Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ କରୋନା

ଭୁବନେଶ୍ୱର: ଓଡିଶାର ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। "ସେ ଏବେ ହୋମ୍ ଆଇସୋଲେସନରେ ଅଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟ ବସ୍ଥା ସ୍ଥିର ରହିଛି" ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ମନ୍ତ୍ରୀ। ନିକଟ ଅତୀତରେ ତାଙ୍କ ସହ…

୨୪ ଘଣ୍ଟାରେ ରାଜ୍ୟରେ ୧୪ କରୋନା ଆକ୍ରାନ୍ତ ମୃତ, ଛଅ ଶହ ଟପିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ମାଡୁଛି ଓ ମାରୁଛି ମହାମାରୀ । ଗତ ୨୪ ଘଣ୍ଟାରେ ଆଉ ୧୪ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଚିକିତ୍ସାଧୀନ ଅବସ୍ଥାରେ ୭ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୫ ଜଣ ମହିଳା ଓ ୯ ଜଣ ପୁରୁଷ । 3.A 74 year old female of…

ଏଣିକି ସ୍ୱାବ୍ ଦେବା ଦିନଠୁ ୧୦ ଦିନ ହୋମ୍ ଆଇସୋଲେସନ୍

ଭୁବନେଶ୍ୱର: କୋଭିଡ ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏଣିକି କୋଭିଡ୍ ଟେଷ୍ଟ ପାଇଁ ସ୍ୱାବ ଦେବା ଦିନଠାରୁ ୧୦ ଦିନ ହୋମ୍ ଆଇସୋଲେସନରେ ରହିବାକୁ ପଡିବ । ଏନେଇ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ…

ରାଜ୍ୟରେ ଅଣାୟତ୍ତ କରୋନା: ଗୋଟିଏ ଦିନରେ ୪ ହଜାର ସଂକ୍ରମିତ ଚିହ୍ନଟ !

ଭୁବନେଶ୍ୱର: ରାଜ୍ୟରେ କରାଳ ରୂପ ନେଲାଣି କରୋନା ଭୂତାଣୁ। କିଛି ଦିନ ହେବ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପୁଛି। ଆଜି ଏହି ସଂଖ୍ୟା ୪ ହାଜର ପାଖାପାଖି ପହଞ୍ଚିଛି। ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ଆଉ ୩ ହଜାର ୯ ଶହ ୯୬ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୩୫୯ ଓ…

ରାଜ୍ୟରେ ଗୋଟିଏ ଦିନରେ ୫୦ ହଜାରରୁ ଉର୍ଦ୍ଧ୍ବ କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୦,୦୪୪ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୪୨,୫୧୧ ଜଣଙ୍କର ଆଣ୍ଟିଜେନ, ୭୩୪୫ ଟି ଆରଟିପିସିଆର୍ ଓ ୧୮୮ ଟି ଟ୍ରୁନଟ୍‌ ପରୀକ୍ଷା…

ଉପରମୁଁହା ମୃତ୍ୟୁର ମିଟର: ୨୪ ଘଣ୍ଟାରେ ଯାଇଛି ୧୨୦୯ ମୁଣ୍ଡ, ମୋଟ ସଂଖ୍ୟା ୭୬ ହଜାର ପାର୍

ନୂଆଦିଲ୍ଲୀ: ହୁ ହୁ ହୋଇ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ, ସୃଷ୍ଟି ହେଉଛି ନୂଆ ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୩୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୭୦୬ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୭୦୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୨୭୦୬ ଜଣଙ୍କ ମଧ୍ୟରୁ ୪୧୧ ଜଣ କଟକରୁ, ୩୫୪ ଜଣ ଖୋର୍ଦ୍ଧା, ୨୩୩ ଜଣ ମୟୁରଭଞ୍ଜରୁ, ୧୭୩ ଜଣ ଗଞ୍ଜାମରୁ,…

୧୪ରୁ ଆରମ୍ଭ ହେବ DL ସ୍କିଲ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୧୪ରୁ ଆରମ୍ଭ ହେବ ଡିଏଲ୍ ସ୍କିଲ ଟେଷ୍ଟିଂ । ୧୪ ତାରିଖରେ ଦିନ ୧୧ଟାରୁ ସ୍ଲଟ ବୁକିଂ ହେବ ଏବଂ ରାତି ୧୦ ଯାଏଁ ସ୍ଲଟ ବୁକିଂ କରିପାରିବେ ଆବେଦନକାରୀ । ତେବେ ତା’ପରଦିନ ଠାରୁ ସକାଳ ୭ରୁ ରାତି ୧୦ ଯାଏଁ ଡିଏଲ୍ ପରୀକ୍ଷା ପାଇଁ ଅନ୍‌ଲାଇନ୍ ସ୍ଲଟ ବୁକିଂ କରିହେବ । ଏନେଇ…

ଭୁବନେଶ୍ୱରରେ ଆଜି ୪୬୦ ପଜିଟିଭ, ୪୦୫ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୪୬୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୮୫ ଜଣ…

ଋଣ କିସ୍ତି ଆଦାୟ ଅବଧି ୨ ମାସକୁ ବୃଦ୍ଧି

ନୂଆଦିଲ୍ଲୀ: ୨ ମାସ ପାଇଁ ପାଇଁ ବଢ଼ିଲା ଲୋନ୍ ମେରାଟରିୟମ ଅବଧି । କୋଭିଡ୍‌-୧୯ ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଋଣକିସ୍ତି ପ୍ରଦାନକୁ ଆସନ୍ତା ୨ମାସ ପାଇଁ ସ୍ଥଗିତ ରଖିଛନ୍ତି ସୁପ୍ରିମ୍‌ କୋର୍ଟ।  ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏ…