Latest Odisha News

BREAKING NEWS

Browsing Category

ରଥ ପଥ ଜଗନ୍ନାଥ

ଶ୍ରୀଜଗନ୍ନାଥଙ୍କୁ ଛୁଇଁ ଅପବିତ୍ର କରିବାକୁ ଚେଷ୍ଟା କରିଥିଲେ ଏହି ମୋଗଲ ଶାସକ, ଜାଣନ୍ତୁ ସେ କିଏ?

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ମହିମା ବିଷୟରେ ଆଲୋଚନା କଲେ ତାହା ସମାପ୍ତ ହେବ ନାହିଁ । ପ୍ରତ୍ୟେକ ଭକ୍ତ ବ୍ୟକ୍ତଗତ ଭାବେ ତାଙ୍କ ମହିମା ସହ ଜଡିତ । ତେବେ ମୋଗଲମାନଙ୍କ ବାରମ୍ବାର ଆକ୍ରମଣ ଏବଂ ଶ୍ରୀଜଗନ୍ନାଥଙ୍କୁ ଅପବିତ୍ର କରିବା ଷଡଯନ୍ତ୍ରକୁ କିପରି ନିଜେ ଠାକୁର ରୋକିଥିଲେ ତାହା…

ପୁରୀର ପବିତ୍ର କଣ୍ଡୁ ଆଶ୍ରମ; ଯେଉଁଠି ପ୍ରସିଦ୍ଧ ପଣ୍ଡୁ ନୃସିଂହ ପାଆନ୍ତି ପୂଜା…

ପୁରୀ: ଜଗନ୍ନାଥ ମନ୍ଦିରର ଉତ୍ତର ପଶ୍ଚିମ ଦିଗରେ ମାର୍କଣ୍ଡେଶ୍ୱର ସାହି ରହିଛି । ପୁରୀ ସହରର ଏହି ପୁରାତନ ସାହିର ଶେଷ ଭାଗରେ ମାର୍କଣ୍ଡେଶ୍ୱର ମହାଦେବ ମନ୍ଦିର ଓ ସରୋବର ରହିଛି । ଏହାର ନିକଟରେ ମାର୍କଣ୍ଡେୟ ଆଶ୍ରମ ଅବସ୍ଥାପିତ । ପ୍ରଥମେ ଏଠାରେ ସପ୍ତ ମାତୃକା ମୂର୍ତି ପୂଜା ପାଉଥିଲେ ।…

ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଭୃଗୁ ଆଶ୍ରମ; ଯେଉଁଠି ପୂଜା ପାଆନ୍ତି କଂସର ଚୌକିଦାର ଉଗ୍ରସେନ !

ପୁରୀ: ଶ୍ରୀମନ୍ଦିରର ଦକ୍ଷିଣ ପାଶ୍ୱର୍ରେ ବାଲିସାହିରେ ପୁରାତନ ଓ ପାରମ୍ପାରିକ ମୂଲ୍ୟବୋଧରେ ଭରପୂର ଭୃଗୁ ଆଶ୍ରମ ରହିଛି । ଏହି ସାହିର ଦାଣ୍ଡରେ ପ୍ରତି ଅମବାସ୍ୟାରେ ନାରାୟଣ ସାଗର ବିଜେ କରନ୍ତି । ବର୍ତମାନ ଏହାର ପ୍ରକୃତ ରକ୍ଷଣାବେକ୍ଷଣା ହେଉ ନ ଥିବାରୁ ଭକ୍ତ ତଥା ପର୍ଯ୍ୟଟକଙ୍କୁ ବିଶେଷ…

ପୁରୀର ପ୍ରସିଦ୍ଧ ଅଙ୍ଗିରା ଆଶ୍ରମ: ଯେଉଁଠି ଋଷି ଅଙ୍ଗିରା କରୁଥିଲେ ତପସ୍ୟା !

ପୁରୀ: ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ପାରମ୍ପରିକ ମୂଲ୍ୟବୋଧରେ ପରିପୂର୍ଣ୍ଣ । ଏହା ସହିତ ଯାହା କିଛି ଜଡିତ ହୁଏ ତାହା ମଧ୍ୟ ଲୋକପ୍ରିୟ ହୋଇଯାଏ । ଶ୍ରୀକ୍ଷେତ୍ରରେ ଥିବା ୪ଟି ଆଶ୍ରମ ଏଥିରୁ କିପରି ବା ବାଦ୍ ପଡନ୍ତା । ପୁରୀ ମନ୍ଦିର ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ଏହି ଆଶ୍ରମଗୁଡିକ ହେଲା…

ଆସନ୍ତୁ, ପବିତ୍ର ପୁରୀ ଶ୍ରୀକ୍ଷେତ୍ରରେ କରିବା ତୀର୍ଥ…

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଅବସ୍ଥାପନ କରନ୍ତ୍ି ବିଶ୍ୱ ନିୟନ୍ତାର ଶ୍ରଷ୍ଠା ପ୍ରଭୂ ଶ୍ରୀ ଜଗନ୍ନାଥ । ପୁରୀର ଭୌଗଳିକ ସ୍ଥିତି ଓ ଐତିହ୍ୟ ଏତେ ଶକ୍ତିଶାଳୀ ଯେ, ଏଥିପାଇଁ ଦେଶ ବିଦେଶରୁ ଛୁଟି ଆସନ୍ତି ଲକ୍ଷ ଲକ୍ଷ ଭକ୍ତ । ତେବେ ଜଗନ୍ନାଥଙ୍କ ସାନ୍ନିଧ୍ୟ ପାଇବା ପାଇଁ ଓ ପାପମୁକ୍ତ ହେବା…

ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ: ଜଗତର ବଡ଼ଠାକୁର ଶ୍ରୀଜଗନ୍ନାଥ କିପରି ହୁଅନ୍ତି ପଢୁଆଁ, ଜାଣନ୍ତୁ…

ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀକୁ‘ ପ୍ରଥମାଷ୍ଟମୀ’ କୁହାଯାଏ । ଓଡ଼ିଆ ପଞ୍ଜିକା ଅନୁସାରେ ମାର୍ଗଶୀର ମାସକୁ ବର୍ଷର ଆଦ୍ୟମାସ ବା ପ୍ରଥମମାସ ଭାବରେ ଗଣନା କରାଯାଏ । ସେଥପାଇଁ ‘ମାର୍ଗଶିର’ ମାସକୁ ‘ଅଗ୍ରହାୟଣ ମାସ’ ବୋଲି କୁହାଯାଇଥାଏ । ବର୍ଷର ପ୍ରଥମମାସର ପ୍ରଥମ ଅଷ୍ଟମୀକୁ…

ଜାଣନ୍ତୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୬ଟି ଭୋଗର ସମ୍ପୂର୍ଣ୍ଣ ନାମ !

ପୁରୀ: ଅକଥନୀୟ ଏବଂ ଅବର୍ଣ୍ଣନୀୟ ବିଶ୍ୱାସର ବହୁ ଦୂରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସତ୍ତା । ଯେଉଁ ଭକ୍ତ ଯେପରି ଭାବେ ମହାପ୍ରଭୁଙ୍କୁ ଭାବୁଥାଏ ତାହା ଲାଗି ସେହି ଭାବଗ୍ରାହୀ ଠିକ୍ ସେହିପରି । ନୀଳାଚଳ ନିବାସୀ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ ପୁରୁଷ । ସମ୍ପୂଣ୍ଣ ଜୀବନ୍ତ…

ଆମେରିକାରେ ପାଳିତ ହେଲା ରଥଯାତ୍ରା, ‘ହରିବୋଲ୍’ ଧ୍ୱନୀରେ କମ୍ପିଲା ଚିକାଗୋ…

ଚିକାଗୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ସୁଦୂର ଆମେରିକାର ଚିକାଗୋ ସହରରେ ପାଳିତ ହୋଇଯାଇଛି । ଚିକାଗୋ ସହରରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ୱାରା ସ୍ଥାପିତ ‘ଶ୍ରୀ ଜଗନ୍ନାଥ ସୋସାଇଟି ଅଫ ଗ୍ରେଟର୍ ଚିକାଗୋ’ ଆନୁକୂଲ୍ୟରେ ମହାପ୍ରଭୁଙ୍କ ଘୋଷଯାତ୍ରା ସମେତ,…

ନୀଳାଦ୍ରି ବିଜେ: ପତ୍ନୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରନ୍ତି ମହାପ୍ରଭୁ…

ପୁରୀ: ଦୀର୍ଘ ୧୨ ଦିନର ରାଗ-ଅଭିମାନ ଆଜି ସ୍ୱାଦିଷ୍ଟ ରସଗୋଲାରେ ସମାପ୍ତ ହେବ । ପତ୍ନୀଙ୍କୁ ନ’ଡ଼ାକି ନ’କହି ଭାଇ-ଭଉଣୀଙ୍କୁ ସାଥିରେ ନେଇ ରଥରେ ବୁଲି ଯାଇଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଆଜି ଫେରୁଛନ୍ତି ପ୍ରାଣପ୍ରିୟା ପତ୍ନୀ ମହାଲକ୍ଷ୍ମୀଙ୍କ ଶ୍ରୀମନ୍ଦିରକୁ । ସମସ୍ତ କ୍ରୋଧ ରାଗ ରୁଷା…

ଆଜି ନୀଳାଦ୍ରି ବିଜେ କରିବେ ଶ୍ରୀଜିଉ

ଭୁବନେଶ୍ୱର : ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଯାଇଥିବା ବେଳେ ସୋମବାର ଦିନ ନୀଳ କନ୍ଦରକୁ ବିଜେ କରୁଛନ୍ତି ତିନି ଠାକୁର । ପରମ୍ପରା ଅନୁଯାୟୀ ସୁନାବେଶ ଓ ଅଧରପଣା ଭୋଗର ଠିକ୍ ପରଦିନ ଶ୍ରୀଜିଉଙ୍କମାନେ ଗୋଟି ପହଣ୍ଡିରେ ବିଜେ କରି ରତ୍ନ ସିଂହାସନରେ…