Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଆତ୍ମା ସ୍ଵରୂପ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଆତ୍ମା ସ୍ୱରୂପ ଶ୍ରୀ ଜଗନ୍ନାଥ । ଆଜି ପର୍ଯ୍ୟନ୍ତ ଆମେ ଆଲୋଚନା କଲେ ମୁଖ୍ୟତଃ ଶ୍ରୀମନ୍ଦିରରେ ବିରାଜିତ ଶ୍ରୀଜଗନ୍ନାଥଙ୍କ ବିଷୟରେ । ଏଠି ଗୋଟିଏ ଭାଗବତ ଉକ୍ତି ମନେପଡୁଛି : “ସକଳ ପ୍ରାଣୀ…

କାହିଁକି ପାଳନ କରାଯାଏ ପଞ୍ଚୁକ ବ୍ରତ, ଜାଣନ୍ତୁ ଏହାର ମାହାତ୍ମ୍ୟ ଓ ପୂଜା ବିଧି

ଭୁବନେଶ୍ଵର: କାର୍ତ୍ତିକ ମାସର ଶେଷ ପାଞ୍ଚଦିନରେ ପାଳନ କରାଯାଏ ପଞ୍ଚୁକ ବ୍ରତ । କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଞ୍ଚ ଦିନକୁ ପଞ୍ଚୁକ କୁହାଯାଏ । ଆସନ୍ତା ୨୨ରୁ ତାରିଖରୁ ଆରମ୍ଭ ହେବ ପଞ୍ଚୁକ । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ କରିପାରନ୍ତି ନାହିଁ, ସେମାନେ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଶ୍ରୀଜଗନ୍ନାଥଙ୍କ ଉପାସନା ଧାରା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରେମଭକ୍ତିର ଠାକୁର ଶ୍ରୀଜଗନ୍ନାଥଙ୍କୁ ନିଜର ଇଷ୍ଟ ବୋଲି ସ୍ୱୀକାର କରିଥିବା ମହାତ୍ମା ଓ ଆଚାର୍ଯ୍ୟମାନେ ପ୍ରଥମେ କିନ୍ତୁ ଅନ୍ୟ ଉପାସନା ଧାରାରେ ନିଜ ନିଜକୁ ପ୍ରତିଷ୍ଠିତ କରାଇଥିଲେ ।…

ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ: ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ତୃତୀୟ ଦିନ । ଗତକାଲି ମହାକାଳୀ ବେଶୀରେ ଦର୍ଶନ ଦେଇଥିବା ବେଳେ ଆଜି ମା’ ରାଜରାଜେଶ୍ଵରୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଏଇ ବେଶ ଦର୍ଶନ କଲେ ଅପାର କରୁଣା ଲାଭ ହେବା ସହିତ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ଵାସ…

ମହାଭାରତ କାଳରେ ପାଣ୍ଡବମାନେ କରିଥିଲେ ପ୍ରତିଷ୍ଠା : ଆଜି ବି ଅକ୍ଷୁର୍ଣ୍ଣ ରହିଛି ଏହି ମନ୍ଦିର..

ନୂଆଦିଲ୍ଲୀ : ଭାରତରେ ଅନେକ ଜ୍ୟୋର୍ତିଲିଙ୍ଗ ରହିଛି । ପ୍ରତିଦିନ ଶହ ଶହ ଲୋକ ଏଠାକୁ ବୁଲିବାକୁ ଯାଆନ୍ତି  । କିନ୍ତୁ ଏହାପଛରେ ଥିବା ରହସ୍ୟମୟୀ କାହାଣୀ ସମ୍ପର୍କରେ ଖୁବ୍ କମ୍ ଲୋକଙ୍କୁ ଜଣା । ଉତ୍ତରପ୍ରଦେଶ ଫାରୁଖବାଦ ଜିଲ୍ଲାରେ ରହିଛି ପାଣ୍ଡେଶ୍ବରନାଥ ମନ୍ଦିର । ମହାଭାରତ କାଳରେ ମାତା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପ୍ରାଣ ହିଁ ଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରାଣ ହିଁ ଜଗନ୍ନାଥ। ବିଭିନ୍ନ ପ୍ରକାର ଶରୀର (ଦେହ )ମାନଙ୍କ ମଧ୍ୟରେ ଆତ୍ମା ନିତ୍ୟ ବସ୍ତୁ ହିସାବରେ ବିରାଜମାନ କରିଥାଏ । ଏହି ପ୍ରାଣ (ଆତ୍ମା), ଆମର ଜଡ଼ ଦେହକୁ ଜୀବନ ପ୍ରଦାନ କରି ଚଳଚଞ୍ଚଳ କରେ…

ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଲେ ମା’ ଦକ୍ଷିଣକାଳୀ

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବିରଗୋବିନ୍ଦପୁର ଗ୍ରାମରେ କାହିଁ କେଉଁ ଆବହମାନ କାଳରୁ ପୂଜା ପାଇଆସୁଛନ୍ତି ମା’ ଦକ୍ଷିଣକାଳୀ । କୁହାଯାଏ ମାଆ ଦକ୍ଷିଣକାଳୀ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିକ । ତାଙ୍କର ସମସ୍ତ ନୀତିକାନ୍ତି ମାଆଙ୍କର ନୀତିକାନ୍ତି ସହ ଓତଃପ୍ରୋତ ଭାବେ…

ରହସ୍ୟମୟୀ ମନ୍ଦିର : ବନବାସ ସମୟରେ ଏଠାରେ ସୂର୍ଯ୍ୟ ଦେବତାଙ୍କୁ ଉପାସନା କରିଥିଲେ ପ୍ରଭୂ ରାମଚନ୍ଦ୍ର

ନୂଆଦିଲ୍ଲୀ : ଭାରତରେ ସବୁ ଧର୍ମାବଲମ୍ବୀ ର ଲୋକ ବସବାସ କରନ୍ତି । ଏଠାରେ ଅନେକ ମଠ ମନ୍ଦିର ରହିଛି  । ଯେଉଁଠାକୁ ପ୍ରତ୍ୟେକ ଦିନ ଶହ ଶହ ଲୋକ ବୁଲିବାକୁ ଆସନ୍ତି  । କିନ୍ତୁ ଏସବୁ ମନ୍ଦିର ସହିତ ରହିଛି ଏକ ରହସ୍ୟମୟୀ କାହାଣୀ  । ଯାହା ଅନେକ ଲୋକଙ୍କୁ ଅଛପା । ଝାଡଖଣ୍ଡ ରାଞ୍ଚି ଠାରୁ…

ଶ୍ରୀ ଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ : ରୋହିଣୀ କୁଣ୍ଡ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରକଟ ପୂର୍ବରୁ, କାରଣ ବାରି ପୂର୍ଣ୍ଣ ମୁକ୍ତିପ୍ରଦ ରୋହିଣୀକୁଣ୍ଡ ଓ ଅକ୍ଷୟବଟ (ବର୍ତ୍ତମlନ କଳ୍ପବଟ )ମଧ୍ୟ ସ୍ଥଳରେ ସ୍ଵର୍ଣ ପଦ୍ମ ଆସନରେ ନୀଳକାନ୍ତମଣି ଶରୀର ଧାରଣ…

୨୨ ଲକ୍ଷ ୨୩ ହଜାର ଦୀପର ଚିକମିକ ଆଲୁଅରେ ଝଲସିଲା ରାମ ନଗରୀ

ନୂଆଦିଲ୍ଲ: ନୂତନ ରେକର୍ଡ ସୃଷ୍ଟି କଲା ଅଯୋଧ୍ୟା ଦୀପୋତ୍ସବ ୨୦୨୩ । ଗତବର୍ଷ  ୧୮ ଲକ୍ଷ ୮୧ ହଜାର ଦୀପ ଜାଳି ରାମ ନଗରୀ ଯେଉଁ ରେକର୍ଡ ସୃଷ୍ଟି କରିଥିଲା ତାହା ଠାରୁ ଅଧିକ ଦୀପ ଚଳିତ ବର୍ଷ ପ୍ରଜ୍ଵଳିତ କରି ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛି । ତେବେ ଚଳିତବର୍ଷ ଦୀପୋତ୍ସବ…