Latest Odisha News

BREAKING NEWS

Browsing Category

ମିଶ୍ରରାଗ

କବିତା ପାଇଁ ନୋବେଲ ପୁରସ୍କାର, ହେଲେ କବିତା ପଢୁଥିବା ଲୋକ କାହାନ୍ତି??

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ସାହିତ୍ୟ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ଯେତେବେଳେ ଆମେରିକାର କବି ଲୁଇସ ଗ୍ଳୁକଙ୍କୁ ପ୍ରଦାନ କରାଯିବ ବୋଲି ଘୋଷଣା କରାଗଲା, ତାହା ଅନେକାଂଶରେ ଆଶ୍ଚର୍ଯ୍ୟଜନକ ଥିଲା। ପୃଥିବୀରେ କବିତା ଲେଖୁଥିବା ଲୋକଙ୍କ ସଂଖ୍ୟା ବଢୁଥିବା ବେଳେ କବିତା…

ଲେଖକର ପ୍ରତିବାଦ, ପ୍ରତିକ୍ରିୟା ଏବଂ କଳାଧର୍ମ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ସମାଜରେ ଘଟୁଥିବା ଘଟଣାସମ୍ପର୍କରେ ଖବର ପଢି, ତୁରନ୍ତ ତାର ପ୍ରତିକ୍ରିୟାରେ ଆମର ଲେଖକମାନେ କିଛି ଗୋଟାଏ ଲେଖି ପକାଉଛନ୍ତି। ଏ ପ୍ରକାର ପ୍ରତିକ୍ରିୟା ଉଚ୍ଚାଙ୍ଗ କଳା ବା କବିତା ପାଇଁ ଆବଶ୍ୟକ ନୁହେଁ ବୋଲି କେହି କେହି କହୁଛନ୍ତି। ତେବେ…

କବିତାରେ ଦେଶୀ ଛନ୍ଦ ଓ ଦୟଣା ପତ୍ରର ଗନ୍ଧ, କୁମାର ମହାନ୍ତିଙ୍କ “ଅନାମ ବାୟାର ଗୀତ”

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ମୁଁ ଜାଣିନି କିଏ ସେ ମୁଁ – ନାରୀ କି ପୁରୁଷ ଅବା ଅର୍ଦ୍ଧନାରୀଶ୍ଵର ? କେତେ ବା ବୟସ ମୋର ବାଳକ ଯୁବକ ଅବା ବୟୋବୃଦ୍ଧ ମୁହିଁ କିବା ମୋର ଶାରୀରିକ ସ୍ଥିତି ? ମୁଁ କିବା ଆକାଶ ପରି ଶୂନ୍ୟ ଏବଂ ଛଳନାରେ ନୀଳ? ଅନାମ ବାୟାର ଏ କବିତା।…

କପିଳା ବାତ୍ସାୟନ ଓ ଓଡିଶାର ସାଂସ୍କୃତିକ ଇତିହାସ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଏକ ପରିପୂର୍ଣ୍ଣ ଜୀବନ ବଞ୍ଚିବା ପରେ କପିଳା ବାତ୍ସାୟନ ଜଗତରୁ ବିଦାୟ ନେଇଛନ୍ତି। ୯୨ ବର୍ଷର ଦୀର୍ଘ ଜୀବନ ଓ ସାଧନାରେ ସେ ଭାରତ ଇତିହାସରେ ଅନେକ ନୂଆ ଅଧ୍ୟାୟ ଯୋଡିଛନ୍ତି। କେବଳ ଭାରତ ନୁହେଁ, ପୂରା ଏସିଆ ମହାଦେଶର ସାଂସ୍କୃତିକ ଇତିହାସରେ…

ଓଡିଆ କାହାଣୀକୁ ନେଇ ଓଡିଆ ସିନେମା ତିଆରି କରିବା ଆମେ ଭୁଲି ଯାଉଛୁ କାହିଁକି ??

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଗତ ସପ୍ତାହରେ ଓଡିଆ ସିନେମା ଜଗତର ଦୁଇ ଜଣ ମହାନ ଶିଳ୍ପୀ ଆମଠୁ ସବୁଦିନ ଲାଗି ବିଦାୟ ନେଇଛନ୍ତି- ଶାରଦା ପ୍ରସନ୍ନ ନାୟକ ଓ ଅଜିତ ଦାସ। ଓଡିଆ ସିନେମାରେ ଓଡିଆପଣ ଯଦି କେବେ ଥିଲା, ଏ ଦୁହେଁ ସେଇ ଓଡିଆପଣର ପ୍ରତିନିଧି। ଶାରଦା ପ୍ରସନ୍ନ ନାୟକ,…

ଘର ନଥିବା ଲୋକ ପାଇଁ “ଘରେ ରୁହନ୍ତୁ-ସୁସ୍ଥ ରୁହନ୍ତୁ”ର ସ୍ଲୋଗାନ!!

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଲକ ଡାଉନ ସମୟରେ ଜଣେ ସାମ୍ବାଦିକ ଭାବରେ ବହୁ ଜାଗା ବୁଲିଛି। ବହୁ ଲୋକଙ୍କୁ ଦେଖିଛି। ବହୁ ଯନ୍ତ୍ରଣା ଓ କଷଣକୁ ଅତି ପାଖରୁ ଦେଖି ଅସହାୟ ଭାବରେ ଠିଆ ହୋଇଛି। ରାଜରାସ୍ତାରେ ଶହ ଶହ କିଲୋମିଟର ଚାଲିବାର ସାହସ ରଖିଥିବା ମଣିଷ ପଟୁଆରକୁ ଦେଖି ଆଖି…

ସାହିତ୍ୟର ଲୋକତନ୍ତ୍ର

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ସାହିତ୍ୟ ହେଉଛି ପୃଥିବୀର ଚିରସ୍ଥାୟୀ ଲୋକତନ୍ତ୍ର – ଏମିତି ଏକ ଚମତ୍କାର ବକ୍ତବ୍ୟ ରଖିଥିଲେ ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ କବି ତଥା କଳା ସମୀକ୍ଷକ ଅଶୋକ ବାଜପାୟୀ । ସାହିତ୍ୟରେ ସବୁପ୍ରକାର ସ୍ୱର ଜାଗା ପାଇବେ । ସାହିତ୍ୟରେ କେହି ବି…

କବିତାର ଗଣିତ ଓ ଗଣିତର କବିତା

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଗଣିତ ଆଉ କବିତା ପରସ୍ପରର ବିରୋଧୀ ବୋଲି ଏକ ସାଧାରଣ ଧାରଣା ଆମର ରହିଛି । ଗଣିତ ମୂଳତଃ ଯୁକ୍ତି ଓ ଜ୍ଞାନ ସମ୍ମତ ହୋଇଥିବା ବେଳେ କବିତା ଭାବପ୍ରଧାନ ଓ କଳ୍ପନା ଆଧାରରେ ଗଢା ହୋଇଥାଏ ବୋଲି ଆମେ ଭାବୁ । ଉପରୁ ଦେଖିଲେ ଏ ଧାରଣା ଠିକ୍ ‌।…

ମୁଖାପିନ୍ଧା ଏ ସମୟର ଶୋକଗୀତ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ପ୍ରଖ୍ୟାତ ନାଟ୍ୟକାର ବର୍ତ୍ତୋଲ୍ଟ ବ୍ରେଖ୍ଟଙ୍କର ଏକ କବିତା ଅଛି, ଯାହାର ମର୍ମାନୁବାଦ କଲେ ଏମିତି ହେବ- 'ଅନ୍ଧକାର ସମୟରେ ବି ଗାଇ ହେବ କି ସଙ୍ଗୀତ ଅନ୍ଧକାର ସମୟରେ ଅନ୍ଧାରର ଗୀତ ହିଁ ଗାଇ ହେବ। ' ଏ କବିତାର ରଚନା କାଳ ୧୯୩୯।…

ମହାମାରୀ କାଳରେ ସମ୍ବିଧାନ ଓ ସ୍ଵାଧୀନତା

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ସ୍ଵାଧୀନତା ପାଇବା ସହିତ ଦେଶକୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ରଭାବରେ ଗଢିବାର ଉଦ୍ୟମ ଆରମ୍ଭ ହେଉଥିବା ସମୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଆମର ସମ୍ବିଧାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କହିବାକୁ ଯାଇଏକ ଚମତ୍କାର…