Latest Odisha News
Browsing Category

ଅନନ୍ୟ ଶଙ୍ଖକ୍ଷେତ୍ର

ମହାପ୍ରଭୁଙ୍କ ପ୍ରାବୃଟ ରାସର ଐତିହ୍ୟ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ବୈଷ୍ଣବୀୟ ପରମ୍ପରାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପାଇଁ ବର୍ଷ ମଧ୍ୟରେ କେତେଗୋଟି ଯାତ୍ରା ବା ଉତ୍ସବ ପାଳନ କରାଯାଇଥାଏ । ସେଗୁଡ଼ିକ ହେଲା ବୈଖାଖ ମାସରେ ବା ଗ୍ରୀଷ୍ମ ଋତୁରେ ଚନ୍ଦନ ଯାତ୍ରା, ଶ୍ରାବଣ ମାସ ବା ବର୍ଷା ଋତୁରେ…

ଅନନ୍ୟ ଶଙ୍ଖକ୍ଷେତ୍ର

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ " ଅନନ୍ୟ ଶଙ୍ଖକ୍ଷେତ୍ର " ବିଷ୍ଣୁ ଧର୍ମୋତ୍ତର ପୁରାଣ ଅନୁସାରେ ମହାବିଷ୍ଣୁଙ୍କର ଚାରି ହାତରେ ରହିଥିବା ଚାରି ଆୟୁଧ ଯଥା ଶଙ୍ଖ, ଚକ୍ର, ଗଦା, ପଦ୍ମକୁ ନେଇ ପବିତ୍ର ଓଡ଼ିଶା ମାଟିର ଚାରିଗୋଟି ସ୍ଥାନର ମହତ୍ୱ ସୃଷ୍ଟି ହୋଇଛି । ସେଥି ମଧ୍ୟରୁ…

ପୁରୀର ଲୋକଭାଷା ଓ ସଂସ୍କୃତି

ଗୋଟିଏ ନିର୍ଦ୍ଦିଷ୍ଟ ଜନପଦର ଲୋକଙ୍କ ଚାହାଣି ,ଚଳଣି, ଚମକ ମାଧ୍ୟମରେ ସଂପୃକ୍ତ ଅଞ୍ଚଳର ଭାଷା ଓ ସଂସ୍କୃତିର ବିକାଶ ହୋଇଥାଏ । ଏହି ଚାହାଣୀର ଅର୍ଥ ଦୃଷ୍ଟିଭଙ୍ଗୀ ବା ମାନସିକତା,ଚଳଣୀ-ଜୀବନଶୈଳୀ ଏବଂ ଚମକର ଅର୍ଥ ଅନ୍ୟକୁ ପ୍ରଭାବିତ କଲା ଭଳି ଗୁଣ । ଭାଷା ସଂସ୍କୃତିର ମୂଳ ଆଧାର । ଲୋକଙ୍କ…

ଅନନ୍ୟ ଶଙ୍ଖକ୍ଷେତ୍ର : ମହାନାଟକ ଓ ତା’ର ଶେଷଦୃଶ୍ୟ

ଶ୍ରୀକ୍ଷେତ୍ରରେ ଅକ୍ଷୟ ତୃତୀୟାଠାରୁ ଆରମ୍ଭ କରି ରଥଯାତ୍ରା ଲଗାଏତ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଅବଧିରେ ରଚିତ ରଙ୍ଗରସଭରା ଲୀଳାକୁ ମହାପ୍ରଭୁଙ୍କ ମହାନାଟକ କହିବାନି ତ ଆଉ କ’ଣ ! ଏଥିରେ ସେ ହିଁ ଅଭିନେତା ଆଉ ନିର୍ଦ୍ଦେଶକ ମଧ୍ୟ ସେ ନିଜେ । ତାଙ୍କଠାରୁ ଆଜ୍ଞାମାଳ ଆସି ସବୁ କାର୍ଯ୍ୟର ଭିଆଣ…