Latest Odisha News
Browsing Category

ଅନନ୍ୟ ଶଙ୍ଖକ୍ଷେତ୍ର

ନାଟ୍ୟ ମଣ୍ଡପର କଳା ଓ ସ୍ଥାପତ୍ୟ (୨)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ନାଟ୍ୟ ମଣ୍ଡପର ମଧ୍ୟ ଭାଗରେ ଥିବା ଷୋହଳଗୋଟି ସ୍ତମ୍ଭର ଚତୁଃପାଶ୍ୱର୍ରେ ଥିବା ଭାସ୍କର୍ଯ୍ୟ ତଥା ଚିତ୍ରଣର ବିବରଣୀ ନିମ୍ନରେ ପ୍ରଦାନ କରାଗଲା । ପ୍ରଦତ୍ତ ନକ୍ସାର ଅନୁସରଣ କଲେ ବିବରଣୀ ପ୍ରାଞ୍ଜଳ ଭାବେ ବୁଝିହେବ ।…

ନାଟ୍ୟ ମଣ୍ଡପର କଳା ଓ ସ୍ଥାପତ୍ୟ (୧)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ଶ୍ରୀମନ୍ଦିରର ନାଟ୍ୟ ମଣ୍ଡପ ବା ନାଟ୍ୟ ମନ୍ଦିରର କଳା ଓ ସ୍ଥାପତ୍ୟରେ ଅନେକ ବିଶେଷତ୍ୱ ରହିଛି । ପ୍ରାୟ ୮୦ଫୁଟ ଙ୍ଘ ୮୦ଫୁଟ ଭିତ୍ତିଭୂମି ଉପରେ ନିର୍ମିତ ଏହି ମଣ୍ଡପ ସାଧାରଣତଃ କଳିଙ୍ଗ ଶୈଳୀର ମନ୍ଦିରର ସ୍ଥାପତ୍ୟଠାରୁ…

ପାଟଅଗଣାର ଡାକ-୨

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ଶ୍ରୀମନ୍ଦିର ବାୟୂକୋଣରେ ପାଟ ଅଗଣାର ଏହି ଅଂଶ, ବିଶେଷ ଆକର୍ଷଣୀୟ । ଲକ୍ଷ୍ମୀ ମନ୍ଦିରଠାରୁ ଆନନ୍ଦ ବଜାର ପ୍ରବେଶପଥ ପର୍ଯ୍ୟନ୍ତ ବେଶ ପ୍ରଶସ୍ତ । ସବୁଠାରୁ ଆନନ୍ଦଦାୟକ । କେତେବେଳେ ଦିବ୍ୟଲୀଳାର ଅଙ୍ଗନ ବା କେତେବେଳେ…

ପାଟଅଗଣାର ଡାକ-୧

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ମହାପ୍ରଭୁଙ୍କ ଡୋରୀ ଲାଗିଲେ କାହିଁ କେଉଁ ପ୍ରାନ୍ତରୁ ଟାଣିହେଇ ଆସନ୍ତି ଭକ୍ତମାନେ । କରୁଣା ହେଲେ ଦର୍ଶନ ମିଳେ, ଦର୍ଶନ ନମିଳିଲେ ବି ଭାବବନ୍ଧନ ଅତୁଟ ରହେ । କିଏ ଗହଳି ଭିତରେ କାଳିଆ ସାଆନ୍ତଙ୍କ ଗୋଟିଏ ଆଖି ମାତ୍ର…

ଶ୍ରୀକ୍ଷେତ୍ରରେ ବାନାମ୍ବର ଉପାସନା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ଶ୍ରୀକ୍ଷେତ୍ରରେ ବୈଷ୍ଣବ, ଶାକ୍ତ, ଶୈବ, ସୌର ଓ ଗାଣପତ୍ୟାଦି ଉପାସନାର ସମନ୍ୱିତ ପରମ୍ପରା ଏକଧାରାରେ ପ୍ରଚଳିତ । ଶଙ୍ଖକ୍ଷେତ୍ର ନାମରେ ଚିହ୍ନିତ ବିଶାଳ ଅଞ୍ଚଳରେ ଏହି ସବୁ ଉପାସନାର ନିଦର୍ଶନ ସ୍ୱରୂପ ସମ୍ପୃକ୍ତ ଦେବ…

ଭୋଗ, ନୈବେଦ୍ୟ, ମଣୋହି

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ଶୀର୍ଷକ ଆଧାରିତ ତିନିଗୋଟି ଶବ୍ଦ ସମାର୍ଥବୋଧକ । ଭୋଗ ଲାଗେ, ନୈବେଦ୍ୟ ଅର୍ପଣ କରାଯାଏ ଓ ମଣୋହି- ଏକ ସମ୍ଭ୍ରାନ୍ତ ଶବ୍ଦ, ଯାହା ରାଜା ଦେବତା ପ୍ରଭୃତିଙ୍କ ଖାଦ୍ୟ ଗ୍ରହଣ ବିଧିକୁ ସୂଚାଇ ଥାଏ । ଶ୍ରୀମନ୍ଦିରରେ ଏହି…

ରୋଷଘର

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ମହାପ୍ରଭୁଙ୍କ ମହାପ୍ରସାଦ ଯେମିତି ମହାନନ୍ଦ, ମହାପ୍ରେମ, ମହାଭାବ, ମହାପବିତ୍ରତାର ସହିତ ମହିମାମୟ, ମହାପ୍ରସାଦ ପ୍ରସ୍ତୁତ ହେଉଥିବା ସ୍ଥାନ ବା ଶ୍ରୀମନ୍ଦିରର ରୋଷଘର ମଧ୍ୟ ସେହିଭଳି ଦିବ୍ୟତାର ପ୍ରତୀକ । ଶ୍ରୀମନ୍ଦିରରେ…

ଲକ୍ଷ୍ମୀ ମନ୍ଦିରର ନାଟ ମଣ୍ଡପ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ଶ୍ରୀମନ୍ଦିରର ଅନ୍ୟତମ ନିର୍ମାତା ଚୋଡ଼ଗଙ୍ଗଦେବଙ୍କ ଶାସନ କାଳ ଦ୍ୱାଦଶ ଶତାବ୍ଦୀରେ ଶ୍ରୀକ୍ଷେତ୍ରକୁ ଆସିଥିଲେ ମହାନ୍ ସନ୍ଥ, ଶ୍ରୀବୈଷ୍ଣବ ଧର୍ମର ଅନ୍ୟତମ ପ୍ରବର୍ତ୍ତକ ତଥା ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ…

ଶ୍ରୀମନ୍ଦିରରେ ମହାଦୀପ ସେବା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ପ୍ରତି ଏକାଦଶୀ ଦିନ ସନ୍ଧ୍ୟା ଧୂପ ବସିବା ପରେ ଚୂନରା ସେବକମାନେ ସାଙ୍ଗରେ ମହାଦୀପ ଜାଳିବା ପାଇଁ ତାଡ଼, ଘିଅ ଓ ବଳିତା ଇତ୍ୟାଦି ନେଇ ଶ୍ରୀମନ୍ଦିର ଚୂଡ଼ାକୁ ଉଠିଥାଆନ୍ତି । ଅଁଳା ବେଢ଼ା ଉପରେ ଦଧିନଉତି ପାଶ୍ୱର୍ରେ ମହାଦୀପ…

ନୀଳଚକ୍ର ଓ ପତିତପାବନ ବାନା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ବୈଷ୍ଣବୀୟ ଭାବଧାରାର ମନ୍ଦିର ଶିଖରରେ ରହିଥାଏ ଚକ୍ର । ଏହା ଶ୍ରୀବିଷ୍ଣୁଙ୍କ ଆୟୂଧ ସୁଦର୍ଶନ ଚକ୍ରର ପ୍ରତିରୂପ ବୋଲି ବିଶ୍ୱାସ କରାଯାଏ । ସେହିଭଳି ଶୈବ ମନ୍ଦିରରେ ଶିବଙ୍କ ଆୟୁଧ ତ୍ରିଶୂଳ ରହିଥାଏ । ଶ୍ରୀମନ୍ଦିର…