Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ବିନା ଅନୁମତିରେ ବିବାହ କରାଇଲେ ବନ୍ଧା ହେବେ ପୁରୋହିତ

ଗଞ୍ଜାମ: ବିନା ଅନୁମତିରେ ବିବାହ କରାଇଲେ ବନ୍ଧା ହେବେ ପୁରୋହିତ । କେବଳ ସେତିକି ନୁହେଁ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହେବ । ଆଜି ଟ୍ୱିଟ୍ କରି ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ଗଂଜମା ଜିଲ୍ଲା ପ୍ରଶାସନ । ସେ କହିଛନ୍ତି ଯେ, ସବ୍‌ଡିଭିଜନାଲ୍ ମାଜିଷ୍ଟ୍ରେଟ୍‌ଙ୍କ ଠାରୁ ଅନୁମତି…

ଆସନ୍ତା ୩ ତାରିଖରୁ ୫ ଯାଏଁ ମାଲକାନଗିରି ସଟଡାଉନ୍

ମାଲକାନଗିରି: ମାଲକାନଗିରିରେ ହେବ ଦୁଇ ଦିନିଆ ସଟଡାଉନ୍ । ଏନେଇ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଆସନ୍ତା ୩ ତାରିଖ ରାତି ୮ଟାରୁ ୫ ତାରିଖ ରାତି ୧୨ଟା ଯାଏଁ ମାଲକାନଗିରି ସଟଡାଉନ୍ ହେବ । ଏନେଇ ଆଜି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଘୋଷଣା କରିଛନ୍ତି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ…

ସୁସ୍ଥ ହେଲେ ଆଉ ୧୬୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ବୁଧବାର ରାଜ୍ୟରେ ଆଉ ୧୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୩୫୩ରେ ପହଁଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । The total recovered cases…

କଟକ ସହରରୁ ୭ କରୋନା ପଜିଟିଭ ଚିହ୍ନଟ

କଟକ: ଆଜି କଟକ ଜିଲ୍ଲାରୁ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ କଟକ ମହାନଗର ନିଗମର ବୋଲି ସିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି । ଚିହ୍ନଟ ହୋଇଥିବା ସମସ୍ତ ୭ଟି କେସ୍ ଲୋକାଲ କଣ୍ଟାକ୍ଟ ବୋଲି ସୂଚନା ମିଳିଛି । ୭ ଜଣଙ୍କ ମଧ୍ୟରୁ ୬ଜଣ ଆଚାର୍ଯ୍ୟ ହରିହର…

ରାଜଧାନୀର ବସ୍ତିରେ ବଢୁଛି ସଂକ୍ରମଣ, ଆଜି ୨ ନୂଆ ବସ୍ତିରୁ ୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ବିଏମସିର ଚିନ୍ତା ବଢାଇଲାଣି ବସ୍ତି ସଂକ୍ରମଣ । ଆଜି ଭୁବନେଶ୍ୱରରେ ୧୨ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବିଏମସି ସୂଚନା ଦେଇଛି । ଏଥିରୁ ୮ଜଣ ସ୍ଥାନୀୟ ସଂକ୍ରମଣ ଏବଂ ୪ଜଣ ଗୃହ ସଙ୍ଗରୋଧ କେନ୍ଦ୍ରର । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ରାଜଧାନୀର ବସ୍ତି ସଂକ୍ରମଣରେ…

ମାନିଲେନି ନିୟମ: ବନ୍ଦ ହେଲା ଜିମ୍‌, ଶ୍ରୀଲେଦର, ପଣ୍ଡା, ମାକ୍ସ ଦେଲେ ଫାଇନ୍‌

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ସରକାରଙ୍କ ନୂଆ ଗାଇଡଲାଇନ୍ । ଆଉ ପ୍ରଥମ ଦିନରେ ହିଁ କଡାକଡି ହୋଇଛି ଯାଂଚ୍ । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀର ଅଲଟାଇମ୍ ଫିଟନେଓ ଜିମକୁ ସିଲ କରିଛି ବିଏମସି । ଖଣ୍ଡଗିରି ଆଇଟିଇଆର କଲେଜ ନିକଟରେ ଥିବା ଏହି ଜିମ୍ ନିୟମ ନମାନି ଖୋଲା…

ଗଞ୍ଜାମରେ ସର୍ବାଧିକ ୧୦୨ ପଜିଟିଭ ସହ, ଆଜି ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୫୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୫୧ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୩୧୬ ପହଞ୍ଚିଛି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।…

ମୁମ୍ବାଇ ଲାଲବାଗରେ ଏବର୍ଷ ହେବନି ଗଣେଷ ଉତ୍ସବ

ମୁମ୍ୱାଇ: କରୋନା ମହାମାରୀ ପାଇଁ ଚଳିତବର୍ଷ ଦେଶେ ଫିକା ପଡ଼ିଛି ପର୍ବପର୍ବାଣୀ । ମୁମ୍ବାଇରେ ଏବର୍ଷ ଗଣେଶ ଉତ୍ସବ ବି ମାନ୍ଦା ରହିବ । ଲାଲବାଗରେ ଚଳିତବର୍ଷ ଗଣେଶ ଉତ୍ସବ ପାଳନ କରାଯିବନି । ଆଜି ଏହି ଘୋଷଣା କରିଛି ଲାଲବାଗଚା ରାଜା ଗଣେଶ ଉତ୍ସବ ମଣ୍ଡଳ । ଲାଲବାଗରେ ଏବର୍ଷ ଗଣେଶ ଉତ୍ସବ…

୨୪ ଘଣ୍ଟାରେ ୧୮,୬୫୩ ଆକ୍ରାନ୍ତ; ଦେଶରେ ସାଢେ ୫ ଲକ୍ଷ ଟପିଲା ପଜିଟିଭ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ତାଣ୍ଡବ ରଚୁଛି କରୋନା । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ଦୃତ ଗତିରେ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

କାଳ ହେଲା ବିବାହ: କରୋନା ପଜିଟିଭ ଚିହ୍ନଟ ହେଲେ ୯୦ ଜଣ ଅତିଥି, ବର ମୃତ  

ପାଟଣା: ପାଟଣା ଅନ୍ତର୍ଗତ ପାଲିଗଞ୍ଜର ଗାଁରେ ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ପ୍ରାୟ ୯୦ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଦୁଇ ଦିନ ତଳେ ବରର ମୃତ୍ୟୁ ଘଟିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଗ୍ରାମବାସୀ ଉକ୍ତ ବରର କୋଭିଡ ପରୀକ୍ଷା ନକରି ଶବଦାହ କରିଦେଇଥିଲେ। ଏହି ଘଟଣାକୁ…