Latest Odisha News
Browsing Category

ଗାନ୍ଧୀ ଗାଥା

ମରଣଜୟୀଙ୍କୁ ମାରିବ କିଏ ?

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ କୃତଘ୍ନତାର ଶୀର୍ଷ ସୋପାନକୁ ଯାଇ ବିକୃତ ବିଚାରର କୁତ୍ସିତ ଷଡଯନ୍ତ୍ରରେ ଷଢ଼ୁଥିବା କିଛି ଦେଶଦ୍ରୋହୀଙ୍କ ଷଡଯନ୍ତ୍ର କ୍ରମେ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଗଲା ସେ ଆଣିଥିବା ସ୍ୱାଧୀନତା ପ୍ରାପ୍ତିର ମାତ୍ର…

ଦୁର୍ନୀତି ରାକ୍ଷସର ନିପାତ କରିବ କିଏ ? 

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ, ଲାଞ୍ଚ ନେବା ବେଳେ ଧରାପଡିବା, ଦୁର୍ନୀତିଗ୍ରସ୍ତ ନେତା ଓ ସରକାରୀ କର୍ମଚାରୀଙ୍କୁ ଗିରଫ କରି ଜେଲ୍‍ ପଠାଯିବା ସହ କେତେକଙ୍କୁ ସରକାରୀ ଚାକିରିରୁ ବିଦା କରାଯିବା ଭଳି ଖବର…

ଭ୍ରଷ୍ଟ ବ୍ୟବସ୍ଥାର ସରଳ ଗାନ୍ଧୀ ଉପଚାର

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ବସୁଧୈବ କୁଟମ୍ବୁ କମ୍‍, ଶୃଣ୍ୱନ୍ତୁ ସର୍ବେ ଅମୃତସ୍ୟ ପୁତ୍ରାଃ ଆଦି ଉଦଘୋଷଣା କରିଆସୁଥିବା ସଂସ୍କୃତି ଓ ଐତିହ୍ୟ ସମ୍ପନ୍ନ ଭାରତ ବର୍ଷ ଏବେ କେଉଁଠି? ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ଭିତରେ ରାସ୍ତାଘାଟଠାରୁ ଆରମ୍ଭ କରି ଗାଡି…

ଗାନ୍ଧୀଙ୍କୁ ବୁଝିବା ସହଜ, ଭୁଲିବା କଷ୍ଟ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ବ୍ୟକ୍ତିରୁ ବିଚାରରେ ରୂପାନ୍ତରିତ ହୋଇସାରିଥିବା ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯିବା ପରେ ତାଙ୍କ ବିଚାର କିନ୍ତୁ ବ୍ୟାପିବାରେ ଲାଗିଛି । ଗାନ୍ଧୀ ବିଚାରକୁ ମାରିବା ପାଇଁ ଯେତେ ଉଦ୍ୟମ ହେଲେ ବି ତାହା…

ଅତି ସାଧାରଣ ମଣିଷ ଗାନ୍ଧୀ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ଆତ୍ମ ପ୍ରତ୍ୟୟର ଅଭାବ ଯୋଗୁଁ କୌଣସି କାମ ଆରମ୍ଭ କରିବା ପୂର୍ବରୁ ସେ ପାରିବେ କି ନାହିଁ ବୋଲି ଅନେକ ବ୍ୟକ୍ତି ଦ୍ୱନ୍ଦରେ ପଡନ୍ତି । ସାମାଜିକ ସଂଗଠନ ଠାରୁ ରାଜନୈତିକ ସଂଗଠନ, ଏମିତିକି ସରକାରରୁ ଧାର୍ମିକ ସଂଗଠନ ପର୍ଯ୍ୟନ୍ତ…

ପ୍ରେରଣାର ଉତ୍ସ ବନ୍ଦେ ମାତରମ୍‌

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ବନ୍ଦେ ମାତରମ୍‍ ସୁଜଳାମ୍‍ ସୁଫଳାମ୍‍ ମଲୟଜ ଶୀତଲମ୍‍ ଶସ୍ୟ ଶ୍ୟାମଲାମ୍‍ ମାତରମ୍‍..... ସ୍ୱାଧୀନତା ସଂଗ୍ରାମର ଘନଘଟା ମଧ୍ୟରେ ୧୮୮୨ ମସିହାରେ ବଙ୍କିମ୍‍ଚନ୍ଦ୍ରଙ୍କ କାଳଜୟୀ ଉପନ୍ୟାସ ‘ଆନନ୍ଦ ମଠ’ରେ ପ୍ରକାଶ ପାଇଥିଲା…

ସାବରମତୀ : ଜାତିର ଜୀବନ୍ତ କିମ୍ବଦନ୍ତୀ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ "ସାବରମତୀକେ ସନ୍ଥ ତୁନେ କର୍‌ଦିୟା କମାଲ୍ " ଆଶା ଭୋନ୍ସଲେଙ୍କ ଏହି ଲୋକପ୍ରିୟ ସଙ୍ଗୀତ ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ଲୋକ ଗୁଣୁଗୁଣେଇବା ସହ ସାବରମତୀର ସନ୍ଥ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କ ଅମ୍ଳାନ ସ୍ମୃତି…

ତ୍ରିରଙ୍ଗା ଝଣ୍ଡା, ଗାନ୍ଧୀଜୀ ଓ ପିଙ୍ଗାଲି ଭେଙ୍କେୟା

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ୨୦୨୧ର ଟୋକିଓ ଅଲମ୍ପିକ୍ସରେ ଭାରତର ଖେଳାଳିମାନେ ଉଡାଇଥିଲେ ତ୍ରିରଙ୍ଗା ଝଣ୍ଡା । ତେବେ ସେହି ଟୋକିଓରେ ୧୯୪୦ରେ ଅନୁଷ୍ଠିତ ପୂର୍ବାଞ୍ଚଳ କ୍ରୀଡାରେ କିନ୍ତୁ ଭାରତୀୟ ଖେଳାଳିମାନଙ୍କୁ ଉଡାଇବାକୁ ପଡିଥିଲା ବ୍ରିଟିଶ-ଇଣ୍ଡିଆର…

‘କର ବା ମର’ ଆନ୍ଦୋଳନରେ ଓଡ଼ିଆଙ୍କ ବଳିଦାନ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ଭାରତଛାଡ଼ ଆନ୍ଦୋଳନ ଆମ ସ୍ୱାଧୀନତା ସଂଗ୍ରାମ ଇତିହାସର ଏକ ଅବିସ୍ମରଣୀୟ ତଥା ଗୌରବାବହ ଅଧ୍ୟାୟ । ଦେଶର ସ୍ୱାଧୀନତା ପାଇଁ ଓଡ଼ିଶାବାସୀ କେତେ ବଳିଦାନ ଦେଇପାରନ୍ତି; ତାହାର ପ୍ରାମାଣିକ ନିଦର୍ଶନ ରହିଯାଇଛି ସ୍ୱାଧୀନତା ସଂଗ୍ରାମର…

ଅଗଷ୍ଟ କ୍ରାନ୍ତି ଆନ୍ଦୋଳନରେ କୋରାପୁଟିଆଙ୍କ ବଳିଦାନ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ 'ଗାନ୍ଧୀ କଥା' ‘ଭାରତର ସ୍ୱାଧୀନତା ଲାଗି କୋରାପୁଟ ଜିଲାର ଅବଦାନ ଅତୁଳନୀୟ । ଗାନ୍ଧୀଜୀଙ୍କ କାମର ଅଦ୍ଭୁତପୂର୍ବ ସଫଳତା ଏହି ଆଦିବାସୀ ବହୁଳ ଜିଲାରେ ଦେଖିବାକୁ ମିଳିଥିଲା । ବାପୁଜୀଙ୍କ ଡାକରାରେ ସ୍ୱରାଜ ସଂଗ୍ରାମ ଲାଗି କୋରାପୁଟ ଯେପରି…