Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଅନୁଗୁଳରେ ଚିହ୍ନଟ ୬ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଜାଣନ୍ତୁ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସୋମବାର ଦିନ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ୟା ୪୭ ଛୁଇଁଛି । ଏହା ଭିତରୁ ୪ ଜଣ ଆଠମଲ୍ଲିକ ଅଞ୍ଚଳର ଏବଂ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ । ତନ୍ମଧ୍ୟରେ ଦୁଇଜଣ ପଶ୍ଚିମବଙ୍ଗ ଓ ୨ ଜଣ ସ୍ଥାନୀୟ ଲୋକ ରହିଥିବା…

ରଜ ସଂକ୍ରାନ୍ତି: କାହିଁକି ଓ କିପରି ପାଳିତ ହୁଏ, ଜାଣନ୍ତୁ

ଭୁବନେଶ୍ୱର: ଭାରତର ବିଭିନ୍ନ ରାଜ୍ୟ ଯଥା ଆସାମ ଆଦି ରାଜ୍ୟରେ ମଧ୍ୟ ଏହି ରଜ ପର୍ବ ଭିନ୍ନ ଭାବରେ ପାଳିତ ହଉଥିଲେ ମଧ୍ୟ ଏହା ମୁଖ୍ୟତଃ ଏକ ଓଡିଆ ପର୍ବ । ଉପକୂଳବର୍ତ୍ତୀ ଜିଲ୍ଲାରେ ଏହା ସର୍ବତ୍ର ପାଳିତ ହଉଥିଲେ ମଧ୍ୟ ଅବିଭକ୍ତ ସମ୍ବଲପୁର , କଳାହାଣ୍ଡି , କୋରାପୁଟ, ବଲାଙ୍ଗିର , କେନ୍ଦୁଝର…

ଆସନ୍ତୁ ଜାଣିବା ମହାକାଶର ରହସ୍ୟମୟ ବ୍ଲାକହୋଲ୍ ବିଷୟରେ ଯାହାର ସ୍ପନ୍ଦନ ଅଛି !

ନୂଆଦିଲ୍ଲୀ: ଅନ୍ତରୀକ୍ଷର ରହସ୍ୟମୟ ଘଟଣା ସର୍ବଦା ମନୁଷ୍ୟକୁ ଆକୃଷ୍ଟ କରି ଆସୁଛି । ଏହି ରହସ୍ୟ ଉଜାଗର କରିବା ପାଇଁ ବୈଜ୍ଞାନିକମାନେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଆସନ୍ତୁ ଜାଣିବା ଏପରି ଏକ ବ୍ଲାକହୋଲ ବିଷୟରେ ଯାହାର ସ୍ପନ୍ଦନ ଅଛି । ୨୦୦୭ରେ ପ୍ରଥମ ଥର ପାଇଁ ଏହି ବ୍ଲାକହୋଲ…

ସୁନ୍ଦରଗଡରେ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ସୋମବାର ଦିନ ଆଉ ୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ।…

୨୪ ଘଣ୍ଟାରେ ୧୪୬ ନୂଆ ମାମଲା ସହ ରାଜ୍ୟରେ ୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

୨୪ ଘଣ୍ଟାରେ ୧୪୬ ନୂଆ ମାମଲା ସହ ରାଜ୍ୟରେ ୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୬ ଟି ନୂଆ କରୋନାଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫ ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର…

ଉଗ୍ର ହେଉଛି କରୋନା: ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୧୧ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ୩୨୫ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

କୋଭିଡ୍ ସମ୍ବନ୍ଧୀୟ ସତ୍ୟାସତ୍ୟ ତଥ୍ୟ ଜାଣିବା ପାଇଁ ଜାତିସଂଘର ଅଭିନବ ପ୍ରୟାସ; ଭାରତ ନେବ ୧୩ ଦେଶର ନେତୃତ୍ୱ !

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଙ୍କଟ । ଏହି ସଙ୍କଟ ସମୟରେ କରୋନା ଭୂତାଣୁକୁ ନେଇ ଅନେକ ଦେଶ ପ୍ରଚାର କରୁଥିବା ମିଥ୍ୟା ଖବରକୁ ପ୍ରତିବାଦ କରିବା ସହ ତଥ୍ୟଭିତ୍ତିକ ସତ୍ୟକୁ ପ୍ରତିପାଦନ କରିବା ପାଇଁ ଜାତିସଂଘ ଆରମ୍ଭ କରିଛି ଏକ ଅଭିନବ ଉଦ୍ୟମ । ବିଶ୍ବର ପାଖାପାଖି ୧୩୦ରୁ ଅଧିକ ଦେଶ…

ନଭେମ୍ବର ମଧ୍ୟ ଭାଗରେ ସଂକ୍ରମଣର ସର୍ବୋଚ୍ଚ ଶିଖର ସ୍ପର୍ଶ କରିବ ଭାରତ !

‌ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସର ମଧ୍ୟ ଭାଗ ସୁଦ୍ଧା ସମସ୍ତ କରୋନା ସଂକ୍ରମିତ ଦେଶକୁ ପଛରେ ପକାଇ ଭାରତ ସର୍ବୋଚ୍ଚ ସ୍ପର୍ଶ କରିବ । ଏହାସହ ସେତେବେଳକୁ ଆଇସୋଲେସନ୍, ଆଇସିୟୁ ଶଯ୍ୟା ଓ ଭେଣ୍ଟିଲେଟର୍ ଆଦି ଅଭାବ ପଡ଼ିପାରେ ବ‌ୋଲି ଏକ ମତ ପ୍ରକାଶ କରିଛନ୍ତି ‘ଆଇସିଏମ୍ଆର୍’ ଦ୍ବାରା ଗଠିତ…

ଆଜି ରଜ ସଂକ୍ରାନ୍ତି; କଟକଣା ସତ୍ତ୍ୱେ ଜମୁଛି ପିଠା ଓ ମିଠାର ଆସର

ଭୁବନେଶ୍ୱର: ତିନି ଦିନ ଧରି ପାଳିତ ହେଉଥିବା ଓଡ଼ିଶାର ଏହି ଗଣପର୍ବର ଆଜି ହେଉଛି ଦ୍ଵିତୀୟ ଦିନ। ଏହାକୁ ସାଧାରଣତଃ ମଝି ରଜ ବା ରଜ ସଂକ୍ରାନ୍ତି ବୋଲି କୁହାଯାଏ। କରୋନା କଟକଣା ସତ୍ତ୍ୱେ ଘରେ ଘରେ ଚାଲିଛି ରଜ ମଉଜ । ଘରେ ରହି ଲୋକ ପାଳନ କରୁଛନ୍ତି ରଜ। ନିଜ ଅଗଣାରେ ଦୋଳି ଖେଳି, ପିଠା ଖାଇ…

ଦିଲ୍ଲୀରେ ୩ ଗୁଣା ହେବ କରୋନା ଟେଷ୍ଟ: ଶାହା

ନୂଆଦିଲ୍ଲୀ: କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ରବିବାର ଦିଲ୍ଲୀରେ ବଢୁଥିବା କରୋନା ଭୂତାଣୁ ସଂକ୍ରମଣର ସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ବୈଠକରେ ଦିଲ୍ଲୀରେ କରୋନାକୁ ରୋକିବା, ଟେଷ୍ଟିଂ କ୍ଷମତା ବଢାଇବା, ହସ୍ପିଟାଲରେ ରୋଗୀଙ୍କୁ ଶଯ୍ୟା ସୁନିଶ୍ଚିତ କରିବା ଏବଂ ବାକି ସ୍ଵାସ୍ଥ୍ୟ…