ଜରେ୨୬ ଟିକିଆ ହାତୀପଲ । ଆତଙ୍କ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜକୁ ଧସେଇ ପଶିଲେ ହାତୀପଲ । ବିଳମ୍ବିତ ରାତିରେ ହାତୀପଲ ସଦର ରେଞ୍ଜର ଜଡିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଔଷଧ ମହଜୁଦ ରହୁଥିବା ଘରର କାନ୍ଥ ଓ କଣା ପଶି ଗ୍ରାମରେ ଗୋଟିଏ ଘର ଭାଙ୍ଗି ଦେଇଛନ୍ତି…

ଆନନ୍ଦପୁରରେ ମହିଳା ଆରଆଇଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ

କେନ୍ଦୁଝର : ଆନନ୍ଦପୁରରେ ମହିଳା ଆରଆଇଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ । ଆରଆଇ ସିମନ୍ତିନୀ ସାହୁଙ୍କ କାର୍ଯ୍ୟାଳୟରେ ପଶି ଜଣେ ବୃଦ୍ଧ ମହିଳା ଆରଆଇଙ୍କୁ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଆରଆଇ ଜଣକ ଗୁରୁତର ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏହି…

କେନ୍ଦୁଝରରେ ମାତିଛନ୍ତି ୧୪ ଟିକିଆ ହାତୀପଲ , ନଷ୍ଟ କରୁଛନ୍ତି ଫସଲ

କେନ୍ଦୁଝର : କେନ୍ଦୁଝରରେ ମାତିଛନ୍ତି ହାତୀ । ଚାଷୀଙ୍କ ଧାନ ବିଲରେ ଚାଷ ହୋଇଥିବା ଏକର ଏକର ପାଚିଲା ଧାନ କ୍ଷେତ ସବୁ ନଷ୍ଠ କରିଦେଇଛନ୍ତି ୧୪ ଟିକିଆ ହାତୀପଲ୍ଲ । ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଖୁଣ୍ଟାପଡା ଗାଁରେ ହାତୀପଲ ପଶି ଚାଷ ସବୁ ନଷ୍ଟ ହୋଇଯାଇଛି ।…