Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୩  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ କେବଳ ଦାରବୀ ତନୁ ଧାରଣ କରିଥିବା ଅବ୍ୟକ୍ତରେ ବ୍ୟକ୍ତ ଠାକୁର ହିସାବରେ ବିବେଚନା କରିବା ଠିକ ନୁହେଁ । ସେହିପରି ଅନିତ୍ୟରେ ନିତ୍ୟ ବା ନିତ୍ୟାନିତ୍ୟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ନିତ୍ୟା ନିତ୍ୟ ପୁରୁଷ ଶ୍ରୀଜଗନ୍ନାଥ, ଏକଥା କହିବାର ଅଭିପ୍ରାୟ ଏହିକିଯେ ସଚରାଚର ବିଶ୍ୱ ନିତ୍ୟ ପୁରୁଷଙ୍କ ସ୍ଥୁଳ ରୂପ (ସୃଷ୍ଟି ସ୍ୱରୂପ )ଏବଂ ଏହାର ସୃଷ୍ଟିକର୍ତ୍ତା (ସୃଷ୍ଟି ସଂରଚନାର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୩୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଏଭଳି ନାମର ତାତ୍ପର୍ଯ୍ୟ ବୁଝିବାକୁ ହେଲେ ଶ୍ରୀମଦ ଗୀତାର କ୍ଷର ଓ ଅକ୍ଷର ପୁରୁଷଙ୍କୁ ଜାଣିବାକୁ ପଡିବ। ଜୀବ (କ୍ଷର ପୁରୁଷ ) ଓ ଆତ୍ମା (ଅକ୍ଷର ପୁରୁଷ )…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୩୦  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଜଗନ୍ନାଥ ନିଜର ମହନୀୟତା ପ୍ରତ୍ୟେକ ସ୍ତରରେ ଦେଖାଇଛନ୍ତି । ତେଣୁ ଏ ପୁରୁଷୋତ୍ତମ କ୍ଷେତ୍ରରେ, କ୍ଷତ୍ରଜ୍ଞ ଓ଼ କ୍ଷେତ୍ର ଉଭୟ ସମାନ ଗୁରୁତ୍ୱ ଲାଭ କରିଛନ୍ତି। ଶାସ୍ତ୍ର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨୯ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଚତୁର୍ଦ୍ଧା ମୂରତି ଶ୍ରୀଜଗନ୍ନାଥଙ୍କ ଚାରି ସ୍ୱରୂପରେ ଏକ ତତ୍ତ୍ୱ କଥା ଆମେ ଆଗରୁ ଆଲୋଚନା କରିଛେ । ଏମାନେ ଚତୁର୍ବିଧ ବା ଚାରି ପ୍ରକାର ତତ୍ୱ ଧାରଣ ଯଦି କରିଥାନ୍ତେ ତେବେ କିଏ ବଡ଼,…

ଉତ୍କଳୀୟ ଆଧ୍ୟାତ୍ମିକ ଚେତନାରେ ଧାନମାଣିକା

 ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ 'ପର୍ବପର୍ବାଣୀ' ପର୍ବ ବହୁଳ ଉତ୍କଳରେ ମାର୍ଗଶୀର/ପୁଷ ମା‌ସର 'ମାଣବସା ଗୁରୁବାର' ଏକ ବିଶିଷ୍ଟ ପର୍ବ । ଓଡ଼ିଆ ଘରଣୀର ଧନର ଅଧିଷ୍ଠାତ୍ରୀ ଦେବୀ ଲକ୍ଷ୍ମୀଙ୍କ ପୂଜା ଆରାଧନାର ପ୍ରକୃଷ୍ଟ ସମୟ । ଲକ୍ଷ୍ମୀ ପୁରାଣ ବର୍ଣ୍ଣିତ ଶ୍ରୀୟା ଚଣ୍ଡାଳୁଣୀର ଚରିତ୍ର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨୮ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁ ବ୍ରହ୍ମ ଶ୍ରୀଜଗନ୍ନାଥ ସ୍କନ୍ଦ ପୁରାଣ ଅନୁସାରେ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଚତୁର୍ଦ୍ଧା ମୂର୍ତ୍ତି ରୂପେ ପ୍ରତିଷ୍ଠିତ ହେବା କଥା ଆମେ ଜାଣିଲେ । କିନ୍ତୁ ବର୍ତ୍ତମାନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨୭  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ଓ ନିଜେ ବିଶ୍ଵକର୍ମା (ଅନନ୍ତ ମହାରଣା )ରୂପେ ଆସି ଚତୁର୍ଦ୍ଧା ମୂର୍ତ୍ତି ଗଠନ କାହାଣୀ ଆମେ ଅଳ୍ପେ ବହୁତେ ଜାଣିଛେ । କିନ୍ତୁ ଏହି ଚତୁର୍ଦ୍ଧା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨୬ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁ ବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସ୍ୱରୂପ ବ୍ରହ୍ମ ଦାରୁଙ୍କ ଆବିର୍ଭାବ ପରେ ଅବନ୍ତୀ ନଗରର ସୂର୍ଯ୍ୟବଂଶୀ ରାଜା ଇନ୍ଦ୍ରଦ୍ୟୁମ୍ନ (ବ୍ରହ୍ମlଙ୍କ ପଞ୍ଚମ ପୁରୁଷ )ସତ୍ୟଯୁଗରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରଥମ ବିଗ୍ରହ କଣ ନିମ୍ବ ଦାରୁ ଥିଲା ? ନା ଏହା ବ୍ରହ୍ମଦାରୁ ଥିଲା, କେଉଁ ବୃକ୍ଷର ଦାରୁ ଥିଲା ତାହା ପୁରାଣମାନଙ୍କରେ ସ୍ପଷ୍ଟ ହୋଇନାହିଁ, ତଥାପି…