Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

କିପରି ଘଟିଲା କୋଣାର୍କ ମନ୍ଦିରର ଅବକ୍ଷୟ, ଜାଣନ୍ତୁ !  

ଭୁବନେଶ୍ୱର: ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା କୋଣାର୍କ ମନ୍ଦିର ତୋଳାଯାଇଥିଲା ବୋଲି ଇତିହାସ କହେ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର…

ଆପଣ ଜାଣନ୍ତି କି ଚାଇନା ପରେ ଭାରତରେ ରହିଛି ଦ୍ଵିତୀୟ ଦୀର୍ଘତମ ୱାଲ !

ଭୁବନେଶ୍ୱର: 'ଦ ଗ୍ରେଟ ୱାଲ ଅଫ ଚାଇନା' । ପ୍ରାୟତଃ ଆମେ ସମସ୍ତେ ଏହି ନାଁ ଟି ଶୁଣିଥିବା। ଚାଇନା ସ୍ଥିତ ଏହି ଗ୍ରେଟ ୱାଲ କୁ ବିଶ୍ୱର ଦୀର୍ଘତମ ୱାଲ ବା କାନ୍ଥ ବୋଲି କୁହାଯାଏ। ତେବେ ମନକୁ ଆସେ ବିଶ୍ୱର ୨ୟ ଦୀର୍ଘତମ ୱାଲ କେଉଁଠାରେ ରହିଛି? ତେବେ ଏହାର ଉତ୍ତର ହେଉଛି ଭାରତ। ଆଜ୍ଞା ହଁ ।…

ଓଡ଼ିଶାକୁ ବିଶ୍ୱ ଦରବାରରେ ସ୍ବତନ୍ତ୍ର ପରିଚୟ ଦେଇଥିବା ଓଡିଶୀ ନୃତ୍ୟ ସମ୍ପର୍କରେ କିଛି କଥା

ଭୁବନେଶ୍ୱର: ଭାରତରେ ପ୍ରଚଳିତ ଶାସ୍ତ୍ରୀୟ ନୃତ୍ୟମାନଙ୍କ ମଧ୍ୟରୁ ଓଡ଼ିଶୀ ନୃତ୍ୟ ଅନ୍ୟତମ । ଏହାର ପରମ୍ପରା ଅତି ପ୍ରାଚୀନ । ଏହା ବିଶ୍ୱ ଦରବାରରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ କହିଲେ ଅତ୍ୟୁକ୍ତି ହେବ ନାହିଁ। ଓଡ଼ିଶୀନୃତ୍ୟର ପ୍ରାଚୀନତା ପ୍ରତିପାଦନ କରେ ଖାରବେଳଙ୍କ ସମୟରେ…

ରସହ୍ୟମୟ ଶଙ୍କର ମନ୍ଦିର; ଯେଉଁଠି ୧୨ ବର୍ଷରେ ଥରେ ହୁଏ ଭୀଷଣ ବଜ୍ରପାତ!

ଭୁବନେଶ୍ୱର: ଦେବ ଭୂମି ଭାରତ । ଅନେକ ରହସ୍ୟରେ ଭରି ରହିଛି ଏଠାକାର ଦେବୀଦେବତାଙ୍କ ମନ୍ଦିର। ଅନ୍ୟ ସମସ୍ତ ସ୍ଥାନ ମାନଙ୍କ ଭଳି ହିମାଚଳ ପ୍ରଦେଶରେ ରହିଛି ମନ୍ଦିରର ସମାହାର । ଏହାକୁ ଦେବଭୂମି ବୋଲ ମଧ୍ୟ କୁହାଯାଏ।ଏଠାକାର ଅନେକ ମନ୍ଦିର ରହିଛି ଯାହା ନିଜର ବିଶେଷତ୍ୱ ପାଇଁ ବେଶ…

କେଉଁ ରୀତିନୀତି ଓ ବିଧି ସହ ପାଳନ ହୁଏ ନୂଆଁଖାଇ ପର୍ବ, ଜାଣନ୍ତୁ

ଭୁବନେଶ୍ୱର: ସମଗ୍ର ଓଡ଼ିଶାରେ ବିଶେଷ କରି ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାସମୂହରେ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । କିପରି ହୁଏ ପାଳନ: ଏହି ଦିନଟିର ଅମୃତବେଳା ବା ଶୁଭବେଳା ଜ୍ୟୋତିଷମାନଙ୍କ ଦ୍ଵାରା ନିର୍ଣ୍ଣୟ କରାଯାଇ ସେହି ମୁହୂର୍ତ୍ତରେ ନୂଆଭାବରେ ଅମଳ କରାଯାଇଥିବା ଷାଠିଆଧାନରୁ…

କରୋନା ପାଇଁ ଫିକା ପଡିଲା ସୁବର୍ଣ୍ଣପୁରର ପ୍ରସିଦ୍ଧ ହନୁମାନ ଉତ୍ସବ

ସୁବର୍ଣ୍ଣପୁର: ସପ୍ତପୁରୀ ଅମାବାସ୍ୟା ବା ପୁରାଉଆଁସ । ଏହାକୁ ହନୁମାନ ଉତ୍ସବ ଐତିହାସିକ ଲଙ୍କାପୋଡି ପର୍ବ ବୋଲି ମଧ୍ୟ କୁହାଯାଇଥାଏ । ଆଜି ସୁବର୍ଣ୍ଣପୁର ସହର ରେ ପାଳିତ ହେବ ଏହି ବିଶ୍ୱପ୍ରସିଦ୍ଧ ପର୍ବ । ଆଜି ସଂଧ୍ୟାରେ ମାଟି ତିଆରି ଟେରାକୋଟା ହନୁମାନ କୁ ନେଇ ପାଳନ କରାଯାଇଥାଏ ଏହି ପର୍ବ…

ରହସ୍ୟମୟ ଶିବ ମନ୍ଦିର; ଯେଉଁଠି ୧୨ ବର୍ଷକୁ ଥରେ ଶିବଲିଙ୍ଗ ଉପରେ ହୁଏ ବଜ୍ରପାତ!

ଭୁବନେଶ୍ୱର: ଦେବ ଭୂମି ଭାରତ । ଅନେକ ରହସ୍ୟରେ ଭରି ରହିଛି ଏଠାକାର ଦେବୀଦେବତାଙ୍କ ମନ୍ଦିର। ଅନ୍ୟ ସମସ୍ତ ସ୍ଥାନ ମାନଙ୍କ ଭଳି ହିମାଚଳ ପ୍ରଦେଶରେ ରହିଛି ମନ୍ଦିରର ସମାହାର । ଏହାକୁ ଦେବଭୂମି ବୋଲ ମଧ୍ୟ କୁହାଯାଏ।ଏଠାକାର ଅନେକ ମନ୍ଦିର ରହିଛି ଯାହା ନିଜର ବିଶେଷତ୍ୱ ପାଇଁ ବେଶ…

ବଡ଼ଦେଉଳକୁ ସପ୍ତପୁରୀ ତାଡ଼ ବିଜେ

ପୁରୀ: ଭାଦ୍ରବ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ଅବସରରେ ମଙ୍ଗଳବାର ଶ୍ରୀମନ୍ଦିରର ସ୍ଵତ୍ତ୍ୱଲିପି ଅନୁଯାୟୀ ଅଠରନଳା ସ୍ଥିତ ମା ଆଲାମଚଣ୍ଡୀ ମନ୍ଦିରରୁ ଶ୍ରୀମନ୍ଦିରକୁ ସପ୍ତପୁରୀ ଅମାବାସ୍ୟା ତାଡ଼ ବିଜେ ହୋଇଯାଇଛି । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ମଧ୍ୟାହ୍ନ ଧୂପ ସରିବା ପରେ ଶ୍ରୀମନ୍ଦିରରୁ…

ପାଲା ଆକାଶର ଉଜ୍ୱଳ ନକ୍ଷତ୍ର: ଗାୟକ ସରୋଜ ଅନନ୍ତ ଚରଣ ମହାପାତ୍ର

ପାଲା ଆକାଶର ଉଜ୍ୱଳ ନକ୍ଷତ୍ର ଗାୟକ ସରୋଜ ଶ୍ରୀଯୁକ୍ତ ଅନନ୍ତ ଚରଣ ମହାପାତ୍ର । ମାଆ ସାରଳାଙ୍କ ବରପୁତ୍ର ଶ୍ରୀଯୁକ୍ତ ମହାପାତ୍ର ରାଜ୍ୟର ପୁରପଲ୍ଲୀରେ ପ୍ରତିଷ୍ଠା ଅର୍ଜନ କରିବା ସହ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ…

ପୁନର୍ଜୀବନ ପାଇଲା ସମ୍ବଲପୁରର ରାଣୀ ବଖରୀ, ହେଲେ ରାସ୍ତା ନିର୍ମାଣରେ ଅଟକିଛି କଣ୍ଟା

ସମ୍ବଲପୁର: ସମ୍ବଲପୁର ରାଜଶାସନ ମୂକ ସାକ୍ଷୀ ରାଣୀ ବଖରୀ ବା ରାଣୀ ମହଲ । ୧୬୬୦ ମସିହାରେ ରାଜା ବଳିଆରସିଂହ ନିଜ ରାଣୀଙ୍କ ପାଇଁ ତିଆରି କରିଥିଲେ ଏହି ମହଲ । ତିନି ମହଲା ବିଶିଷ୍ଟ ଏହି ମହଲରେ ରହିଛି ୧୬ଟି ବଖରା । ଦିନେ ରାଣୀ ଓ ତାଙ୍କ ସହଯୋଗୀମାନଙ୍କ କୋଳାହଳରେ ପୁରି ଉଠୁଥିବା ଏହି ମହଲ…