Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପରଂବ୍ରହ୍ମଙ୍କ ଉପଲବ୍ଧି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁରୂପ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଉପାସନା ବିନା ଶାସ୍ତ୍ର ନିର୍ଦ୍ଦେଶିତ ପରଂବ୍ରହ୍ମଙ୍କୁ ସର୍ବୋତ୍ତ ଭାବେ ଜାଣିବା କଷ୍ଟକର । ଆପଣ ଯେତେ ପାପ ବା ପୁଣ୍ୟ କରନ୍ତୁ ଶ୍ରୀଜଗନ୍ନାଥଙ୍କ ଶରଣ ବିନା…

ସପ୍ତପାତୃକା ବେଶରେ ମା’, ଷଷ୍ଠ ଦିନରେ ମହା ସରସ୍ଵତୀ ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ

ଭଦ୍ରକ: ଭଦ୍ରକ ର ଆରାଧ୍ୟ ଦେବି ମାଆ ଭଦ୍ରକାଳୀ ସକଳ ଶକ୍ତିର ଆଧାର । ସେ ଆଦ୍ୟାଶକ୍ତି, ସର୍ବବ୍ୟାପିନି, ପରମା ବିଦ୍ୟା ମହାମାୟା ଓ ପରଂବ୍ରହ୍ମ ରୂପିଣୀ । ମାଆ ଶାନ୍ତ, ପୁଣି ସୌମ୍ୟା ଓ ପରମବୈଷ୍ଣବୀ । ମାଆ ପୀଠରେ ସଦାସର୍ବଦା ବିଶ୍ଵମାତା ବେଶରେ ପୂଜା ପାଇଥାନ୍ତି । ହେଲେ ଜଗତ କଲ୍ୟାଣ…

କେବେଠାରୁ ପାଳନ କରାଯାଉଛି ଏହି ଛଟ୍ ପୂଜା, ରାମାୟଣ ଓ ମହାଭାରତ ସହିତ ଜଡିତ ଏହାର ରୋଚକ ତଥ୍ୟ, ଜାଣନ୍ତୁ…

ଭୁବନେଶ୍ଵର: ଆଜିଠୁ ଆରମ୍ଭ ହୋଇଛି ଛଟ୍‌ ପର୍ବ । ଏଥିପାଇଁ ସବୁଠି ଉତ୍ସାହର ମାହୋଲ । ଚାରିଦିନ ଧରି ଚାଲିବାକୁ ଥିବା ଏହି ମହାପର୍ବ ଛଟ୍ ପୂଜା ଆରମ୍ଭ ହୋଇ ନଭେମ୍ବର ୨୦ରେ ଶେଷ ହେବ । ଏହି ଛଟ୍ ପୂଜାରେ ସୂର୍ଯ୍ୟ ଦେବଙ୍କୁ ପୂଜା ଓ ଆରାଧନା କରି ତାଙ୍କର କୃପା ଭିକ୍ଷା କରିଥାନ୍ତି ବ୍ରତଧାରୀ ।…

କାହିଁକି ମାଆ ଦକ୍ଷିଣକାଳୀଙ୍କୁ ଅର୍ପଣ କରାଯାଏ ବନାରସୀ ଶାଢୀ ? କଣ ରହିଛି ପରମ୍ପରା…

ନୂଆଦିଲ୍ଲୀ: ମାଆ କାଳୀ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ  । ଯାହାଙ୍କୁ ଡାକିଲେ ଓ କରନ୍ତି  । ଏମିତି ଏକ ପ୍ରସିଦ୍ଧ ମନ୍ଦିର ହେଉଛି କୋଲକାତାର ଦକ୍ଷିଣେଶ୍ବରୀ କାଳୀ ମନ୍ଦିର ।  ଏହି ମନ୍ଦିର କେବଳ ବଙ୍ଗଳା ନୁହେଁ ସମଗ୍ର ଦେଶରେ ଅନ୍ୟତମ ପ୍ରମୁଖ ମନ୍ଦିର ଅଟେ। କୋଲକାତାର ହୁଗଲି ନଦୀ କୂଳରେ…

ନିଆରା ମନ୍ଦିର: ଏଠାରେ ଦିଅଁ କୁହନ୍ତି ପାଣିପାଗ କଥା…

ନୂଆଦିଲ୍ଲୀ: ବହୁ ପ୍ରାଚୀନ ଆମ ଜଗନ୍ନାଥ ସଂସ୍କୃତି  । ମହାପ୍ରଭୂ ଜଗନ୍ନାଥ କେବଳ ଓଡିଆଙ୍କ ଠାକୁର ନୁହଁନ୍ତି , ସେ ହେଉଛନ୍ତି ସାରା ଜଗତର ଠାକୁର  ।  ସେ ହେଉଛନ୍ତି ଭାବର ଠାକୁର  । କୁହନ୍ତି ବିଶ୍ବାସ ସହକାରେ ଯିଏ ତାକୁ ଡାକିଛି , ସେ କେବେ ଖାଲି ହାତରେ ଫେରିନି  । ପୁରୀରେ ରହିଛି ବିଶାଳ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଭକ୍ତିମାନ କିଏ ?

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । କରୁଣାମୟ ଶ୍ରୀ ଜଗନ୍ନାଥ, ନିଜ ମୁଖରେ ସ୍ୱୀକାର କରିଛନ୍ତି ଯେ “ଭକ୍ତିମାନ ଯ ସ ମେ ପ୍ରିୟ । ” ତେବେ ଏ ଜଗତରେ ଭକ୍ତିମାନ କିଏ ? ଆମେ ଜାଣିଛେ ସାଧାରଣରେ ଯିଏ ଭକ୍ତ ସେହିଁ ଭକ୍ତିମାନ,ସିଏ…

ସପ୍ତମାତୃକାର ପଞ୍ଚମ ଦିନରେ ମାଁ ଭଦ୍ରକାଳୀଙ୍କ ଜଗଦ୍ଧାତ୍ରୀ ବେଶ

ଭଦ୍ରକ: ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ପଞ୍ଚମ ଦିନରେ ଆଜି ମା’ଙ୍କର ଜଗଦ୍ଧାତ୍ରୀ ବେଶ ଅନୁଷ୍ଠିତ ହୋଇଛି । ଜଗଦ୍ଧାତ୍ରୀ ବେଶରେ ମା’ଙ୍କର ଆଜି ବାଘ ବାହନ ଥିବା ବେଳେ ମୁଖ ମଣ୍ଡଳ କୃଷ୍ଣ ବର୍ଣ୍ଣ ଥିଲା । ମା’ ନାଲି ପାଟ ବସ୍ତ୍ର ପରିଧାନ କରିଥିବା ବେଳେ ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାରରେ…

୫୬ବର୍ଷ ହେବ ଜାରି ରହିଛି ଅଖଣ୍ଡ ରାମାୟଣ ପାଠ: ଭକ୍ତଙ୍କ ସହ ନିଜେ ବସି ରାମାୟଣ ଶୁଣନ୍ତି ହନୁମାନ

ଜବଲପୁର: ଭାରତ ଏକ ମନ୍ଦିର ମାଳିନୀର ଦେଶ  । ଏଠାରେ ଅନେକ ମଠ ମନ୍ଦିର ରହିଛି  । ବହୁ ଧର୍ମାବଲମ୍ବୀର ଲୋକ ଏଠାରେ ବସବାସ କରନ୍ତି  । ପ୍ରତ୍ୟେକ ଦିନ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଐତିହାସିକ ସ୍ଥଳୀ କୁହନ୍ତୁ ବା ମଠ ମନ୍ଦିର ବୁଲିବାକୁ ଯାଆନ୍ତି  । କିନ୍ତୁ ଏସବୁ ମନ୍ଦିର ପଛରେ ଯେଉଁ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଆତ୍ମା ସ୍ଵରୂପ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଆତ୍ମା ସ୍ୱରୂପ ଶ୍ରୀ ଜଗନ୍ନାଥ । ଆଜି ପର୍ଯ୍ୟନ୍ତ ଆମେ ଆଲୋଚନା କଲେ ମୁଖ୍ୟତଃ ଶ୍ରୀମନ୍ଦିରରେ ବିରାଜିତ ଶ୍ରୀଜଗନ୍ନାଥଙ୍କ ବିଷୟରେ । ଏଠି ଗୋଟିଏ ଭାଗବତ ଉକ୍ତି ମନେପଡୁଛି : “ସକଳ ପ୍ରାଣୀ…

କାହିଁକି ପାଳନ କରାଯାଏ ପଞ୍ଚୁକ ବ୍ରତ, ଜାଣନ୍ତୁ ଏହାର ମାହାତ୍ମ୍ୟ ଓ ପୂଜା ବିଧି

ଭୁବନେଶ୍ଵର: କାର୍ତ୍ତିକ ମାସର ଶେଷ ପାଞ୍ଚଦିନରେ ପାଳନ କରାଯାଏ ପଞ୍ଚୁକ ବ୍ରତ । କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଞ୍ଚ ଦିନକୁ ପଞ୍ଚୁକ କୁହାଯାଏ । ଆସନ୍ତା ୨୨ରୁ ତାରିଖରୁ ଆରମ୍ଭ ହେବ ପଞ୍ଚୁକ । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ କରିପାରନ୍ତି ନାହିଁ, ସେମାନେ…