Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କାଳ ହେଲା ବିବାହ: କରୋନା ପଜିଟିଭ ଚିହ୍ନଟ ହେଲେ ୯୦ ଜଣ ଅତିଥି, ବର ମୃତ  

ପାଟଣା: ପାଟଣା ଅନ୍ତର୍ଗତ ପାଲିଗଞ୍ଜର ଗାଁରେ ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ପ୍ରାୟ ୯୦ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଦୁଇ ଦିନ ତଳେ ବରର ମୃତ୍ୟୁ ଘଟିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଗ୍ରାମବାସୀ ଉକ୍ତ ବରର କୋଭିଡ ପରୀକ୍ଷା ନକରି ଶବଦାହ କରିଦେଇଥିଲେ। ଏହି ଘଟଣାକୁ…

କରୋନା ଆତଙ୍କ: ଗଞ୍ଜାମରେ ପଜିଟିଭ୍ ଚିହ୍ନଟ ହେଲେ ଆହୁରି ୯ ପୋଲିସ କର୍ମଚାରୀ

ବ୍ରହ୍ମପୁର: ବ୍ରହ୍ମପୁରରେ ଆହୁରି ୯ଜଣ ପୋଲିସ କର୍ମଚାରୀ ମଙ୍ଗଳବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ପୂର୍ବରୁ ଏହି ପୋଲିସ କର୍ମଚାରୀମାନଙ୍କର ସ୍ୱାବ ନମୂନା ପରୀକ୍ଷା ଲାଗି ପଠାଯାଇଥିଲା । ଆଜି ସେଗୁଡ଼ିକ ପଜିଟିଭ୍ ଚିହ୍ନଟ ହୋଇଛି ।…

ଅନଲକ୍ ୨.୦ରେ କ’ଣ ସବୁ ବନ୍ଦ ରହିବ ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା ସରକାର ମଙ୍ଗଳବାର ଦିନ ଅନଲକ୍ ୨.୦ ଗାଇଡ଼ଲାଇନ୍ ଜାରି କରିଛନ୍ତି । ଜୁଲାଇ ୧ ତାରିଖ ଅର୍ଥାତ୍ ବୁଧବାର ଦିନ ଠାରୁ ଏହି ଗାଇଡ଼ଲାଇନ୍ ପାଳନ ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ ପକ୍ଷରୁ ଜାରି ହୋଇଥିବା ନୋଟିସ ଅନୁଯାୟୀ, ଆସନ୍ତା ଜୁଲାଇ…

ଅଗଷ୍ଟ ୩୧ ଯାଏଁ ଖୋଲିବନି ସ୍କୁଲ, କଲେଜ, ବନ୍ଦ ହେବ କ୍ୱାରେଂଟିନ୍ ସେଣ୍ଟର

ଭୁବନେଶ୍ୱର: ଜୁଲାଇ ମାସ ପାଇଁ ଦେଶରେ ଜାରି ହୋଇଛି ଅନ୍‌ଲକ-୨ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ସ୍ଥିତି ଦେଖି ରାଜ୍ୟ ସରକାର ମଧ୍ୟ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡଲାଇନ୍ ଅନୁଯାୟୀ ଏବେ ରାଜ୍ୟରେ ଖୋଲିବନି ସ୍କୁଲ, କଲେଜ ଖୋଲିବ ନାହିଁ। ଅଗଷ୍ଟ ୩୧ ଯାଏ ସ୍କୁଲ, କଲେଜ,…

୧୦ ଜିଲ୍ଲାରେ ଶନି ଓ ରବିବାର ସଟ୍‌ଡାଉନ

ଭୁବନେଶ୍ୱର: ଦେଶରେ ଆସନ୍ତା ଜୁଲାଇ ୧ ତାରିଖରୁ ଲାଗୁ ହେବ ଅନ୍‌ଲକ ୨ । ତେବେ ଏହାରି ଭିତରେ ଜୁଲାଇ ମାସ ପାଇଁ ରାଜ୍ୟ ସରକାର କରୋନା ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡଲାଇନ୍ ଅନୁଯାୟୀ ଜୁଲଇ ମାସର ପ୍ରତି ସପ୍ତାହର ଶନିବାର ଓ ରବିବାର ସଟ୍‌ଡାଉନ୍ ବଳବତ୍ତର ରହିବ । ତେବେ ଏହି କଟକଣା…

ରାଜ୍ୟରେ ରାତି ୯ଟାରୁ ଭୋର ୫ଟା ଯାଏଁ ରାତ୍ରୀକାଳିନ କର୍ଫ୍ୟୁ

ଭୁବନେଶ୍ୱର: କୋହଳ ହେଲା ରାତ୍ରୀକାଳିନ କର୍ଫ୍ୟୁ ସମୟ । ଏଣିକି ଆଉ ସନ୍ଧ୍ୟା ୭ଟାରୁ ୫ଟା ନୁହେଁ ରାତି ୯ରୁ ଭୋର ୫ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜୁଲାଇ ପହିଲାରୁ ରାତି ୯ଟାରୁ ସକାଳ ୫ଟା ଯାଏଁ…

ସୁସ୍ଥ ହେଲେ ସର୍ବାଧିକ ୨୪୩ କରୋନା ସଂକ୍ରମିତ

ଭୁବନେଶ୍ୱର: ଭାଙ୍ଗିଲା ରେକର୍ଡ । ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୨୪୩ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୫୧୮୯ରେ ପହଁଚିଛି । ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଗଜପତିରୁ ୫୯ ଜଣ ଅଛନ୍ତି ।…

ଆମିର ଖାନ୍‌ଙ୍କ ରୋଷେୟା, ବଡିଗାର୍ଡଙ୍କ ସମେତ ୭ ଜଣ ସଦସ୍ୟ କରୋନା ପଜିଟିଭ

ମୁମ୍ବାଇ: କରୋନାକୁ ଲାଗୁନି ବ୍ରେକ । ଦେଶରେ ବଢ଼ି ଚାଲିଛି ସଂକ୍ରମଣ । ଏବେ ବଲିଉଡ ସୁପରଷ୍ଟାର ଆମିର ଖାନ୍‌ଙ୍କ ଘରେ କରୋନା ପ୍ରବେଶ କରିଛି । ତାଙ୍କ ଘରର ରୋଷେୟା, ବଡିଗାର୍ଡ ସମେତ ତାଙ୍କ ଟିମ୍‌ର ୭ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଆମିର ନିଜେ ଟ୍ୱିଟ୍ କରି ସୂଚନା…

ଆଠଗଡ ଏନ୍‌ଏସି ଅଂଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଆଠଗଡ: ଆଠଗଡ ଡିଏସ୍‌ପିଙ୍କ ସମେତ ୨ ଜଣ କରୋନା ଚିହ୍ନଟ ହେବା ପରେ ଆଠଗଡ ଏନ୍‌ଏସିକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି । ଉପଜିଲ୍ଲପାଳ ଏହି ଘୋଷଣା କରିଛନ୍ତି । ଆଠଗଡ ଅଂଚଳର ୧୮ଟି ୱାର୍ଡକୁ ମଙ୍ଗଳବାର ଦିନ ଦୁଇଟା ଠାରୁ ତିନି ତାରିଖ ଶୁକ୍ରବାର ସକାଳ ୬ଟା ପର‌୍ୟ୍ୟନ୍ତ ଏହି ଅଞ୍ଚଳକୁ…

ଅନ୍‌ଲକ୍‌-୨ରେ ଅଧିକ ସତର୍କତା ଜରୁରୀ: ମୋଦୀ

ନୂଆଦିଲ୍ଲୀ: କରୋନା କଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ଷଷ୍ଠଥର ପାଇଁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି, କରୋନା ବିଶ୍ଵ ମହାମାରୀ ସହ ଲଢି ଲଢି ଆମେ ଅନଲକ୍‌-୨ରେ ପ୍ରବେଶ କରିଛେ। ଅନଲକ୍‌-୧ ପରଠାରୁ ଆମ ଲୋକମାନେ ଅସତର୍କ ହେବା ଦେଖାଯାଇଛି। ଯେବେ ସତର୍କ ହେବା…