Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆଜିଠାରୁ iPhone 16eର ପ୍ରି-ବୁକିଂ ଆରମ୍ଭ

ନୂଆଦିଲ୍ଲୀ: ଆପଣ ଆଜି ସନ୍ଧ୍ୟା ୬:୩୦ରୁ ଆପଲର ଲାଟେଷ୍ଟ ଆଇଫୋନ୍ 16e ମଡେଲ୍ ର ପ୍ରି-ବୁକ୍ କରିପାରିବେ । ଏହି ଫୋନର ଡେଲିଭରି ୨୮ ଫେବୃଆରୀରୁ ଆରମ୍ଭ ହେବ। iPhone16eକୁ ବ୍ଲାକ୍ ଏବଂ ହ୍ବାଇଟ୍ କଲର ଅପ୍ସନରେ ଲଞ୍ଚ କରାଯାଇଛି । iPhone 16e ଭାରତରେ ପ୍ରାରମ୍ଭିକ ମୂଲ୍ୟରେ ୫୯,୯୦୦…

ଆମେରିକା ପରେ ଭାରତରେ ଖୋଲିଲା ଗୁଗୁଲର ସବୁଠୁ ବଡ ଅଫିସ୍; ରହିଛି ଏହି ସବୁ ସୁବିଧା

ବେଙ୍ଗାଲୁରୁ: ପ୍ରସିଦ୍ଧ ଟେକ୍ କମ୍ପାନୀ ଗୁଗୁଲ୍ ଭାରତରେ ତାର ଏକ ନୂଆ ଅଫିସ୍ ଖୋଲିଛି । ଏହି ଅଫିସ୍ ବୁଧବାର ଦିନ ଉଦଘାଟନ କରାଯାଇଥିଲା । ଗୁଗୁଲ୍ ଏହି ଅଫିସର ନାମ 'ଅନନ୍ତା' ରଖିଛି । ଏହି ନୂଆ ଅଫିସ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଅବସ୍ଥିତ । ଆମେରିକା ପରେ ଗୁଗୁଲର ଏହା ପ୍ରଥମ…

ଭାରତ ବ୍ୟତୀତ ଏହି ଦେଶରେ ମଧ୍ୟ ପାଳନ ହୁଏ ହିନ୍ଦୁ ପର୍ବପର୍ବାଣୀ

ନୂଆଦିଲ୍ଲୀ: ଭାରତ ବିଶ୍ୱର ପ୍ରାଚୀନ ସନାତନ ସଂସ୍କୃତି ମଧ୍ୟରୁ ଗୋଟିଏ । ଏଠାରେ ଅନେକ ପର୍ବପର୍ବାଣୀ ପାଳନ କରାଯାଏ। ପର୍ବପର୍ବାଣୀ, ସଂସ୍କୃତି ଏବଂ ପରମ୍ପରା ମାଧ୍ୟମରେ ହିନ୍ଦୁ ଧର୍ମର ମୂଳ ଦୃଢ଼ ହୁଏ। ସନାତନ ଧର୍ମ ସହିତ ଜଡିତ ଏହି ସଂସ୍କୃତି ଏବଂ ପରମ୍ପରାଗୁଡ଼ିକ ମଧ୍ୟ ଭାରତକୁ ଶକ୍ତିଶାଳୀ…

ଇନଷ୍ଟାଗ୍ରାମ୍ ଆଣିଲା ନୂଆ ଫିଚର, ଡିଏମ୍ ହେବ ପର୍ସନାଲ୍ ଟ୍ରାନ୍ସଲେଟର

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଇନଷ୍ଟାଗ୍ରାମ୍ ଏଣ୍ଟରଟେନମେଣ୍ଟର ଏକ ବଡ ମାଧ୍ୟମ ପାଲଟିଛି । ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଇନଷ୍ଟାଗ୍ରାମ୍ ରେ ରିଲ୍ ପ୍ରସ୍ତୁତ କରିବାରେ ବ୍ୟସ୍ତ । ଖାଲି ସେତିକି ନୁହଁ ଏହା ରୋଜଗାରର ମଧ୍ୟ ଏକ ମାଧ୍ୟମ ପାଲଟିଛି । ତେବେ ଇନଷ୍ଟାଗ୍ରାମ୍ ତାର…

ଲଞ୍ଚ ହେଲା ଭାରତର ପ୍ରଥମ ସୋଲାର ସାଉଣ୍ଡବକ୍ସ

ନୂଆଦିଲ୍ଲୀ: ପେଟିଏମ ଭାରତର ପ୍ରଥମ ସୋଲାର ସାଉଣ୍ଡବକ୍ସ ଲଞ୍ଚ କରିଛି । ଏହାଦ୍ବାରା ଡିଜିଟାଲ ପେମେଣ୍ଟ ଗ୍ରହଣ କରୁଥିବା ବ୍ୟବସାୟୀଙ୍କ ପାଇଁ ବେଶ ଲାଭଦାୟକ ହେବ । ଏହା ସ୍ବଳ୍ପ ସୂର୍ଯ୍ୟକିରଣରେ ଫୁଲ୍‌ ଚାର୍ଜ ହେଉଥିବାବେଳେ ପୂରା ଦିନ ଚାଲିଥାଏ । କମ୍ପାନୀ କହିଛି ଯେ, ଏହି ଡିଭାଇସକୁ ଶୀଘ୍ର…

ଆୟୁଷ ବୃଦ୍ଧି କରିବାରେ ସହାୟକ ହୁଏ ଶିଳାଜିତ, ଜାଣନ୍ତୁ ଏହା ପଛରେ ସତ୍ୟତା..

ଆୟୁର୍ବେଦରେ ଶିଳାଜିତକୁ ଏକ ଚମତ୍କାର ଔଷଧ ଭାବରେ ବିବେଚନା କରାଯାଏ। ଯାହା ଶରୀରକୁ ଶକ୍ତି ଯୋଗାଇବା ଏବଂ ଦୀର୍ଘାୟୁ ପାଇବା ପାଇଁ ହଜାର ହଜାର ବର୍ଷ ଧରି ବ୍ୟବହୃତ ହୋଇଆସୁଛି। ଏହା ଏକ ପ୍ରାକୃତିକ ରେଜିନସ୍ ପଦାର୍ଥ, ଯାହା ହିମାଳୟ, କାକେସସ୍, ତିବ୍ଦତ ଏବଂ ଅନ୍ୟାନ୍ୟ ପାର୍ବତ୍ୟ ଅଞ୍ଚଳର…

ଖୁବଶୀଘ୍ର ରେଳବାଇ ଲଞ୍ଚ କରିବ ‘ସ୍ୱରେଲ୍ ସୁପର୍ ଆପ୍’, ଜାଣନ୍ତୁ କ’ଣ ରହିଚି ବିଶେଷତ୍ବ

ନୂଆଦିଲ୍ଲୀ: ବର୍ତ୍ତମାନ ଯାତ୍ରୀଙ୍କ ଯାତ୍ରା ସମ୍ବନ୍ଧୀୟ ସମସ୍ୟାର ସମାଧାନ ସହ ଉତ୍ତମ ସୁବିଧା ଯୋଗାଇବା ପାଇଁ ଭାରତୀୟ ରେଳବାଇ ଅନେକ ଗୁଡିଏ ନୂଆ ନୂଆ ଆପ୍ ଲଞ୍ଚ କରୁଛି । କରିଥାଏ । ଏହି ପରିପ୍ରେକ୍ଷୀରେ, ରେଳବାଇ 'ସ୍ୱରେଲ୍ ସୁପର୍ ଆପ୍' ନାମକ ଏକ ଆପ୍ଲିକେସନ୍ ଲଞ୍ଚ କରିଛି, ଯାହା ଏକ…

ଏଭଳି ଇଣ୍ଟେରିୟର ବଦଳାନ୍ତୁ ଛୋଟ ଘର ଦିଶିବ ବଡ !

ଭୁବନେଶ୍ବର:ବଡ ଘର ପ୍ରାୟ ସମସ୍ତଙ୍କ ପସନ୍ଦ । କିନ୍ତୁ ଅର୍ଥର ଅଭାବ ହେଉ ଅବା ଜାଗାର ଅଭାବ ଯୋଗୁଁ ଏହି ଇଚ୍ଛା ପୂରା ହୋଇପାରେ ନାହିଁ । ଜାଣି ରଖନ୍ତୁ ଜଣେ ବ୍ୟକ୍ତି ଘରର ଇଣ୍ଟେରିୟରକୁ ବଦଳାଇ ଘରକୁ ସ୍ପେସିଅସ୍‌ ଲୁକ୍‌ ଦେଇପାରିବେ । ଯାହା ଦ୍ବାରା ଛୋଟ ଘର ବଡ ଦିଶିବ । -ସବୁ ରୁମ୍‌ରେ…

କଖାରୁ ମଞ୍ଜି ଖାଆନ୍ତୁ; ଫିଟ୍ ରୁହନ୍ତୁ

ଭୁବନେଶ୍ବର: ପୋଷକତତ୍ତ୍ୱରେ ଭରପୂର ଅଟେ କଖାରୁ ମଞ୍ଜି । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ।  ସେଥିରେ ଥିବା ଫାଇବର, ପ୍ରୋଟିନ୍, ମିନେରାଲ, ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ । ମୁଖ୍ୟତଃ ଜିଙ୍କ, ଆଇରନ୍, ପ୍ରୋଟିନ୍, ଓମେଗା -୩ ଫ୍ୟାଟି ଏସିଡ୍,…

ମୀନ ରାଶିରେ ବୁଧ –ଶୁକ୍ର ହେବେ ଏକାଠି , ଖୋଲିବ ଏହି ରାଶିମାନଙ୍କ ଭାଗ୍ୟ

ଭୁବନେଶ୍ବର:ଆଗାମୀ ଅମାବାସ୍ୟାରେ ବୁଧଙ୍କ ଚଳନ ହେତୁ ମୀନ ରାଶିରେ ଶୁକ୍ର ଓ ବୁଧ ଗ୍ରହ ଏକାଠି ହେବେ । ଫଳରେ ଲକ୍ଷ୍ମୀ ନାରାୟଣ ରାଜଯୋଗ ସୃଷ୍ଟି ହେବ । ଏହି ବିଶେଷ ରାଜଯୋଗରେ ଅତ୍ୟନ୍ତ ଶୁଭଫଳ ମିଳିବ । ଶୁକ୍ର ଗ୍ରହ ଧନ, ବୈଭବ, ସୁଖ-ସମୃଦ୍ଧି,ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ-ଆରାମ ଓ ପ୍ରେମର କାରକ…