Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଏମାନଙ୍କୁ ବିଟ୍ ଖାଇବା ମନା..

ଭୁବେନେଶ୍ବର : ବିଟ୍ ଏପରି ଏକ ପରିବା, ଯେଉଁଥିରେ ଭିଟାମିନ୍ ଏ,ସି ,ଖଣିଜ ପଦାର୍ଥ ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥାଏ । ତେଣୁ ଏହି ବିଟ୍ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳେ । କିନ୍ତୁ ଆପଣ ଜାଣିଛନ୍ତି କି, ପୋଷକତତ୍ତ୍ବରେ ଭରପୂର ଏହି ବିଟ୍ କିଛି ଲୋକଙ୍କ ପାଇଁ କ୍ଷତିକାରକ…

ଦିନକୁ ଖାଦ୍ୟରେ ଏତିକି ଟଙ୍କା ଖର୍ଚ୍ଚ କରନ୍ତି ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାଙ୍କ ବିଷୟରେ ଜାଣିବାକୁ ପ୍ରାୟ ସମସ୍ତଙ୍କ ଇଚ୍ଛା ଥାଏ । ତାଙ୍କ ଫିଟର ରହସ୍ୟ, ତାଙ୍କ ଡାଏଟ୍ ପ୍ଲାନ, ତାଙ୍କ ବ୍ୟକ୍ତିଗତ ଜୀବନ ଆଦି ସମସ୍ତେ ଜାଣିବାକୁ ଉଚ୍ଛୁକ ଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ତାଙ୍କ ଡାଏଟ୍ ପ୍ଲାନ ବିଷୟରେ ଜଣେଇବାକୁ…

ଦେଶର ଏହି ରାଜ୍ୟରେ ସବୁଠୁ ଅଧିକ ମଦ ପିଇବାରେ ଆଗୁଆ ମହିଳା

ନୂଆଦିଲ୍ଲୀ: ଆମ ଦେଶରେ ମଦ୍ୟପାନକୁ ବହୁତ ଖରାପ ବୋଲି ବିବେଚନା କରାଯାଏ । ଲୋକମାନେ ଏହାକୁ ଏକ ଖରାପ ନିଶା ବୋଲି ଭାବନ୍ତି । କିନ୍ତୁ ଏହା ସତ୍ତ୍ୱେ, ମଦ୍ୟପାନ କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏବେ ମହିଳାମାନେ ମଧ୍ୟ ମଦ୍ୟପାନ କରିବାରେ ପୁରୁଷମାନଙ୍କଠାରୁ ପଛରେ…

ଏଣିକି ଏସି ଚଲାଇଲେ ବି ବଢିବନି ବିଜୁଳି ବିଲ୍, ମାର୍କେଟକୁ ଆସିଲା ନୂଆ ଡିଭାଇସ୍

ଭୁବନେଶ୍ଵର: ଘରର ଦ୍ଵାର ମୁହଁରେ ଆସି ପହଞ୍ଚିଲାଣି ଖରା । ଫେବୃଆରୀଙ୍କୁ ରାଜ୍ୟରେ ମୁଣ୍ଡ ଫଟା ଖରା ହେଲାଣି । ଯାହାକୁ ଦେଖି ଆଗକୁ ଖରାର ପ୍ରକୋପ ରେକର୍ଡ ଛୁଇଁବ ବୋଲି କହୁଛନ୍ତି ବିଶେଷଜ୍ଞ । ଏହି ଖରାକୁ ଦୃଷ୍ଟିରେ ରଖି ଲୋକେ ନିଜ ଘରର ଏସି ଖୋଲିବାରେ ଲାଗିଲେଣି । ସଫାସୁତୁରା କରି ଏସି…

ରାତିରେ ଖାଦ୍ୟ ହଜମ ସମସ୍ୟା ରହିଛି କି? କରନ୍ତୁ ଏହି ଯୋଗ

ଭୁବନେଶ୍ବର: ରାତିରେ ଅନେକ ଜଣକଙ୍କ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ। ରାତିରେ ଖାଦ୍ୟ ଖାଇବା ପରେ ପେଟ ଫୁଲିବା, ଗ୍ୟାସ ହେବା ଭଳି ସମସ୍ୟା ଦେଖାଯାଇଥାଏ । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ କିଛି ସରଳ ଯୋଗ ରହିଛି, ରାତିରେ ଖାଦ୍ୟ ଖାଇବା ପରେ କରିପାରିବେ ।…

ଘରେ ବେଲ ଗଛ ଥିଲେ ମିଳେ ଏହି ଲାଭ..

ଭୁବନେଶ୍ବର: ବେଲ ପତ୍ର ମହାଦେବଙ୍କର ଅତି ପ୍ରିୟ । ତେବେ ଜାଣିଛନ୍ତି ଘରରେ ବେଲଗଛଟିଏ ଥିଲେ ଅନେକ ଶୁଭଫଳ ମିଳିଥାଏ । -ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏହି ବେଲ ଗଛ ଘରର ସଦସ୍ୟମାନଙ୍କୁ ଚନ୍ଦ୍ର ଦୋଷରୁ ମୁକ୍ତ ଦିଏ। ଏଥିସହ ମାନସମ୍ମାନ ବଢାଇବାରେ ସାହାଯ୍ୟ କରେ। -ସେହିପରି ବିଶ୍ୱାସ…

ଚାଲିବା ଶୈଳୀ କହେ ବ୍ୟକ୍ତିତ୍ବ

ଭୁବନେଶ୍ବର: ଆପଣ ଜାଣିଛନ୍ତି ! ଆପଣଙ୍କ ଚାଲିବା ଶୈଳୀରୁ ଆପଣଙ୍କ ବ୍ୟକ୍ତିତ୍ବ ଜଣାପଡେ । ଆପଣ ଯଦି ବହୁତ ଆରମରେ ଛୋଟ ଛୋଟ ଷ୍ଟେପ ପକାଇ ଚାଲୁଛନ୍ତି, ତେବେ ଆପଣ ବହୁତ ଶାନ୍ତ ସ୍ବାଭବର ମଣିଷ । ନିଜ ଜୀବନକୁ ନିଜ ହିସାବରେ ବଞ୍ଚିବାକୁ ଭଲ ପାଆନ୍ତି । ସେହିପରି ଯଦି ଆପଣ ଲମ୍ବା ଷ୍ଟେପ୍…

ଭାରତରେ ଲଞ୍ଚ ହେବ ଏହି ଇଲେକ୍ଟ୍ରିକ୍ ଏସୟୁଭି, ଫୁଲ୍ ଚାର୍ଜରେ ମିଳିବ ୫୬୭ କିମି ରେଞ୍ଜ

ନୂଆଦିଲ୍ଲୀ: ଚାଇନାର ଅଗ୍ରଣୀ ଇଲେକ୍ଟ୍ରିକ୍ ଏସୟୁଭି ନିର୍ମାତା ବିଓ୍ବାଇଡି (BYD) ଖୁବ ଶୀଘ୍ର ଭାରତୀୟ ବଜାରରେ ଏକ  ଏସୟୁଭି ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। କମ୍ପାନୀ ଆଣୁଥିବା ଏହି ସିଲିଅନ୍ 7(Sealion7 ) ଇଲେକ୍ଟ୍ରିକ୍ ଏସୟୁଭି କେବେ ଲଞ୍ଚ ହେବ? କେଉଁ ମୂଲ୍ୟରେ ଏହା ଆସିବ?  ଆସନ୍ତୁ…

ଲିଭର୍ ପେସେଣ୍ଟଙ୍କୁ କାହିଁକି ବ୍ଲାକ୍ କଫି ପିଇବା ଉଚିତ? ଜାଣନ୍ତୁ ଏହାର ଲାଭ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଚା କିମ୍ବା କଫି ସହିତ ଦିନ ଆରମ୍ଭ କରନ୍ତି। ଏହା ତୁରନ୍ତ ଶକ୍ତି ଏବଂ ସତେଜତା ପ୍ରଦାନ କରେ। ଯଦି ଆପଣ କଫି ପିଇବାକୁ ପସନ୍ଦ କରନ୍ତି, ତେବେ ଖୁସି ହେଇ ଯାଆନ୍ତୁ। କାରଣ ବ୍ଲାକ୍ କଫି ଯକୃତ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା ହୃଦରୋଗର ଆଶଙ୍କା ମଧ୍ୟ ହ୍ରାସ…

ଦମ୍ପତ୍ତିଙ୍କ ଅଜବ ଚୁକ୍ତିନାମା, ନ ମାନିଲେ ମାଜିବେ ବାସନ….

ନୂଆଦିଲ୍ଲୀ: ପ୍ରେମ ନିଃସ୍ବାର୍ଥ, ଶାଶ୍ୱତ ଓ ଚିରନ୍ତନ। ପ୍ରେମ ପୂର୍ବରୁ ଥିଲା, ଏବେ ବି ଅଛି ଆଉ ଆଗକୁ ବି ରହିବ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବ୍ରୁଆରୀ ୧୪ରେ ପାଳନ କରାଯାଇଥାଏ ଭାଲେଣ୍ଟାଇନ୍ସ ଡେ । କିଛି ଲୋକ ଭାଲେଣ୍ଟାଇନ୍ସ ଡେ’ କୁ ବିଶେଷ କରିବା ପାଇଁ ସେମାନଙ୍କ ସାଥୀଙ୍କୁ ଗୋଲାପ,…