Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କଟକ ଓ ଖୋର୍ଦ୍ଧା ପାଇଁ ୩୦ କୋଟିର ପ୍ୟାକେଜ

ଭୁବନେଶ୍ୱର: ଗଂଜାମ ପରେ ଆଜି ଦୁଇ ଜିଲ୍ଲା କଟକ ଓ ଖୋର୍ଦ୍ଧା ର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଜିଲ୍ଲାର ସ୍ଥିତି ସମୀକ୍ଷା ପରେ କଟକ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ନେଇ କଟକ ଜିଲ୍ଲା ଓ ଖୋର୍ଦ୍ଧା…

ଡାକ୍ତରଙ୍କ ଅବସର ବୟସ ୬୨ରୁ ୬୫ ବର୍ଷକୁ ବୃଦ୍ଧି

ଭୁବନେଶ୍ୱର: ଡାକ୍ତରଙ୍କ ଅବସର ବୟୟ ସୀମା ବୃଦ୍ଧି । ୬୨ରୁ ୬୫କୁ ବୃଦ୍ଧି କଲେ ରାଜ୍ୟ ସରକାର । କୋଭିଡ ପରିସ୍ଥିତିରେ ଡାକ୍ତରମାନଙ୍କ ଗୁରୁ ଦାୟିତ୍ବ ରହିଛି। ଏହାକୁ ଦୃଷ୍ଟିରେ ରଖି ଓଏଚଏମଏସ୍ କ୍ୟାଡରର ଡାକ୍ତରମାନଙ୍କ ଅବସର ବୟସକୁ ୬୨ ରୁ ୬୫ ବର୍ଷକୁ ବୃଦ୍ଧି କରାଯାଇଛି । ଏନେଇ…

କରୋନାରୁ ସୁସ୍ଥ ହେଲେ ୯୫ ବର୍ଷ ବୟସ୍କ ବୃଦ୍ଧ; ଅଭିବାଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: କରୋନା ବିରୋଧରେ ଲଢେଇ କରି ଗଞ୍ଜାମ ଜିଲ୍ଲାର ଜଣେ ୯୫ ବର୍ଷ ବୟସ୍କ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଗତ ଜୁଲାଇ ୧୮ରେ ସୋରଡା ବ୍ଲକ ଅନ୍ତର୍ଗତ ଚାକୁଣ୍ଡା ଗାଁର ଉଦୟନାଥ ବିସୋଇ ସୀତାପାଲ୍ଲୀର ଟାଟା…

ସୁସ୍ଥ ହେଲେ ଆଉ ୪୦୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ତୁଳନାରେ ବଢ଼ୁଛି ସୁସ୍ଥ ହାର । ଆଜି ପୁଣି ଆଉ ୪୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ମୋଟ ଆରୋଗ୍ୟଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୦୯ରେ ପହଁଚିଛି । 5 from Jagatsinghpur 5 from Sonepur 4 each…

ଆସନ୍ତାକାଲି ଭୁବନେଶ୍ୱର ସାମ୍ବାଦିକଙ୍କର ଆଣ୍ଟିଜେନ୍ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ କ୍ଷିପ୍ର ଗତିରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ । ଏହି ସଂକ୍ରମଣରୁ କରୋନା ଯୋଦ୍ଧାମାନେ ମଧ୍ୟ ବାଦ୍ ପଡୁନାହାନ୍ତି । ସମସ୍ତଙ୍କୁ କବ୍‌ଜା କରି ନେଉଛି ଏହି କିଲର ଭାଇରସ । ଏହାରି ଭିତରେ ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ସମସ୍ତ ସାମ୍ବାଦିକମାନଙ୍କ ରାପିଡ୍…

ପାଠକଙ୍କୁ ଖବରକାଗଜ ସହ ମାସ୍କ ଫ୍ରି

ଶ୍ରୀନଗର: କରୋନାଠାରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ସଚେତନତା । ଏଥିସହ ସାମାଜିକ ଦୂରତା ଓ ମାସ୍କ । ଏହି ଭାଇରସରୁ ବଂଚିବା ପାଇଁ ଏହା ନିହାତି ଜରୁରୀ । ତେବେ ଏହି ମହାମାରୀରୁ ଲୋକଙ୍କୁ ସଚେତନ କରିବା ଲାଗି ନିଜ ପାଠକଙ୍କୁ ତାଜା ଖବର ସହ ମାସ୍କ ଦେବାକୁ ଅଭିଯାନ ଆରମ୍ଭ କରିଛି ଏକ…

ରାୟଗଡା କୋଲନରା ତହସିଲଦାରଙ୍କୁ କରୋନା, ତହସିଲ ଅଫିସ୍ ସିଲ୍

ରାୟଗଡା: ରାୟଗଡା ଜିଲ୍ଲା କୋଲନରାର ତହସିଲଦାର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି । କୋଲନରାର ତହସିଲଦାରଙ୍କ ସମେତ ୨ଜଣଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ସେମାନଙ୍କୁ କୋଭିଡ…

‘ବନ୍ଦ ଘରେ ବି ମାସ୍କ ଜରୁରୀ’

ନୂଆଦିଲ୍ଲୀ: ଏଣିକି ବନ୍ଦ ଘରେ ତଥା ବନ୍ଦ ଜାଗାରେ ବି ମାସ୍କ ପିନ୍ଧିବା ଜରୁରୀ । ବାୟୁରେ କରୋନା ବ୍ୟାପିବା ଆଶଙ୍କା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ପରେ ବନ୍ଦ ଜାଗାରେ ବି ମାସ୍କ ପିନ୍ଧିବା ପାଇଁ ସିଏସ୍‌ଆଇଆର୍‌ (କାଉନସିଲ୍ ଅଫ୍ ସାଇଂଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ)…

୨୮ କରୋନା ଯୋଦ୍ଧାଙ୍କ ସମେତ ଗଞ୍ଜାମରୁ ୨୨୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୨୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ ।…

କଟକରୁ ଆଉ ୩୨ ପଜିଟିଜ ଚିହ୍ନଟ

କଟକ: ରାଜ୍ୟରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ଆଜି କଟକ ସହରରେ ଆଉ ୩୨ କରୋନା ପଜିଟିଜ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୨୭ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୫ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । କ୍ୱାରେଣ୍ଟାଇନରେ ରହିଥିବା…