Latest Odisha News
Browsing Category

ମିଶ୍ରରାଗ

ମଞ୍ଚ ଓ ନାଚର ପ୍ରେମରେ ଏକ ସମର୍ପିତ ଜୀବନ; ଡକ୍ଟର ସୁନୀଲ କୋଠାରି

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ  ସତୁରୀ ବର୍ଷ ଧରି ଜଣେ ଲୋକ କେବଳ ନାଚ ଦେଖିଛନ୍ତି ଓ ନାଚ ଉପରେ ଲେଖିଛନ୍ତି- ଏମିତି ଜଣେ ବ୍ୟକ୍ତିଙ୍କୁ ଆମେ କଣ ବୋଲି କହିବା? ରସିକ, ପାଗଳ ନା ନୃତ୍ୟର ଏକନିଷ୍ଠ ଭକ୍ତ? ଜୀବନର ସବୁକିଛି ଛାଡି ଦେଇ କେବଳ ମଞ୍ଚସାମ୍ନାରେ ସତୁରୀ ବର୍ଷର ଜୀବନ…

ସୋସିଆଲ ମିଡିଆ ଓ ଓଡିଆ ସାହିତ୍ୟ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଓଡିଆ ସାହିତ୍ୟ ଓ ସୋସିଆଲ ମିଡିଆର ସମ୍ପର୍କ ବିଷୟରେ କିଛି କହିବା ଆଗରୁ ମୁଁ ଗୋଟେ ବହି ଏବଂ ସିନେମା ଉପରେ କିଛି କହିବାକୁ ଚାହୁଁଛି। ବହିଟିର ଶୀର୍ଷକ ହେଉଛି “ଟେନ ଆର୍ଗ୍ୟୁମେଣ୍ଟସ ଫର ଡ଼ିଲିଟିଙ୍ଗ ୟୋର ସୋସିଆଲ ମିଡିଆ ଏକାଉଣ୍ଟ ରାଇଟ ନାଓ”।…

ଓଡିଶା କ୍ରମଶଃ ଇତିହାସ ଚର୍ଚ୍ଚାର ଶ୍ମଶାନଭୂମି ପାଲଟି ଯାଉଛି କି?

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଇତିହାସଠାରେ ଲେଖା ହୁଏନାହିଁ, ଏହା ନିରନ୍ତର ଲେଖା ହେଉଥାଏ। ଇତିହାସ ରଚନା ପ୍ରକ୍ରିୟା ବିଷୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିବା ଗୋଟେ ବହି ଅଛି, ଯାହାର ଶୀର୍ଷକ ହେଉଛି- ହ୍ଵାଟ ଇଜ ହିଷ୍ଟ୍ରି । ଏହାର ଲେଖକ ଇ.ଏଚ.କାର (What is History…

କୁଆଡେ ଗଲା ଆମ କବିତାରେ କୃଷକର ସଙ୍ଗୀତ?

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଆଜି ଯେତେବେଳେ ଲକ୍ଷ ଲକ୍ଷ ଚାଷୀ ରାସ୍ତାରେ ନିଜର ଅଧିକାର ପାଇଁ ଲଢେଇ କରୁଛନ୍ତି, ସେତେବେଳେ ମୁଁ ମୋ ସାହିତ୍ୟ ପରମ୍ପରାରେ ଚାଷୀମାନଙ୍କର ସ୍ଵର ଖୋଜିବା ପାଇଁ ଚେଷ୍ଟା କରୁଛି। ଓଡିଆ ସାହିତ୍ୟର ସୌଭାଗ୍ୟ ହେଉଛି, ଏ ମାଟିର ପ୍ରଥମ ମହାକବି…

କୋଲକାତା ଓ ଶିଳ୍ପୀର ଶୋଭାଯାତ୍ରା, ଅନୁରାଗର ଯାତ୍ରାସଙ୍ଗୀତ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ପୃଥିବୀର ସବୁ ପ୍ରଖ୍ୟାତ ସହରର ଏକ ନିର୍ଦ୍ଦିଷ୍ଟ ଚେହେରା ଓ ଚରିତ୍ର ରହିଥାଏ। ସେ ଲଣ୍ଡନ ହେଉ କି ପ୍ୟାରିସ, ଭିଏନା ହେଉ କି ନ୍ୟୁୟର୍କ ଅଥବା ଦିଲ୍ଲୀ ହେଉ କି ମୁମ୍ବାଇ। ସବୁ ସହର ନିଜ ନିଜର ଭିନ୍ନତାକୁ ନେଇ ଏକ ସ୍ଵତନ୍ତ୍ର ଗରିମା ତିଆରି…

ନିଜେ ନିଜର ଚକ୍ରବ୍ୟୁହରେ ଓଡିଆ ଗଣମାଧ୍ୟମ, ମାଲିକର ରାଜନୈତିକ ଢୋଲକି ମାଡରେ ସାମ୍ବାଦିକର ବାଉଁଶରାଣୀ ଖେଳ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଓଡିଶାର ସବୁଠୁ ବଡ ଟେଲିଭିଜନ ଚାନେଲ ଗତ କିଛିଦିନ ହେଲା କେବଳ ନିଜକୁ ହିଁ ମୁଖ୍ୟ ଖବର ଭାବେ ଉପସ୍ଥାପନ କରିଚାଲିଛି। ସରକାରୀ ଆକ୍ରୋଶର ଅଭିଯୋଗ ଆଣି ନିଜକୁ ପୋଲିସର ନାଲିଆଖି ଆଗରେ ଅସହାୟ ବୋଲି ଯେତେବେଳେ ଏକ ଗଣମାଧ୍ୟମ ସଂସ୍ଥା କହେ, ତାହା…

ପରାଜୟର ବି ଏକ ଗୌରବ ଅଛି!!

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ପୃଥିବୀରେ ଅନେକ ଯୁଦ୍ଧ ହୋଇଛି, ଯେଉଁଥିରେ ବିଜେତା ତୁଳନାରେ ପରାଜିତର ଗରିମା ଅଧିକ ଉଜ୍ଜଳ ଦିଶିଛି। ଏହାର ସବୁଠୁ ପ୍ରାଚୀନ ଉଦାହରଣ ଆମେ ପାଇବା ମହାକବି ବାଲ୍ମୀକିଙ୍କର ରାମାୟଣରୁ। ଯୁଦ୍ଧ କାଣ୍ଡର ୧୦୯ ଅଧ୍ୟାୟରେ ରାମ ରାବଣ ଯୁଦ୍ଧର…

ମରିବା ପୂର୍ବରୁ ନିଶ୍ଚୟ ଦେଖିବାକୁ ଥିବା ୧୦୦୧ଟି ସିନେମା ତାଲିକାରେ ନଥିବା ଆମର ସିନେମା

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ମୁଁ ଜୀବନରେ ଆଜି ଯାଏଁ କେତୋଟି ସିନେମା ଦେଖିଥିବି? ହଜାରେ କି ଦଶ ହଜାର କି ଆହୁରି ଅଧିକ। ମୁଁ ହାଇସ୍କୁଲ ପଢିଲା ବେଳୁ ସିନେମା ଦେଖି ଆସୁଛି ଓ ଗୋଟେ ସମୟରେ ଆମ ପାଇଁ ସିନେମା ଦେଖିବା ସବୁଠୁ ବଡ ବିଳାସର ଅଂଶ ବିଶେଷ ଥିଲା। ସିନେମା ପାଇଁ…

କବିତାକୁ ନେଇ ପ୍ରଦର୍ଶନ ଓ ପରିବେଷଣର ପରମ୍ପରା ପୁଣି ଥରେ ଫେରି ଆସିବା ଉଚିତ 

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ମୁଁ ଅନେକ ସମୟରେ ଭାବେ, ଆମର ପୁରାଣପଣ୍ଡାମାନେ ଯଦି ନଥାନ୍ତେ, ତାହେଲେ ବ୍ୟାସ ଓ ବାଲ୍ମୀକି ଆମର ହୋଇ ରହିଥାନ୍ତେ କି? ଆଜି ଯଦି ସାରଳା ଦାସ କି ଜଗନ୍ନାଥ ଦାସ ଆମ ଭିତରେ ବଞ୍ଚିକି ଅଛନ୍ତି, ତାର ଏକମାତ୍ର ଜୀବନୀଶକ୍ତି ଏହି ପୁରାଣପଣ୍ଡା ଓ…

ଉତ୍କଳ ସମ୍ମିଳନୀ ଓ ଭାରତୀୟ ଜାତୀୟତାର ପ୍ରଶ୍ନ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ୩୦ ଡିସେମ୍ବର ୧୯୦୩, ସମୟ ଦିନ ୧୧ ଘଣ୍ଟା, ସ୍ଥାନ - କଟକ ସହରର ଇଦଗା ପଡିଆ । ସମବେତ ଉତ୍କଳର ପ୍ରାୟ ପାଂଚ ଶହ ବିଶିଷ୍ଟ ନାଗରିକଂକ ଆଗରେ ସେଦିନ ଚାରୋଟି ସଂଗୀତ ଗାନ କରାଯାଇଥିଲା। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଆହୂତ ଏହି ପ୍ରଥମ…