Latest Odisha News

BREAKING NEWS

Browsing Category

ମହା ବିଷୁବ ସଂକ୍ରାନ୍ତି

Maha Bishuba Sankranti

ପଣା ସଂକ୍ରାନ୍ତି: କିପରି ପ୍ରସ୍ତୁତ ହୁଏ ବେଲ ପଣା, ଜାଣନ୍ତୁ

ଭୁବନେଶ୍ୱର: ଆଜି ଓଡ଼ିଆ ନବ ବର୍ଷ ବା ପଣା ସଂକ୍ରାନ୍ତି । ଓଡ଼ିଶାର ଲୋକେ ଏହାକୁ ବେଶ୍ ଧୁମଧାମର ସହ ପାଳନ କରନ୍ତି । ଏହିଦିନ ଅଧିକାଂଶ ଓଡ଼ିଆ ଲୋକଙ୍କ ଘରେ ପଣା ପ୍ରସ୍ତୁତ ହୋଇଥାଏ । ପ୍ରାୟତଃ ଲୋକ ବେଲ ପଣା ପ୍ରସ୍ତୁତ କରିଥାନ୍ତି । ଆସନ୍ତୁ ଜାଣିବା ପଣା ସଂକ୍ରାନ୍ତିର ସ୍ୱତନ୍ତ୍ର ବେଲ…

ଉତ୍କଳୀୟ ପରମ୍ପରାରେ ଓଡ଼ିଆ ନବବର୍ଷ…

ଭୁବନେଶ୍ୱର: ନାନାଦି ପର୍ବପର୍ବାଣୀର କ୍ଷେତ୍ର ହେଉଛି ଓଡ଼ିଶା। ଏଠାରେ ବାର ମାସରେ ତେର ପର୍ବ। ଏହି କ୍ରମରେ ଗ୍ରୀଷ୍ମ ଋତୁର ପ୍ରଥମ ପର୍ବ ହେଉଛି ମହାବିଷୁବ ସଂକ୍ରାନ୍ତି, ଯେଉଁଠାରୁ ଆରମ୍ଭ ହୁଏ ଓଡ଼ିଆ ନବବର୍ଷ। ଓଡ଼ିଆ ନୂତନ ବର୍ଷର ଏହା ପ୍ରଥମ ସଂକ୍ରାନ୍ତି। ଏହାକୁ ପଣା ସଂକ୍ରାନ୍ତି ବା ଜଳ…

ମହାବିଷୁବ ସଂକ୍ରାନ୍ତି, ଶ୍ରୀହନୁମାନ ଜୟନ୍ତୀ, ଓଡ଼ିଆ ନବବର୍ଷ; କାହିଁକି ଗୋଟିଏ ଦିନରେ ପାଳିତ ହୁଏ !

ଭୁବନେଶ୍ୱର: ଭାରତବର୍ଷରେ ବର୍ଷଗଣନା ସୌରମାସ ସଂକ୍ରାନ୍ତିଠାରୁ ଆରମ୍ଭ ହେଉଥିବା ବେଳେ ଚାନ୍ଦ୍ରମାସ ପୂର୍ଣ୍ଣମୀଠାରୁ ହୋଇଥାଏ । ବୈଶାଖ ମାସର ସଂକ୍ରାନ୍ତିକୁ ମେଷ ସଂକ୍ରାନ୍ତି କୁହାଯାଏ । ପୃଥିବୀର କ୍ରାନ୍ତି ପଥକୁ ୧୨ ଭାଗ ବା ୧୨ ମାସ କିମ୍ବା ୧୨ ରାଶିରେ ବିଭକ୍ତ କରାଯାଇଥାଏ । ଏଣୁ ବୈଶାଖ…

ଜାଣନ୍ତୁ, ଓଡ଼ିଶାରେ କିପରି ପାଳିତ ହୁଏ ପଣା ସଂକ୍ରାନ୍ତି…

ଭୁବନେଶ୍ୱର: ଓଡ଼ିଆ ପଞ୍ଜିକା ଅନୁସାରେ ବର୍ଷର ପ୍ରଥମ ସଂକ୍ରାନ୍ତିକୁ ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଇଥାଏ । ଏପରିକି ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ମଧ୍ୟ ପାଳନ କରାଯାଏ । ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ ।…