Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

କେବେ ଓ କାହିଁକି ପାଳନ କରାଯାଏ ମହାଶିବରାତ୍ରି…

ଭୁବନେଶ୍ୱର: ମହାଶିବରାତ୍ରି ଏକ ହିନ୍ଦୁ ପର୍ବ । ଏହିଦିନ ମହାଦେବ ଶିବଙ୍କ ଆରଧାନ କରଯାଏ । ଏହା ଫାଲ୍‌ଗୁନମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ । କାହିଁକି ପାଳନ କରାଯାଏ: ମୁନି ସନତ କୁମାରଙ୍କ ମତରେ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି । ସେ ମଧ୍ୟରୁ ଶିବରାତ୍ରି…

ଶିବ କିଏ ?

ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ଭାବାବେଗରେ, ପୁରାଣ ବର୍ଣ୍ଣିତ ୩୩ ଗୋଟି ଆରାଧ୍ୟ ଦେବାଦେବୀ ଅଛନ୍ତି ବୋଲି ଅଖଣ୍ଡ ବିଶ୍ୱାସ ରହିଛି । କୌଣସି ପୁରାଣ ଗ୍ରନ୍ଥରେ ୩୩ ଗୋଟି ଦେବାଦେବୀମାନଙ୍କର ନାମ ଆଜି ପର୍ଯ୍ୟନ୍ତ ପ୍ରମାଣସ୍ୱରୂପ ବର୍ଣ୍ଣନା କରାଯାଇ ନାହିଁ । ମାତ୍ର କେତେକ ସ୍ଥାନରେ ବିଭିନ୍ନ…

ମହାଶିବରାତ୍ରୀ: ମହାଦେବଙ୍କ ଭିନ୍ନ ବେଶଭୂଷାର ରହସ୍ୟ, ଜାଣନ୍ତୁ

ଭୁବନେଶ୍ୱର: ଭଗବାନ ଶିବଙ୍କୁ ସୃଷ୍ଟିର ସଂହାରକର୍ତ୍ତା କୁହାଯାଇଥାଏ । ଏହାବ୍ୟତିତ ତାଙ୍କୁ ଭୋଳନାଥ, ମହେଶ, ରୁଦ୍ର, ନୀଳକଣ୍ଠ, ଗଙ୍ଗାଧର ଭଳି ଅନେକ ନାମରେ ପୂଜାର୍ଚ୍ଚନା କରାଯାଇଥାଏ । ଜ୍ୟୋତିଷଙ୍କ କହିବାନୁଯାୟୀ ଅନେକବର୍ଷ ପରେ ଫାଲଗୁନ୍ କୃଷ୍ଣ ତ୍ରୟୋଦଶୀ ଯୁକ୍ତ ଚତୃଦର୍ଶୀ ସିଦ୍ଧି…

ଶିବରାତ୍ରୀ ଉପବାସରେ ରହିଛି ଅଦ୍ଭୁତ ମାହାତ୍ମ୍ୟ; ଜାଣନ୍ତୁ ବ୍ରତ ପାଳନର ବିଧି…

ଭୁବନେଶ୍ୱର: ମହାନ ହିନ୍ଦୁ ପରମ୍ପରାରେ ଜାଗର ବ୍ରତ ବା ମହାଶିବରାତ୍ରୀ ଉପବାସରେ ରହିଛି ଅଦ୍ଭୁତ ମହିମା । ପୁରାଣରେ ବର୍ଣ୍ଣିତ ଅନୁଯାୟୀ ଶିବରାତ୍ରୀ ଉପବାସ ଯୋଗୁଁ ରଜ ଓ ତମ ଗୁଣ ଦୁଇଟି ନିୟନ୍ତ୍ରିତ ହୋଇଥାଏ । ଏହି ପବିତ୍ର ଦିନରେ ଶ୍ରଦ୍ଧାଳୁମାନେ ଅହୋରାତ୍ର ଶିବ ଉପାସନା ଏବଂ…

ମହାଶିବରାତ୍ରୀ: ରାଶି ଅନୁସାରେ କରନ୍ତୁ ଭୋଳାନାଥଙ୍କ ଆରାଧନା !

ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରୀ ଲାଗି ରାଜ୍ୟର ସମସ୍ତ ଶିବାଳୟ ମାନଙ୍କରେ ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କର ଭିଡ ଜମିବାରେ ଲାଗୁଛି । ଜ୍ୟୋତିଷଙ୍କ କହିବାନୁଯାୟୀ ବହୁବର୍ଷ ପରେ ଫାଲଗୁନ୍ କୃଷ୍ଣ ତ୍ରୟୋଦଶୀ ଯୁକ୍ତ ଚତୃଦର୍ଶୀ ସିଦ୍ଧି ଯୋଗ ଏବଂ ଶ୍ରବଣ ନକ୍ଷତ୍ର ଯୋଗ ପଡୁଛି । ଏହି ସମୟରେ…

ଭାରତର ଏହି ମନ୍ଦିରରେ ମା’ ପାର୍ବତୀଙ୍କୁ ବିବାହ କରିଥିଲେ ମହାଦେବ !

ମଦୁରାଇ: ତାମିଲନ଼ାଡ଼ୁର ମଦୁରାଇ ସହରରେ ରହିଛି ମାଆ ମିନାକ୍ଷୀଙ୍କ ମନ୍ଦିର । ଏହାର କାରୁକାର୍ଯ୍ୟ ଅତ୍ୟନ୍ତ ଉଚ୍ଚକୋଟରୀର ।ପରିଷ୍କାର ପରିଚ୍ଛନ ମନ୍ଦିର ମାନଙ୍କର ତାଲିକାରେ ମଧ୍ୟ ଏହି ମନ୍ଦିର ଅର୍ନ୍ତଭୁକ୍ତ। ମନ୍ଦିରର ଗର୍ଭଗୃହ ପ୍ରାୟ ୩୫୦୦ ବର୍ଷ ପୁରୁଣା ବୋଲି ମଧ୍ୟ ମାନ୍ୟତା ରହିଛି।…

ମହାଶିବରାତ୍ରି ପାଇଁ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି: ସିସିଟିଭି ନଜରରେ ରହିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ଆସନ୍ତା ଶୁକ୍ରବାର ମହାଶିବରାତ୍ରି । ଏଥିପାଇଁ ରାଜ୍ୟର ପ୍ରମୁଖ ଶୈବପୀଠ ପ୍ରଭୁ ଲିଙ୍ଗରାଜଙ୍କ କ୍ଷେତ୍ରରେ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତି । ମହା ଶିବରାତ୍ରିରେ ହେବାକୁ ଥିବା ପ୍ରବଳ ଜନସମାଗମକୁ ସୁରୁଖୁରୁରେ ଦର୍ଶନ କରାଇବା ନେଇ କମିଶନରେଟ ପୋଲିସ ପକ୍ଷରୁ ସୋମବାର ସନ୍ଧ୍ୟାରେ…

ଆପଣ ଜାଣନ୍ତିକି ଧାର୍ମିକ କାର୍ଯ୍ୟରେ କାହିଁକି ଜଳାଯାଏ ନାହିଁ ବାଉଁଶ…

ଭୁବନେଶ୍ୱର: ମଣିଷର ମୃତ୍ୟୁ ପରେ ତାକୁ ବାଉଁଶ କୋକେଇରେ ନେବାର ବିଧି ରହିଥିବା ବେଳେ ହିନ୍ଦୁ ଧର୍ମରେ ଦାହ କାର୍ଯ୍ୟରେ କାଠ ବ୍ୟତୀତ ବାଉଁଶର ଉପଯୋଗ ସମ୍ପୂର୍ଣ୍ଣ ବର୍ଜିତ ଅଟେ । ବାଉଁଶ କାଠ କୌଣସି ଧାର୍ମିକ ବିଧିବିଧାନ ହେଉ ଅଥବା ସଂସ୍କାରରେ ଜଳାଇବା କାର୍ଯ୍ୟରେ ଆସେନାହିଁ । ତେବେ କେବଳ…

ବଦଳି ଯାଇପାରେ ଆପଣଙ୍କ ଭାଗ୍ୟ; ଜାଣନ୍ତୁ, ପେଚା ଦର୍ଶନ କେତେ ଶୁଭ !

ଧନଦାତ୍ରୀ ବିଷ୍ଣୁପତ୍ନୀ ମାତା ଲକ୍ଷ୍ମୀଙ୍କ ବାହନ ହେଉଛି ପେଚା ଏକଥା ସମସ୍ତେ ଜାଣିଥିବେ । ତଥାପି ପେଚାକୁ ଶୁଭ ବା ଅଶୁଭ ରୂପେ ବିଶ୍ୱାସ କରାଯାଏ । ପେଚାକୁ ନେଇ ଆମ ସମାଜରେ ବିଭିନ୍ନ ପ୍ରକାରର ମାନ୍ୟତା ପ୍ରଚଳିତ ହୁଏ । ତାହେଲେ ଆସନ୍ତୁ ଜାଣିବା ଏହି ମାନ୍ୟତା ବିଷୟରେ ଯାହାକୁ ଲୋକେ…

ଗଙ୍ଗା ଜଳରେ କାହିଁକି ଭସାଇ ଦିଆଯାଏ ମୃତ ବ୍ୟକ୍ତିର ଭସ୍ମ, ଜାଣନ୍ତୁ..

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ଶରୀରକୁ ନିଆଁରେ ପୋଡି ଦିଆଯାଏ । ଶରୀର ପୋଡି ପାଉଁଶ ହୋଇଗଲା ପରେ ଏହାର ଭସ୍ମକୁ ଗଙ୍ଗା ଜଳରେ ଭସାଇ ଦିଆଯାଏ । ତେବେ କ'ଣ ଆପଣ କେବେ ଭାବିଛନ୍ତି କାହିଁକି ଏପରି ଭସ୍ମକୁ ପାଣିରେ ଭସାଇ ଦିଆଯାଏ । କଣ…