Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ବାହାଘରରେ ନିୟମ ଉଲ୍ଲଙ୍ଘନ ପଡିଲା ମହଙ୍ଗା: ଦୁଇ ପକ୍ଷ ନାଁରେ ମାମଲା ରୁଜୁ

ଗଞ୍ଜାମ: ବିନା ମାସ୍କରେ ବାହାଘରରେ ନାଚିବା ଏବଂ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରିବା ପଡିଲା ମହଙ୍ଗା । ବରପକ୍ଷ ଓ କନ୍ୟାପକ୍ଷ ନାଁରେ ଥାନାରେ ରୁଜୁ ହେଲା ଦୁଇଟି ମାମଲା । ବ୍ରହ୍ମପୁରର ଜଣେ ବଡ ବ୍ୟସାୟୀୟଙ୍କ ପୁଅ ବାହାଘରରେ କୋଭିଡ ନିୟମ ଉଲ୍ଲଂଘନ କରାଯାଇଥିବାର ଭିଡିଓ ଭାଇରାଲ ହେବା ପରେ…

ଭୁବନେଶ୍ୱରରେ ଆଉ ୪୫ ପଜିଟିଭ ଚିହ୍ନଟ, ୩୧ ସୁସ୍ଥ

ଭୁବନେଶ୍ୱର: ଆଜି ଭୁବନେଶ୍ୱରୁ ପୁଣି ପଜିଟିଭ ବାହାରିଛନ୍ତି । ଗୋଟିଏ ଦିନରେ ସର୍ବାଧିକ ୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୭ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୮ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିପରି ୩୧ଜଣ ସୁସ୍ଥ ହୋଇଛନ୍ତି। ଚିହ୍ନଟ ହୋଇଥିବା…

ବୁର୍ଲାର ବିଭିନ୍ନ ଅଂଚଳରେ ୧୪୪ ଧାରା ଜାରି

ବୁର୍ଲା: ବୁର୍ଲାରେ ଜାରି ହେଲା ୧୪୪ ଧାରା । କରୋନାର ଲୋକାଲ କେସ୍ ଜଣାପଡିବା ପରେ ବୁର୍ଲାର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ବୁର୍ଲାର ଆର୍ କଲୋନୀ, ଚିପିଲିମା, ପିସି ବ୍ରିଜରୁ ଫାଣ୍ଡି ଛକ, କିର୍ବା, ପାଣି ଟାଙ୍କି ପଡା, ବସନ୍ତ ବିହାର ଏସବୁ ଅଂଚଳରେ ୧୪୪…

ବଢ଼ିଲା ଆୟକର ରିଟର୍ଣ୍ଣ ଅବଧି

ନୂଆଦିଲ୍ଲୀ: ପୁଣି ବୃଦ୍ଧି ପାଇଲା ଆୟକର ରିଟର୍ଣ୍ଣ ଅବଧି । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ଆୟକର ବିଭାଗ । କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ସମୟ ବୃଦ୍ଧି ପାଇଛି । ଏଥିସହ ୨୦୧୯-୨୦…

ଏ ବର୍ଷ ଶୁଭିବନି କାଉଡିଆଙ୍କ ବୋଲବମ ଡାକ, ଲାଗିଲା କଟକଣା

ଭୁବନେଶ୍ୱର: ଚଳିତ ବର୍ଷ ବନ୍ଦ ରହିବ ବୋଲବମ ଯାତ୍ରା । ଆଉ ଶୁଭିବନି କାଉଡିଆଙ୍କ ବୋଲବମ ଡାକ । ବୋଲବମ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ସରକାର । ମହାକାରୀ କରୋନାର ପ୍ରକୋପ ଦେଖି ଏଭଳି ନିଷ୍ପତି ନିଆଯାଇଛି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା…

ଭିସୁଟର ୪ କର୍ମଚାରୀ କରୋନା ପଜିଟିଭ

ସମ୍ବଲପୁର: ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ)ର ଆଉ ଚାରିଜଣ କର୍ମଚାରୀ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭିସୁଟର ସୂଚନା ଅନୁଯାୟୀ, ଜଣେ ଅଧ୍ୟାପିକାଙ୍କ ସ୍ୱାମୀ କରୋନା ସଂକ୍ରମିତ ହେବା ପରେ ପ୍ରାୟ ୬୦ ଜଣ କର୍ମଚାରୀଙ୍କ ସ୍ବାବ ନମୁନା ପରୀକ୍ଷା…

ଜୁଲାଇ ୮ ଯାଏଁ କଟକ ସଟଡାଉନ୍‌

କଟକ: ଆସନ୍ତା ଜୁଲାଇ ୮ ତାରିଖ ଯାଏଁ ସଟଡାଉନ୍ ରହିବ କଟକ ସହ । ବଢ଼ୁଥିବା କରୋନା ସଂକମ୍ରିତଙ୍କ ସଂଖ୍ୟାକୁ ଦେଖି ସିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଜୁଲାଇ ୮ ତାରିଖ ରାତି ୧୨ ଟା ଯାଏଁ କଟକ ସହର ସଟ୍‌ଡାଉନ୍ ରହିବ । କେବଳ ସଉଦା, କ୍ଷୀର ଓ ପରିବା ଦୋକାନ ଖୋଲା ରହିବ । ସକାଳ…

ପିନ୍ଧିଲେନି ମାସ୍କ, କୋଭିଡ୍ କଟକଣାକୁ ନ’ମାନି ନିର୍ଧୂମ୍‌ ନାଚିଲେ ବର !

ବ୍ରହ୍ମପୁର:  ବାଜା ରୋଷଣିରେ ଫାଟି ପଡ଼ୁଥିଲା ରାସ୍ତା। ବର ପଟୁଆରରେ ଯାଉଥିବା ବେଳେ ଡିଜେରେ କମ୍ପୁଥିଲା ସମଗ୍ର ଅଞ୍ଚଳ। ଡିଜେ ତାଳରେ ବର ଓ ବରଯାତ୍ରୀ ବି ନାଚରେ ମସଗୁଲ ହୋଇଯାଇଥିଲେ। ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା। ବ୍ରହ୍ମପୁରର ଏକ ବଡ଼ ହୋଟେଲ ମାଲିକଙ୍କ ପୁଅ ବାହାଘରରେ…

କରୋନା ମୁକାବିଲା: ଗଂଜାମ ଗଲେ ୬ ଓଏଏସ୍‌

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ୬ ଓଏଏସ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି । ୬ ଓଏସ ହେଲେ ସୁଧାକର ନାୟକ, ପଦ୍ମନାଭ ବେହେରା, ଲୋକନାଥ ଦଳବେହେରା, ଶକ୍ତିକାନ୍ତ ରାୟ, ଚିତ୍ତରଞ୍ଜନ ମହାନ୍ତ ଓ ସୁରେନ୍ଦ୍ର କୁମାର ସାମଲ । ଦୁଇ ଆଇଏଏସଙ୍କ ସମତେ ଏହି ୬ଜଣ ଓଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି…

କଟକରେ ଚିହ୍ନଟ ନୂଆ କରୋନା ପଜିଟିଭଙ୍କ ସମ୍ପର୍କରେ ଜାଣନ୍ତୁ

କଟକ: ଗତ ୨୪ ଘଣ୍ଟା ମଧ୍ୟରେ ସହରରେ ପ୍ରାୟ ୧୧ଟି ନୂଆ କୋଭିଡ-୧୯ ମାମଲା ଚିହ୍ନଟ ହୋଇଥିବା ନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ସୂଚନା ମିଳିଛି। ସିଏମସିର ଟୁଇଟ୍ ଅନୁଯାୟୀ, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ରୋଗୀ ଏବଂ ଆଟେଣ୍ଡାଣ୍ଟଙ୍କୁ ମିଶାଇ ପାଞ୍ଚ ଏବଂ ବାକି ୬ଟି ମାମଲା…