Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଶୀତରୁ ରକ୍ଷା ନିମନ୍ତେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଘୋଡ଼ଲାଗି ନୀତି; ପ୍ରସ୍ତୁତ ହେଲାଣି ଶୀତ ବସ୍ତ୍ର

ଭୁବନେଶ୍ୱର: ମହାପ୍ରଭୁଙ୍କ ମାନବୀୟ ଲୀଳାର ନିଦର୍ଶନ। ଶୀତ ର ପ୍ରକୋପ ରୁ ବଞ୍ଚିବା ପାଇଁ ଶ୍ରୀମନ୍ଦିର ମହାପ୍ରଭୁଙ୍କ ଘୋଡ଼ ଲାଗି ନୀତି ଅନୁଷ୍ଠିତ ହେବ। ଡିସେମ୍ବର ୨୦ ତାରିଖ ରବିବାର ମାର୍ଗଶିର ମାସ ଶୁକ୍ଳ ଷଷ୍ଠୀରେ ଶ୍ରୀମନ୍ଦିରରେ ପାଳିତ ହେବ ଓଢଣ ଷଷ୍ଠୀ । ସେହି ଦିନ ଶୀତ ବସ୍ତ୍ର…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ

ପୁରୀ: ଶ୍ରୀମନ୍ଦିରରେ ବୁଧବାର ଦିନ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁଯାୟୀ ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକ ମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିଥିଲେ । ପ୍ରାକୃତିକ ପ୍ରଣାଳୀରେ…

ଆଜିଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି, ମାସେ ଧରି ଚାଲିବ

ପୁରୀ: ଆଜି ହେଉଛି ଧନୁ ସଂକ୍ରାନ୍ତି । ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି । ମାସେ ଧରି ଆସନ୍ତା ମକର ସଂକ୍ରାନ୍ତି ଯାଏ ଚାଲିବ ମହାପ୍ରଭୁଙ୍କ ଏହି ନୀତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ସ୍ୱତନ୍ତ୍ର ନୀତି…

ବଡ଼ ଦେଉଳରେ ଚାଲିଛି ଦେବ ଦୀପାବଳୀ; ଶ୍ରାଦ୍ଧ ବେଶରେ ବିଦ୍ୟମାନ ଶ୍ରୀଜୀଉ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ୟୁଷ୍ୟମାନଙ୍କ ଭଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିନି ଦିନ ଦୀପଦାନ କରନ୍ତି । ମାର୍ଗଶୀର କୃଷ୍ଣ ଚତୁର୍ଦଶୀ ଦିନ ଅଦିତି କଶ୍ୟପଙ୍କ ଉଦ୍ଦେଶ୍ୟରେ , ଆମାବାସ୍ୟା ଦିନ ଦଶରଥ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ , ପ୍ରତିପଦା ଦିନ ବସୁଦେବ ଦେବକୀ, ନନ୍ଦ ଯଶୋଦା, …

ଶ୍ରୀମନ୍ଦିରରେ ‘ଦେବ ଦୀପାବଳି’ ନୀତି ଆରମ୍ଭ; ୩ ଦିନ ଯାଏଁ ଚାଲିବ

ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ତିନିଦିନ ବ୍ୟାପୀ ମହାପ୍ରଭୁଙ୍କ 'ଦେବ ଦୀପାବଳି' ନୀତି ଆରମ୍ଭ ହୋଇଛି। ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ କରି ଶ୍ରାଦ୍ଧବେଶରେ ଵିଭୂଷିତ ହୋଇଥାନ୍ତି। ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦଶୀ, ଅମାବାସ୍ୟା ଓ…

ଶ୍ରୀମନ୍ଦିରରେ ଆଜିଠୁ ଦୀପାବଳୀ ନୀତି

(ଦୀପାବଳୀ ନୀତିର ପ୍ରଥମ ଦିନ )  କୃଷ୍ଣ ପକ୍ଷେ ଚତୁର୍ଦ୍ଦଶ୍ୟାଂ ତ୍ରିକାଳର୍ଚ୍ଚାବସାନତଃ । ବୃକ୍ଷ ତଣ୍ଡୁଳ କୁଯ୍ୟାତ୍ତନ୍ମଧ୍ୟେ ଘୃତୈଯୁର୍ତାନ । ଆଜି ପବିତ୍ର ଦେବ ଦୀପାବଳୀ ମହାପ୍ରଭୁ ଶ୍ରୀଜଗନ୍ନାଥ ମାନବମାନଙ୍କ ଭଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିନି ଦିନ ଦୀପଦାନ କରନ୍ତି । ମାର୍ଗଶୀର…

ମାର୍ଗଶୀର ଗୁରୁବାର ମାଣବସା ଓଷା

(ମାଣବସାକୁ କୁମାର ଭୀମସେନଙ୍କ ସ୍ବତନ୍ତ୍ର ଉପସ୍ଥାପନା) ମାଣବସା ଓଷା ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର…

ଆଜି ପ୍ରଥମାଷ୍ଟମୀ; ‘ବଡ଼’ଙ୍କ ପାଇଁ ସମର୍ପିତ ଦିନଟିଏ

ଭୁବନେଶ୍ୱର: ଆଜି ପ୍ରଥମାଷ୍ଟମୀ ବା ପୋଢୁଆଁଷ୍ଟମୀ। ଏହା ଓଡ଼ିଶାର ଏକ ପାରମ୍ପାରିକ ପର୍ବ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି ଧରାଯାଇଛି ।…

ପ୍ରଥମାଷ୍ଟମୀ, ପଢୁଆଁଷ୍ଟମୀ ଅଥବା ପୋଢୁଆଁଷ୍ଟମୀ

ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ ଓ ଏହା ଓଡ଼ିଶାର ଏକ ପାରମ୍ପାରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ । ୧-ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି…

ଭାଙ୍ଗିଥିଲେ ଗୋଟିଏ, ନିର୍ମାଣ କଲେଣି ୯୦ ମସଜିଦ୍

ଭୁବନେଶ୍ୱର: ଦିନେ ସେ ସାଜିଥିଲେ ବିଶ୍ୱ ହିନ୍ଦୁ ପରିଷଦର ଦୃଢ ସମର୍ଥକ । ଭାଙ୍ଗିଥିଲେ ବାବ୍ରି ମସଜିଦ୍ । ଏଠି ଆମେ ହରିୟାଣା ବାସିନ୍ଦା ବଲବୀର ସିଂଙ୍କ କଥା ଉଲ୍ଲେଖ କରିଛୁ । ହେଲେ ଆଜି ବଲବୀର ସାଜିଛନ୍ତି ଇସଲାମ ଧର୍ମର ପ୍ରଚାରକ ତଥା ସମର୍ଥକ । ନୂଆ ପରିଚୟ ମହମ୍ମଦ ଆମିର ଭାବେ ସେ ନିର୍ମାଣ…