Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

ଲକ୍‌ଡାଉନ ଡାଏରୀ: ନୃତ୍ୟ ଶିଳ୍ପୀ କବିତା ଦ୍ୱିବେଦୀ ପୁରୁଣା ଅନୁଭୂତିକୁ କଲମରେ ସାଁଉଟିବାରେ ବ୍ୟସ୍ତ

ଭୁବନେଶ୍ୱର: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁଁ ସାଧାରଣ ଜୀବନରେ ବ୍ୟସ୍ତତା ମଧ୍ୟରେ ରହୁଥିବା ଲୋକଙ୍କୁ ନିଜ ପାଇଁ ସମୟ ମିଳିଛି । ନିତିଦିନିଆଁ ଧାଁ ଦୌଡ ଭିତରୁ ବାହାରି ଆସି ସେମାନେ ଦୀର୍ଘଦିନରୁ ଅଟକି ରହିଥିବା ନିଜର…

ଲକଡାଉନ ଯୋଗୁଁ ବନ୍ଦ ହେଲା ମା’ ପାଟମଙ୍ଗଳାଙ୍କ ପ୍ରସିଦ୍ଧ ପାଟୁଆ ଯାତ୍ରା

ଭଦ୍ରକ: ମାରାତ୍ମକ କରୋନା ପାଇଁ ସାରାଦେଶରେ ଜାରି ରହିଛି ଲକଡାଉନ । କରୋନା ସଂକ୍ରମଣ ବିସ୍ତାରରେ ରୋକ ଲଗାଇବା ପାଇଁ ସାମାଜିକ ଦୁରତାକୁ ଗୁରୁତ୍ୱ ଦିଆ ଯାଉଛି । ସାମାଜିକ ଦୂରତା ରକ୍ଷା କରାଇବା ପାଇଁ ବିଭିନ୍ନ ମେଳା, ମହୋତ୍ସବକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି । ତେବେ ଲକଡାଉନକୁ…

ମାସ୍କ ପିନ୍ଧି କରୋନା ସଂକ୍ରମଣଠୁଁ ସୁରକ୍ଷିତ ରୁହନ୍ତୁ; ଶିଳ୍ପୀ ସୁଦର୍ଶନଙ୍କ ଚମତ୍କାର ବାଲୁକାକଳା

ପୁରୀ: ମରଣାନ୍ତକ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଯୋଗୁଁ ଏବେ ସାରା ବିଶ୍ୱବାସୀ ଆତଙ୍କିତ । ଏହି ଅବସରରେ ଘରୁ ନବାହାରି ଘରେ ସୁରକ୍ଷିତ ରହିବା ଲାଗି ଓଡ଼ିଶା ସରକାରଙ୍କ ସମେତ କେନ୍ଦ୍ର ସରକାର ଜନସାଧାରଣଙ୍କୁ ସଚେତନ କରିବାରେ ଲାଗିଛନ୍ତି । Protect yourself & others. “Let's…

ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରାଇବାରେ ନିଜର ସର୍ବସ୍ୱ ପ୍ରତିପାଦନ କରିଥିବା ବୀରଙ୍କୁ…

ଭୁବନେଶ୍ୱର: ଏପ୍ରିଲ ୧, ଉତ୍କଳ ଦିବସ ।୧୯୩୬ ମସିହାରେ ଏହି ଦିନରେ ବ୍ରିଟିଶ ସରକାର ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିଥିଲେ। ବହୁ ଘାତ-ପ୍ରତିଘାତ ମଧ୍ୟରେ ଏହି ଦିନ ସ୍ୱତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା । ଏହା ଥିଲା ଊନବିଂଶ ଶତାଦ୍ଦୀର ଶେଷ ଭାଗରୁ ଆରମ୍ଭ ହୋଇଥିବା…

ଓଡ଼ିଆ ଭାଷା ଲଢେଇରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅବଦାନ…

ଭୁବନେଶ୍ୱର: କୋଟି କୋଟି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ ଉତ୍କଳ ଦିବସ । ତେବେ ଆଜି ଆମେ ଅନୁଭବ କରୁଥିବା ଏହି ଗୌରବରେ ଆମକୁ ମଣ୍ଡିତ କରିଥିବା ମହାପୁରୁଷ ମାନଙ୍କ ପାଖରେ ଏହି ଓଡ଼ିଆ ଜାତି ଚୀର ରୁଣୀ । ଓଡ଼ିଆ ଭାଷା ଯୁଦ୍ଧରେ ଉତ୍କଳ ଗୌରବ ମଧୁସୂଦନଙ୍କ ଅବଦାନ ସମ୍ପର୍କରେ ଜାଣନ୍ତୁ..…

ଓଡିଶାର ଯଶ ବଖାଣୁ ଥିବା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା

ଭୁବନେଶ୍ୱର: ବ୍ରିଟିଶ ସରକାର ୧୯୩୬ ମସିହା ଏପ୍ରିଲ ୧ ରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିଥିଲେ। ଓଡ଼ିଶାକୁ ୮୪ ବର୍ଷ ପୂରି ଚାଲିବ ୮୫ ବର୍ଷ । ଏହି ଅବସରରେ ଆସନ୍ତୁ ଜାଣିବା ଓଡ଼ିଶା ମାଟିର କୃତିତ୍ୱ ତଥା ଯଶ ଗାନ କରୁଥିବା 'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତର ଇତିହାସ…

ଉତ୍କଳ ଦିବସ: କିଭଳି ସୃଷ୍ଟି ହେଲା ଓଡ଼ିଶା ପ୍ରଦେଶ,ଜାଣନ୍ତୁ

ଭୁବନେଶ୍ୱର:ଏପ୍ରିଲ ୧ ତାରିଖ, ୧୯୩୬ ମସିହାରେ ସ୍ୱତନ୍ତ୍ର ରାଜ୍ୟର ସମ୍ମତି ପ୍ରାପ୍ତ କଲା ଉତ୍କଳ (ଓଡ଼ିଶା) । କିପରି ଥିଲା ଏହି ସମ୍ପୂର୍ଣ୍ଣ ଯାତ୍ରା ଆସନ୍ତୁ ଜାଣିବା... ୧୮୭୫ରେ ବାଲେଶ୍ୱରର ରାଜା ଶ୍ୟାମାନନ୍ଦ ଦେ ଏବଂ ଦେଶବ୍ରତୀ ବିଚିତ୍ରାନନ୍ଦ ଦାସଙ୍କ ଦ୍ୱାରା ସ୍ୱତନ୍ତ୍ର…

କାହିଁକି ଓ କେବେଠାରୁ ପାଳନ କରାଯାଉଛି ଉତ୍କଳ ଦିବସ, ଜାଣନ୍ତୁ

ଭୁବନେଶ୍ୱର: ଆସନ୍ତାକାଲି ଏପ୍ରିଲ ୧ ତାରିଖ । ସାରା ରାଜ୍ୟ ପାଇଁ ଏହା ଗୌରବର ଦିନ । ଏହିଦିନ ରାଜ୍ୟ ପାଳନ କରେ ଉତ୍କଳ ଦିବସ। ୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଏହି ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ । ଭାଷା ଭିତ୍ତିରେ…

ରାଷ୍ଟ୍ରୀୟ ନବବର୍ଷର ଅଭିନନ୍ଦନ…

ଭୁବନେଶ୍ୱର: ପାଶ୍ଚାତ୍ୟ ସଭ୍ୟତାକୁ ଆପଣାଇ ପ୍ରାୟ ଅନେକ ରାଷ୍ଟ୍ର ସହ ଆମେ ମଧ୍ୟ ଜାନୁଆରୁ ୧ କୁ ନବ ବର୍ଷ ରୂପେ ପାଳନ କରିଥାଉ । କିନ୍ତୁ ଜାନୁଆରୀ ୧ର ମଧ୍ୟରାତ୍ରର ଘନ ଅନ୍ଧାର ଭିତରେ ନବବର୍ଷର ସ୍ବାଗତ ଅପେକ୍ଷା ବର୍ଷ ପ୍ରତିପଦାର ନବ ପ୍ରଭାତର ମଙ୍ଗଳମୟ ମୂହୂର୍ତ୍ତ ଅଧିକ ବାସ୍ତବ ଧର୍ମି…

ପାଲା ଜଗତର ଅନନ୍ୟ ପ୍ରତିଭା ଗାୟକ ମଞ୍ଜୁଳ ଅଲେଖ ଦାଶ

ଭୁବନେଶ୍ୱର: ପାଲା ଜଗତର ଅନନ୍ୟ କଳାକାର ଅଲେଖ ଦାଶ । ଉଭୟ ଓଡିଆ ଏବଂ ସଂସ୍କୃତ ସାହିତ୍ୟରେ ପାଣ୍ଡିତ୍ୟପୂର୍ଣ୍ଣ ପାଲା ପରିବେଷଣ କରି ଜନମାନସକୁ ମନ୍ତ୍ରମୁଗ୍ଧ କରିବାରେ ସେ ବେଶ୍ ସିଦ୍ଧହସ୍ତ । ୧୯୫୦ ମସିହା ଆଷାଢ ମାସରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ମହାନ୍ତିପଡା ଗ୍ରାମରେ ଅଲେଖ ଦାଶ…