Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

ଏହି ମନ୍ଦିରରେ ପ୍ରସାଦ ଭାବେ ଠାକୁରଙ୍କୁ ଅର୍ପଣ ହେଉଛି ମାସ୍କ !

ବାରାଣସୀ: ଦେଶରେ ଭୟଙ୍କର ରୂପ ନେବାରେ ଲାଗିଛି ମହାମାରୀ କରୋନା । ପ୍ରତିଦିନ ପାଖାପାଖି ୫୦ ହଜାର ନୂଆ ଆକ୍ରାନ୍ତ ଦେଶରେ ଚିହ୍ନଟ ହେଉଛନ୍ତି। କରୋନା ଯୋଗୁଁ ଅନେକ ସ୍ଥାନରେ ଲାଗିଛି ଅନେକ ପ୍ରକାରର କଟକଣା । ଏହି ସଙ୍କଟ ସମୟରେ ସବୁ ଧାର୍ମିକ ସ୍ଥାନରେ ମଧ୍ୟ ରୀତିନୀତି ସବୁକୁ ବନ୍ଦ…

ଆଦର୍ଶ ଯୁବଗାୟକ : ଜୟଚନ୍ଦ୍ର ବଡଦଳାଇ

ବର୍ତ୍ତମାନର ପ୍ରତିଭାଧର ଯୁବ ଗାୟକମାନଙ୍କ ମଧ୍ୟରେ ଅନ୍ୟତମ ଜୟଚନ୍ଦ୍ର ବଡଦଳାଇ । ଖୁବ୍ କମ୍ ସମୟ ମଧ୍ୟରେ ପାଲା ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି, ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ଜୟଚନ୍ଦ୍ର । ୧୯୮୨ ମସିହା ଆଷାଢ ମାସ ଏକାଦଶୀ ଦିନ ପୁରୀ ଜିଲ୍ଲା ବ୍ରହ୍ମଗିରି…

ଆଧୁନିକତା ମଧ୍ୟରେ ହଜିଯାଉଛି ପାରମ୍ପରିକ ବାଦ୍ୟର ଚାହିଦା !

ଭୁବନେଶ୍ୱର: ପୂଜା, ବାହାଘର, ବ୍ରତ ସହ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟକ୍ରମ ମାନଙ୍କରେ ବାଜା, ତୁରୀ, ମହୁରୀ, ତାସା ଓ ନିଶାନ ବାଜୁନଥିଲେ ଶୁଭ କାର୍ଯ୍ୟ ଆଗେଇ ପାରୁନଥିଲା । ଏସବୁ ବଜାଇବା ପାଇଁ କାହାର ଅନୁମତୀ ନେବାକୁ ପଡ଼ୁନଥିଲା । ଯେତେବେଳେ ଯିଏ ଇଚ୍ଛା କଲା ଏହି ପାରମ୍ପରିକ ବାଦ୍ୟତାଳରେ…

ପାଲା ଜଗତର ପ୍ରତିଭାଦୀପ୍ତ ଗାୟକ: ଶରତ ଚନ୍ଦ୍ର ଦାଶ

ଭୁବନେଶ୍ୱର: କର୍ମକାଣ୍ଡବିତ୍, କବି, ଗାୟକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଦାଶ ପାଲା ଜଗତରେ ଜଣେ ପ୍ରତିଭାଦୀପ୍ତ ଗାୟକ । ଅଜାଘର ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରଇଁଶୋଲ ଗ୍ରାମରେ ୧୯୬୮ ମସିହା ଡିସେମ୍ବର ୧୩ ତାରିଖ ପୌଷ କୃଷ୍ଣ ଅଷ୍ଟମୀ ଶୁକ୍ରବାର ଦିନ ଜନ୍ମଗ୍ରହଣ କରିଥିଲେ । ନିଜଘର…

ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଯୁବପିଢ଼ିଙ୍କ ନିଆରା ଅଭିଯାନ ‘ଘରେ ଘରେ ଜଗନ୍ନାଥ’

କଟକ: ଭାଇଚାରାର ସହର କଟକରେ ଦେଖିବାକୁ ମିଳିଛି ଏକ ନିଆରା ଜିନିଷ। କିଛି ଯୁବପିଢି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଘର କାନ୍ଥ ମାନଙ୍କରେ ମହାପ୍ରଭୁଙ୍କ ଚିତ୍ର ଅଙ୍କନ କରି ଆରମ୍ଭ କରିଛନ୍ତି ଘରେ ଘରେ ଜଗନ୍ନାଥ ଅଭିଯାନ। ଓଡିଶାର ସମସ୍ତ ସ୍ଥାନରେ ରଥଯାତ୍ରା ବନ୍ଦ ପରେ ଭକ୍ତ…

ପାଲା ଜଗତର ପ୍ରଚଣ୍ଡ ପ୍ରତିଭାଧର: କବି ଓ ଗାୟକ ଲକ୍ଷ୍ମୀଧର ପଣ୍ଡା

ସାମ୍ପ୍ରତିକ ଯୁବ ଏବଂ ପ୍ରବୀଣ ଗାୟକମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଗାୟକ ଜ୍ଞାନଗୌରବ ଲକ୍ଷ୍ମୀଧର ପଣ୍ଡା । ଜଣେ ଉଜ୍ଜ୍ୱଳ ପ୍ରତିଭା ସମ୍ପର୍ଣ୍ଣ ଗାୟକ ସହ ଜଣେ ବିଶିଷ୍ଟ କବି ଭାବରେ ମଧ୍ୟ ସେ ପାଲା ଜଗତରେ ପରିଚିତ । ପାଲା ଦୁନିଆରେ ଜଣେ ଆଦର୍ଶ ଗାୟକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି…

ପାଲା ଜଗତର ପ୍ରତିଭାଦୀପ୍ତ ଗାୟକ: ଚନ୍ଦ୍ରଶେଖର ପାଢୀ

ବର୍ତ୍ତମାନ ସମୟରେ ଯେଉଁ କେତେଜଣ ପ୍ରତିଷ୍ଠିତ ଯୁବ ଗାୟକ ପାଲା ଜଗତକୁ ଆଚ୍ଛନ୍ନ କରି ରଖିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଚନ୍ଦ୍ରଶେଖର ପାଢୀ । ଆକର୍ଷଣୀୟ ଚେହେରା ସାଙ୍ଗକୁ ଉଚ୍ଚକୋଟୀର ଗାୟନ ଏବଂ ସଂସ୍କୃତରେ ପାରଦର୍ଶିତା ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଛି । ୧୯୮୦ ମସିହା…

ପାଲା ଦୁନିଆର ଆକର୍ଷଣୀୟ ବ୍ୟକ୍ତିତ୍ୱ; ଶଙ୍କର ପଣ୍ଡା

ଭୁବନେଶ୍ୱର: ପାଲା ଜଗତର ଅମ୍ଳାନ ପ୍ରତିଭା ଶଙ୍କର ପଣ୍ଡା । ଆକର୍ଷଣୀୟ ଚେହେରା ସାଙ୍ଗକୁ ଶ୍ରୁତିମଧୁର କଣ୍ଠସ୍ୱର ଏବଂ ପ୍ରଚଣ୍ଡ ଜ୍ଞାନ ତାଙ୍କୁ ପାଲା ଦୁନିଆଁରେ ସ୍ୱତନ୍ତ୍ର ସ୍ଥାନ ଦେଇଥିଲା । ୧୯୪୫ ମସିହାରେ ବର୍ତ୍ତମାନର ଖୋର୍ଦ୍ଧା ଜିଲ୍ଲାର ତଣ୍ଡାଳ ଗ୍ରାମରେ ଏକ ନୈଷ୍ଠିକ ବ୍ରାହ୍ମଣ…

‘ରଜ ପର୍ବ’କୁ ନେଇ କ’ଣ ରହିଛି ବିଶ୍ବାସ ଓ ପରମ୍ପରା

ଭୁବନେଶ୍ୱର: ରଜ ପର୍ବ ଓଡ଼ିଶାର ଏକ ଗଣପର୍ବ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ପାଳନ କରନ୍ତି । ତିନିଦିନ ଧରି ଏହା ପୁରପଲ୍ଲୀରେ ବେଶ୍ ଜାକଜମକରେ ପାଳିତ ହୋଇଥାଏ । ସାଧାରଣତଃ ଜ୍ୟେଷ୍ଠ ମାସର ଶେଷ ଦିନକୁ ପହିଲି ରଜ କୁହାଯାଏ । ସେହିପରି ଆଷାଢ ମାସର ପ୍ରଥମ ଦିନକୁ…

ପ୍ରତିଭାଦୀପ୍ତ ଯୁବ ପାଲା ଗାୟକ: ଲମ୍ବୋଦର ବେହେରା

ଭୁବନେଶ୍ୱର: ବର୍ତ୍ତମାନ ସମୟର ଜଣେ ଉଦୀୟମାନ ପ୍ରତିଭାଦୀପ୍ତ ପ୍ରବୀଣ ଯୁବ ପାଲା ଗାୟକ ଭାବେ ସାରା ରାଜ୍ୟରେ ପରିଚିତ ଲମ୍ବୋଧର ବେହେରା । ପୁରୀ ଜିଲ୍ଲା ନିରାକାରପୁର କଉଡିଖଣି ଗ୍ରାମରେ ୧୯୭୩ ମସିହା ସେପ୍ଟେମ୍ବର ୧୭ ତାରିଖରେ ଲମ୍ବୋଦର ଜନ୍ମ ଗ୍ରହଣ କରିଥିଲେ । ବାପା ଲକ୍ଷ୍ମୀଧର ବେହେରା ଓ…