Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଭୁବନେଶ୍ୱରରେ ପ୍ରତିଦିନ ହେବ ୨୦୦୦ କୋଭିଡ ଟେଷ୍ଟ !

ଭୁବନେଶ୍ୱର: ରାଜଧାନୀରେ ହୁହୁ ହୋଇ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାର ମୁକାବିଲା ନିମନ୍ତେ ରାଜଧାନୀ ସମେତ ୪ ଟି ଜିଲ୍ଲାରେ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଅବଧି ମଧ୍ୟରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଦିନକୁ ପ୍ରାୟ ୨୦୦୦ କୋଭିଡ…

ମଧ୍ୟପ୍ରଦେଶରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ କରୋନା

ଭୋପାଳ: ମଧ୍ୟପ୍ରଦେଶ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଅରବିନ୍ଦ ଭଦୋରିଆଙ୍କୁ କରୋନା । ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ତାଙ୍କୁ ଭୋପାଳ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅରବିନ୍ଦ ଭଦୋରିଆଙ୍କ ପାଖରେ କରୋନା ସଂକ୍ରମଣର କୌଣସି ଲକ୍ଷଣ ନଥିଲା ।…

ଏସ୍‌ସିବି ପରେ ରାଉରକେଲାରେ ଖୋଲିବ ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ଏସ୍‌ସିବି ପରେ ରାଉରକେଲାରେ ଖୋଲିବ ପ୍ଳାଜମା ବ୍ୟାଙ୍କ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଘୋଷଣା କରିଛନ୍ତି । କୋଭିଡ ରୋଗର ଚିକିତ୍ସାରେ ପ୍ଲାଜ୍‌ମା ଥେରାପି ସଫଳତାର ସହ କାମ କରୁଛି।  କଟକ SCB ପରେ ଏବେ ପଶ୍ଚିମ ଓଡିଶା ପାଇଁ…

କରୋନା ମୁକାବିଲା ପାଇଁ ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାକୁ ମିଳିବ ୧୦ କୋଟି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଗିଡିବାରେ ଲାଗିଛି କରୋନା ସ୍ଥିତି । ତେଣୁ ଏହାର ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଅଶଉ ଦୁଇ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି । ସୁନ୍ଦରଗଡ ଓ ଯାଜପୁର ଜିଲ୍ଲା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ଥିତି…

୨୦୨୦-୨୧ ବଜେଟ ବ୍ୟୟବରାଦର ହେବ ପୁନଃବିଚାର

ଭୁବନେଶ୍ୱର: ୨୦୨୦-୨୧ ପାଇଁ ହୋଇଥିବା ବ୍ୟୟବରାଦ ଉପରେ ପୁଣି ଥରେ ଅନୁଧ୍ୟାନ କରିବେ ରାଜ୍ୟ ସରକାର ।  ମହାମାରୀ ମୁକାବିଲା କ୍ଷେତ୍ରରେ ହେଉଥିବା ଖର୍ଚ୍ଚକୁ ଦୃଷ୍ଟିରେ ରଖି ମନ୍ତ୍ରୀ ପରିଷଦ ବୈଠକରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ମୁକାବିଲା ଖର୍ଚ୍ଚକୁ ଦୃଷ୍ଟିରେ ରଖି କାମ୍ପା ଓ…

ସୁସ୍ଥ ହେଲେ ଆଉ ୪୪୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆକ୍ରାନ୍ତ ତୁଳନାରେ ବଢ଼ୁଛି ସୁସ୍ଥ ହାର । ଆଜି ପୁଣି ରାଜ୍ୟରୁ ଆଉ ୪୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୩,୭୪୯କୁ ବୃଦ୍ଧି ପାଇଛି । ତେବେ ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ…

୩୧ ଯାଏଁ ବରଗଡର ଅଧିକାଂଶ ଅଂଚଳ ସଟଡାଉନ୍‌

ବରଗଡ: ବରଗଡ଼ ଜିଲ୍ଲାର ଏକାଧିକ ଅଂଚଳ ଜୁଲାଇ ୨୩ ଠାରୁ ୩୧ ଯାଏଁ ସଟଡାଉନ ରହିବ । କରୋନା ଭାଇରସ ବୃଦ୍ଧି ଆଶଙ୍କାରେ ବରଗଡ଼ ଜିଲ୍ଲାର ଏକାଧିକ ଅଂଚଳ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନ ବରଗଡ଼ ସବଡିଭିଜନ, ସୋହେଲା ବ୍ଳକ, ବିଜେପୁର ବ୍ଲକ, ବିଜେପୁର…

ପୁରୀରେ କୋଭିଡ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର

ପୁରୀ: କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆଜି ପୁରୀ ଜିଲ୍ଲାର କୋଭିଡ ପରିସ୍ଥିତିର ସମୀକ୍ଷା ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲାରେ କରୋନା ମୁକାବିଲା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସେ…

ଝାରସୁଗୁଡା ଜିଲ୍ଲାକୁ ପ୍ରବେଶ ମନା

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାକୁ ପ୍ରବେଶ ମନା । ବାହାର ଲୋକଙ୍କ ପ୍ରବେଶ ଉପରେ ଲାଗିଲା କଟକଣା । ୭ଟି ଜିଲ୍ଲା ଓ ଗୋଟିଏ ସବ୍‌ଡିଭିଜନର ଲୋକଙ୍କୁ ଏହି ଜିଲ୍ଲାରେ ପ୍ରବଶେ ଉପରେ ରୋକ ଲାଗାଯାଇଛି । ୭ଜିଲ୍ଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ବାଲେଶ୍ୱର, ଭଦ୍ରକ, ଯାଜପୁର । ସୁନ୍ଦରଗଡ଼ର…

ସିଲଭର ସିଟିରେ ବଢ଼ୁଛି ସଂକ୍ରମଣ, ଆଉ ୫୪ ପଜିଟିଭ

କଟକ: ରାଜ୍ୟରେ ଉପର ମୁହାଁ ରହିଛି କରୋନା । ପ୍ରତିଦିନ ବଢ଼ୁଛି ସଂକ୍ରମିତ ସଂଖ୍ୟା । ଏହାରି ଭିତରେ ଆଜି ସିଲଭର ସିଟି କଟକରୁ ଆଉ ୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧ ଜଣ ସରକାରୀ ସଙ୍ଗରୋଧର ଥିବା ବେଳେ ୪୧ ଜଣ ହୋମ୍ କ୍ୱାରେଂଟିନ୍‌ର ଅଛନ୍ତି । ସେହିପରି ୨ଟି ସ୍ଥାନୀୟ ସଂକ୍ରମିତ ଚିହ୍ନଟ…