Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଗୋଟିଏ ଦିନରେ ରାଜ୍ୟରେ ୩୭୦୦ ଟପିଲା କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କରାଳ ରୂପ ନେଲାଣି କରୋନା ଭୂତାଣୁ। କିଛି ଦିନ ହେବ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପୁଛି। ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ଆଉ ୩ ହଜାର ୭ ଶହ ୪୮ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୨୧୦ ଓ ଲୋକାଲ୍ କଣ୍ଟାକ୍ଟ କେସ ରହିଛି ୧୫୩୮ । ଖୋର୍ଦ୍ଧା…

ଗୁଡ୍ ନିଉଜ୍: ଦେଶରେ ଯେତିକି, ଓଡ଼ିଶାରେ କୋଭିଡ୍ ସୁସ୍ଥହାର ସେତିକି

ଭୁବନେଶ୍ୱର: କରୋନାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ । ମହାମାରୀ ମହାସଂକଟ ଠିଆ କରିଛି । କରୋନା କାଳରେ ଆଶ୍ୱସ୍ତିକର ଖବର ସାମନାକୁ ଆସିଛି । ହାରୁଛି କରୋନା । ଦେଶ ଓ ରାଜ୍ୟରେ ବଢୁଛି ସୁସ୍ଥଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଦେଶ ଓ ରାଜ୍ୟରେ ୭୭.୭୭% ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି ।…

କୋଭିଡ୍-୧୯ ଟିକାର କ୍ରିନିକାଲ୍ ଟ୍ରାଏଲକୁ ସ୍ଥଗିତ ରଖିଲା ଆଷ୍ଟ୍ରାଜେନିକା

ଲଣ୍ଡନ: କରୋନା ଟିକା ନେଇ ସାରା ବିଶ୍ୱରେ ଆଶା ସଞ୍ଚାର ବେଳେ ନିରୁତ୍ସାହିତ କଲା ଭଳି ଖବର ଆସିଛି ଲଣ୍ଡନରୁ । ବ୍ରିଟେନର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଆଷ୍ଟ୍ରାଜେନିକା କୋଭିଡ୍ ଟିକାର କ୍ଲିନିକାଲ୍ ଟ୍ରାଏଲକୁ ସ୍ଥଗିତ ରଖିବା ନେଇ ଘୋଷଣା କରିଛି । କାରଣ ହେଉଛି ଜଣେ ସ୍ୱେଚ୍ଛାସେବୀଙ୍କ ପାଖରେ…

ଦେଶରେ ୨୪ ଘଣ୍ଟାରେ ୯୦ ହଜାର ପାଖାପାଖି ସଂକ୍ରମିତ ଚିହ୍ନଟ, ଯାଇଛି ୧୧ ଶହରୁ ଉର୍ଦ୍ଧ୍ବ ମୁଣ୍ଡ

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୩୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର ମିଟର ।…

ରାଜ୍ୟରେ ୨୪ ଘଣ୍ଟାରେ ହୋଇଛି ୪୧ ହଜାରରୁ ଉର୍ଦ୍ଧ୍ବ କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୧ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୧,୫୯୫ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୩୫,୩୬୮ ଜଣଙ୍କର ଆଣ୍ଟିଜେନ, ୬୦୪୭ ଟି ଆରଟିପିସିଆର୍ ଓ ୧୮୦ ଟି ଟ୍ରୁନଟ୍‌ ପରୀକ୍ଷା…

କରୋନା ସଂକ୍ରମଣରେ ପୋଲିସ ବାବୁଙ୍କ ମୃତ୍ୟୁ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ବଡମାଳ ଥାନା ସବ-ଇନ୍ସପେକ୍ଟର ରାଜ କିଶୋର ସମଦଙ୍କର ମଙ୍ଗଳବାର ଦିନ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ସୂଚନା ଅନୁଯାୟୀ, କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଗତ ୧୫ ଦିନ ପୂର୍ବରୁ କୋଭିଡ ଡାକ୍ତରଖାନାରେ…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୭୮୭ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୭୮୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୨୭୮୭ ଜଣଙ୍କ ମଧ୍ୟରୁ ୧୧୪୫ ଜଣ ଖୋର୍ଦ୍ଧା, ୨୩୦ ଜଣ କଟକରୁ, ୧୯୨ ଜଣ ପୁରୀରୁ, ୧୫୩ ଜଣ ମୟୁରଭଞ୍ଜରୁ,…

ଭୁବନେଶ୍ୱରରେ ୧୪ ହଜାର ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୭୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଆକ୍ରାନ୍ତଙ୍କ ମଧ୍ୟରେ ୧୪୫ ଜଣ…

‘ଲକ୍ଷଣଯୁକ୍ତ ନେଗେଟିଭ ବ୍ୟକ୍ତିିଙ୍କ ଆର୍‌ଟିପିସିଆର୍ ଟେଷ୍ଟ ଆବଶ୍ୟକ’

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା । ଦିନକୁ ଦିନ ମହାମାରୀ ଉଗ୍ର ରୂପ ଧାରଣ କରୁଛି । ଏହାରି ଭିତରେ ସଠିକ୍ ଟ୍ରେସିଂ ଏବଂ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଆଜିର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଶୀଘ୍ର ରେଜଲ୍ଟ…

ଗଞ୍ଜାମରେ ‘ଅକ୍ସିଜେନ୍ ଚେକିଂ କ୍ୟାମ୍ପେନ୍’ ଆରମ୍ଭ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକରେ ମଙ୍ଗଳବାର ଦିନ 'ଅକ୍ସିଜେନ୍ ଚେକିଂ କ୍ୟାମ୍ପେନ୍' ଆରମ୍ଭ ହୋଇଛି। ଏହି ଅଭିଯାନ ସେପ୍ଟେମ୍ବର ୧୪ ଯାଏଁ ଚାଲିବ। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ସେ ଆଜି ହିଞ୍ଜିଳି ଏବଂ ଶେରଗଡା ବ୍ଲକ ଗସ୍ତରେ ଯାଇ ଏହା ଉପରେ…