Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ହେଲଥ ଇନ୍ସୁରାନ୍ସ କରୁଛନ୍ତି କି? ଏହି ୫ଟି କଥା ଉପରେ ଧ୍ୟାନ ଦିଅନ୍ତୁ…

ନୂଆଦିଲ୍ଲୀ: କଥାରେ ଅଛି ରୋଗ କାହାକୁ ପଚାରିକି ଆସେନି । ତେଣୁ ଏଥିପ୍ରତି ସର୍ବଦା ସତର୍କ ରହିବା ଉଚିତ୍ । ସେ ଖାଦ୍ୟ, ଜୀବନଶୈଳୀ ହେଉ କିମ୍ବା ଇନ୍ସୁରାନ୍ସ ତଥା ବୀମା । ବର୍ତ୍ତମାନ ଲୋକମାନେ ସ୍ୱାସ୍ଥ୍ୟ ବୀମା କରୁଛନ୍ତି । ଯାହା ଦ୍ଵାରା ସେମାନଙ୍କୁ ଅସୁବିଧା ସମୟରେ କାହାଠାରୁ ସାହାଯ୍ୟ…

ସ୍ଵପ୍ନରେ ସାପ ଦେଖିବାର ଅର୍ଥ କଣ ! ଶୁଭ ନା ଅଶୁଭ, କଣ କହୁଛି ଶାସ୍ତ୍ର

ଭୁବନେଶ୍ଵର: ପ୍ରତେକ ବ୍ୟକ୍ତି ରାତି ରେ ଶୋଇବା ସମୟରେ କିଛି ନା କିଛି ସ୍ଵପ୍ନ ଦେଖିଥାଏ । ଏହି ସ୍ଵପ୍ନ ଭଗବାନଙ୍କୁ ନେଇ ହେଉ ବା ଜୀବଜନ୍ତୁଙ୍କୁ ନେଇ ହେଉ କିମ୍ବା ପ୍ରାକୃତିକ ଦ୍ରୁଶ୍ଯକୁ ନେଇ ହେଉ । ଯଦି ଭୋର ସମୟରେ ବା ବ୍ରହ୍ମ ମୁହୁର୍ତ୍ତରେ କୌଣସି ସ୍ଵପ୍ନ ଦେଖାଯାଏ ତେବେ ଏହା ସତ ହେବାର…

ଜାଣନ୍ତି କି ଦୁନିଆର ପ୍ରଥମ ମନୁଷ୍ୟ କିଏ? ଜାଣନ୍ତୁ କଣ କହୁଛି ଧର୍ମଶାସ୍ତ୍ର

ଭୁବନେଶ୍ଵର: ହିନ୍ଦୁ ମାନ୍ୟତା ଅନୁସାରେ ଏହି ବିଶାଳ ସଂସାରକୁ ଇଶ୍ଵର ହିଁ ବନେଇଛନ୍ତି । କୁହାଯାଏ ଯେ, ସଂସାରରେ ସର୍ବ ପ୍ରଥମେ ଜନ୍ମ ନେଇଥିବା ପ୍ରଥମ ମଣିଷ ଥିଲେ ‘ମନୁ’ । ସେଥିପାଇଁ ଭାରତୀୟ ସଭ୍ୟତାରେ ‘ମନୁ’ଙ୍କୁ ପ୍ରଥମ ମନୁଷ୍ୟ ବୋଲି କୁହାଯାଏ । ଅନ୍ୟପଟେ ପଶ୍ଚିମ ସଭ୍ୟତାରେ ‘ଆଦାମ’…

ଫଟାଫଟ୍ ବନାନ୍ତୁ ଟେଷ୍ଟି ‘ସାଗୁ ଖିରି’

ଭୁବନେଶ୍ବର: ପୂଜାବ୍ରତ ମାନଙ୍କରେ ଆମେ ସାଗୁ ଖାଇଥାଉ। ଏବେ ଆଗକୁ ମହାଶିବରାତ୍ରୀ ଆସୁଛି । ଏହି ଦିନ ଆପଣ ସାଗୁ ଖିରି କରି ନିଜେ ଖାଇ ପାରିବେ ଓ ପରିବାର ଲୋକଙ୍କୁ ମଧ୍ୟ ଖୁଆଇ ପରିବେ । ଯଦି କେବେ ମନ ହୁଏ ଓ ସମୟ କମ୍ ଥାଏ ଏହି ଖିରି ଆପଣ କରିପାରିବେ ।  ତେବେ ଆସନ୍ତୁ ସହଜରେ ଓ ଚଞ୍ଚଳରେ…

ଏହି ଘରୋଇ ଉପଚାର ଦ୍ବାରା ଶୁଖିଲା କାଶକୁ କରନ୍ତୁ ବାଏ ବାଏ ..

ଭୁବନେଶ୍ବର: ବେଳେବେଳେ ଦୀର୍ଘଦିନ ଧରି କାଶ ଲାଗି ରହିଥାଏ । ଔଷଧ ସେବନ ଦ୍ବାରା ମଧ୍ୟ ଏହି କାଶ କମେ ନାହିଁ । ତେବେ କିଛି ଘରୋଇ ଉପଚାର ଦ୍ୱାରା ଆପଣ ଏହି କାଶରୁ ମୁକ୍ତି ପାଇ ପାରିବେ । - କାଶ ହେଉଥିଲେ ଥଣ୍ଡା ପାଣି, ଆଇସ୍‌କ୍ରିମ୍‌ ଆଦି ଥଣ୍ଡା ଜାତୀୟ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ।…

ଘରେ ଅବା ବାଡିରେ ଗୁଣ୍ଡୁଚିମୂଷା ଦେଖିବା ଶୁଭ ନା ଅଶୁଭ?

ଭୁବନେଶ୍ବର: ଘରର ଅଗଣାରେ ଅବା ବାଡିରେ ଆପଣ ଗୁଣ୍ଡୁଚି ମୂଷା ବେଳେବେଳେ ଦେଖୁଥିବେ ।  ତେବେ ଜାଣିଛନ୍ତି ଧାର୍ମିକ ଦୃଷ୍ଟିକୋଣରୁ ଗୁଣ୍ଡୁଚି ମୂଷା ବହୁତ ଶୁଭ। ଗୁଣ୍ଡୁଚି ମୂଷା ଦେଖିବା କିମ୍ବା ଛୁଇଁବା ବ୍ୟକ୍ତି ପାଇଁ ସୌଭାଗ୍ୟ ଆଣିଥାଏ । ତେବେ ଜ୍ୟୋତିଷଙ୍କ ମତରେ ଗୁଣ୍ଡୁଚି ମୂଷା ଦେବୀ…

ମହାଶିବରାତ୍ରୀରେ ଏହି ଜିନିଷ କରନ୍ତୁ ଦାନ; ଦୂର ହେବ ଆର୍ଥିକ ସଙ୍କଟ

ଭୁବନେଶ୍ବର: ଚଳିତବର୍ଷ ମହାଶିବରାତ୍ରୀ ୨୬ ଫେବୃଆରୀ (ବୁଧବାର)ରେ ପାଳନ କରାଯିବ। ଫାଲଗୁନ୍‌ ମାସରେ ପଡୁଥିବା ଶିବରାତ୍ରି ସବୁଠାରୁ ସ୍ବତନ୍ତ୍ର ଅଟେ। କାରଣ ଏହି ଶିବରାତ୍ରିକୁ ମହାଶିବରାତ୍ରି କୁହାଯାଏ । ଏହି ଦିନ ବ୍ରତ ଓ ଦାନର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ବ୍ରତ କଲେ ଭୋଳାବାବା…

ଏପରି ଏକ ମନ୍ଦିର ଯେଉଁଠି ଭଗବାନ ଶିବଙ୍କ ସ୍ଥାନରେ ପୂଜା ଯାଏ ବରଗଛ…

ଚେନ୍ନାଇ: ତାମିଲନାଡୁ ରାଜ୍ୟର ତଞ୍ଜାବୁର ଜିଲ୍ଲାରେ ଏକ ମନ୍ଦିର ଅଛି, ଯାହା ବର୍ଷସାରା ବନ୍ଦ ରହିଥାଏ ଏବଂ କାର୍ତ୍ତିକ ମାସରେ କେବଳ ସୋମବାରରେ ଖୋଲିଥାଏ । ଏହି ମନ୍ଦିର ହେଉଛି ବୋଡୁ ଅବୁଦୈୟାର ମନ୍ଦିର ଯାହା ଏହାର ଅନନ୍ୟ ପରମ୍ପରା ଏବଂ ରହସ୍ୟମୟ ବିଶ୍ୱାସ ପାଇଁ ପ୍ରସିଦ୍ଧ । ମନ୍ଦିରରେ…

ଏହିପରି ବ୍ୟବହାର କଲେ ଶୀଘ୍ର ସରିବନି ଲାପଟପ୍ ବ୍ୟାଟେରୀ ..!

ଭୁବନେଶ୍ବର: ନୂଆ ଲାପଟପ୍ ବହୁତ ଭଲ କାମ କରେ । ନୂତନ ଅବସ୍ଥାରେ, ଆମେ ଏଥିରୁ ବହୁତ ଭଲ ବ୍ୟାଟେରୀ ବ୍ୟାକଅପ୍ ପାଇଥାଉ, କିନ୍ତୁ ଏହା ପୁରୁଣା ହେଲେ ବ୍ୟାଟେରୀ ଶୀଘ୍ର ଡ୍ରେନ୍ ହେବାକୁ ଆରମ୍ଭ କରେ । ଏକ ନୂଆ ଲାପଟପ୍ ସଂପୂର୍ଣ୍ଣ ଚାର୍ଜ ହେବା ପରେ ୪ ରୁ ୬ ଘଣ୍ଟା ବ୍ୟାଟେରୀ ବ୍ୟାକଅପ୍ ଦେଇଥାଏ…

ଅନ୍ଧାରରେ ଚମକୁଥିବା ରିଅଲମିର ଏହି ୨ସ୍ମାର୍ଟଫୋନ୍ ଭାରତରେ ହେଲା ଲଞ୍ଚ..

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ନିର୍ମାତା ରିଅଲମି କମ୍ପାନୀ ଆଜି P ସିରିଜର ଦୁଇଟି ନୂଆ ସ୍ମାର୍ଟଫୋନ୍, Realme P3 Pro 5G ଏବଂRealme P3x 5G ଭାରତରେ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନ ଗୁଡିକରେ କମ୍ପାନୀ ଅନେକ ଦମଦାର୍ ଫିଚର ଦେଇଛି । ଏହା ବ୍ୟତୀତ, ଏହି ଫୋନ୍ ଗୁଡିକ ଅନ୍ଧାରରେ ମଧ୍ୟ ଚମକିବ…