Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ବିବାହ ସମୟରେ କାହିଁକି ଲଗାଯାଏ ବର-ବଧୂଙ୍କୁ ହଳଦୀ, ଜାଣନ୍ତୁ

ଭୁବନେଶ୍ୱର: ବିବାହ ଭଳି ଏକ ପବିତ୍ର କାର୍ଯ୍ୟରେ ଆମ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଅନେକ ରୀତି ନୀତି ପାଳନ ହୋଇଥାଏ। ତେବେ ପରମ୍ପରା ଅନୁଯାଇ ବିବାହ ପୂର୍ବରୁ ବର ଓ କନ୍ୟାକୁ ହଳଦୀ ଲଗାଯାଏ। ହଳଦୀ ଲଗା ବିନା ବିବାହ ସମ୍ପୂର୍ଣ୍ଣ ହୁଏନି ବୋଲି ଲୋକଙ୍କ ବିଶ୍ୱାସ ରହିଛି। ତେବେ କାହିଁକି ବର ଓ…

ଏହି ୫ଟି ଦ୍ରବ୍ୟର ଧୂଆଁ, ଘରେ ଭରିଦେବ ସକରାତ୍ମକ ଶକ୍ତି !

ଭୁବନେଶ୍ୱର: ଘରେ ନକରାତ୍ମକ ଶକ୍ତି ରହିଥିଲେ ଜୀବନରେ ସମସ୍ୟା ହିଁ ସମସ୍ୟା ଦେଖା ଦେଇଥାଏ। ଯଦି ଆପଣ ନିଜ ଘରେ ନକରାତ୍ମକ ଶକ୍ତି ଥିବା ଜାଣିବାକୁ ପାଉଛନ୍ତି ଏବଂ ଘରୁ ଏହି କୁଶକ୍ତିକୁ ବାହାର କରିବାକୁ ଆପଣାନ୍ତୁ ଏହିସବୁ ଉପାୟ.. ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିବାକୁ ପ୍ରତିଦିନ…

ଭାରତୀୟ ପରମ୍ପରାରେ ଚରଣ ସ୍ପର୍ଶ; ଜାଣନ୍ତୁ, କ’ଣ ରହିଛି ମହତ୍ୱ !

ମହାନ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଆଜି ମଧ୍ୟ କୋଟି କୋଟି ଭାରତୀୟ ସମ୍ମାନ ସହକାରେ ପାଳନ କରିଚାଲିଛନ୍ତି । ଭାରତୀୟ ସଂସ୍କୃତି ଆଜି ସମଗ୍ର ବିଶ୍ୱରେ ଆଦୃତି ଲାଭ କରିବା ସହିତ ବିଭିନ୍ନ ଦେଶରେ ଭାରତୀୟ ଯୋଗ ଓ ଆଧ୍ୟାତ୍ମିକତାକୁ ଗ୍ରହଣ କରିଛନ୍ତି । ଭାରତୀୟ ସଂସ୍କୃତିରେ ଗୁରୁଜନମାନଙ୍କ୍‌ୁ…

ପଦ୍ମାବତୀଙ୍କ ଇଚ୍ଛା ପୂରଣ ହେଲା; ଶ୍ରୀଜଗନ୍ନାଥ ହାତରେ ନେଲେ ତୁଳସୀମାଳ !

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରହସ୍ୟ ଉନ୍ମୋଚନ କରିବା ସାମାନ୍ୟ ମଣିଷ ନିକଟରେ ସମ୍ପୂର୍ଣ୍ଣ ଅସମ୍ଭବ । ତାଙ୍କରି ଇଚ୍ଛା ବିନା କେହି ତାଙ୍କୁ ମଧ୍ୟ ଜାଣି ପାରନ୍ତି ନାହିଁ । ଲୀଳାମୟ ମହାପ୍ରଭୁ କେବଳ ଭାବର ଠାକୁର ଭାବଗ୍ରାହୀ । ଶ୍ରଦ୍ଧାରେ ଡାକିଲେ ଶୁଣନ୍ତି, ପ୍ରେମରେ କହିଲେ ଉତ୍ତର ଦିଅନ୍ତି…

ଓଡ଼ିଶାର ତ୍ରିବେଣୀ ସଙ୍ଗମ

ଭାରତର ପ୍ରୟାଗରାଜ (ଆଲହାବାଦ୍)ଠାରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନାମକ ୩ଟି ପ୍ରମୁଖ ନଦୀର ସଙ୍ଗମ ସ୍ଥଳକୁ ତ୍ରିବେଣୀ ସଙ୍ଗମ ବୋଲି କୁହାଯାଏ । ଯେଉଁଠାରେ ଅନୁଷ୍ଠିତ ହୋଇଥାଏ ବିଶ୍ୱପ୍ରସିଦ୍ଧ କୁମ୍ଭମେଳା । ବିଶ୍ୱାସ ରହିଛି ଏହି ସଙ୍ଗମ ସ୍ଥଳରେ ସ୍ନାନ କରୁଥିବା ବ୍ୟକ୍ତିର ମୋକ୍ଷ ପ୍ରାପ୍ତି…

ତମ୍ବାପାତ୍ର ପାଣି ଆପଣଙ୍କ ଶରୀର ଲାଗି କେତେ ଉପକାରୀ, ଜାଣନ୍ତୁ…

ଭୁବନେଶ୍ୱର: ମହାନ ଭାରତୀୟ ପରମ୍ପରା ଓ ସଂସ୍କୃତିରେ ପୁରାତନ କାଳରୁ ଯେଉଁ ସବୁ ପଦ୍ଧତି ଗୁଡ଼ିକ ରହିଛି ସେସମସ୍ତକୁ ଉପଯୋଗ କଲେ ଆମେ ଦୈନନ୍ଦିନ ଜୀବନରେ ଅନେକ ଉପକୃତ ହୋଇଥାଉ । ପୁରାତନ ଆୟୁର୍ବିଦ ଚିକିତ୍ସା ଶାସ୍ତ୍ରରେ ଅନେକ ପରାମର୍ଶ ଦିଆଯାଇଛି ଯାହାକୁ ପାଳନ କଲେ ଶାରୀରୀକ ଓ ମାନସିକ…

ମହାପ୍ରଭୁଙ୍କ ବେଂଟନୀତି ପାଳିତ

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଦ୍ଵିତୀୟ ବେଣ୍ଟ ବା ଶିକାର ନୀତି ସୋମବାର ଅନୁଷ୍ଠିତ ହୋଇଛି । ମଙ୍ଗଳ ଆଳତି ପରେ ଶ୍ରୀ ରାମ ଏକ ଖଣ୍ଡ ଆଜ୍ଞାମାଳ ପାଇ ଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ବେଣ୍ଟ ପୁଷ୍କରିଣୀକୁ ବିଜେ କରିଥିଲେ । ସେଠାରେ ବେଣ୍ଟ ନୀତି ଅନୁଷ୍ଠିତ ହୋଇଥିଲା ।  ଜଗନ୍ନାଥଙ୍କ ବେଣ୍ଟ ବା…

ଶ୍ରୀମନ୍ଦିରରେ ଭଗବାନ ନୃସିଂହଙ୍କ ଉପାସନା; ଜାଣନ୍ତୁ, କ’ଣ ରହିଛି ରହସ୍ୟ !

ପୁରୀ: ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠାର ଆଦ୍ୟରୂପ ଓ ଅବତାର ହେଉଛନ୍ତି ଭଗବାନ ନୃସିଂହ । ତତ୍ତ୍ୱ ଓ ନୀତି ଦୃଷ୍ଟିରୁ ଶ୍ରୀଜଗନ୍ନାଥଙ୍କ ସହ ନୃସିଂହ ମୂର୍ତ୍ତି ହିଁ ପ୍ରଥମରୁ ଜଡ଼ିତ ରହିଛି ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ତେବେ ଶ୍ରୀମନ୍ଦିରରେ ଦୈନିକ ରୀତି…

ପ୍ରାଣ କ’ଣ? ଏହାର ମହତ୍ୱ ସମ୍ପର୍କରେ ଜାଣନ୍ତୁ…

ଭୁବନେଶ୍ୱର: ମହାନ ଭାରତୀୟ ସଂସ୍କୃତିରେ ଯୋଗକୁ ଏକ ଉଚ୍ଚସ୍ତରୀୟ ସ୍ଥାନ ଦିଆଯାଇଛି । ପଞ୍ଚତତ୍ୱ ମଧ୍ୟରେ ଗୋଟିଏ ପ୍ରମୁଖ ତତ୍ୱ ବାୟୁ ଆମ ଶରୀରକୁ ଜୀବିତ କରି ରଖିଥାଏ । ଏହା ବାତ ରୂପରେ ଶରୀରରେ ବିଦ୍ୟମାନ ତିନି ଦୋଷ ମଧ୍ୟରୁ ଗୋଟିଏ ଅଟେ । ଯାହା ଶ୍ୱାସ ରୂପରେ ଆମର ପ୍ରାଣ ଅଟେ । ପିତ୍ତ, କଫ,…

ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲା

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ପୂର୍ବରୁ ଏକାମ୍ରକ୍ଷେତ୍ରସ୍ଥିତ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଛି । ରାତି ୯ଟା ୪୫ ମିନିଟରେ ଏହି ମହାଦୀପ ମନ୍ଦିର ଉପରକୁ ଉଠିଥିଲା । ହଜାର ହଜାର ଭକ୍ତମାନଙ୍କ ଜୟ ଜୟକାର ଧ୍ୱନୀ ମଧ୍ୟରେ ଏହି ମହାଦୀପକୁ ସେବାୟତ ମନ୍ଦିର ଉପରେ ଜଳାଇଛନ୍ତି ।…