Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଏହି ବ୍ୟାଙ୍କଗୁଡିକ ଦେଉଛନ୍ତି ସବୁଠାରୁ ଶସ୍ତା ହୋମ ଲୋନ୍..

ଭୁବନେଶ୍ବର: ସାରା ଦେଶରେ ଘରର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ବିଶେଷ କଥା ହେଉଛି ଘରଗୁଡ଼ିକର ଚାହିଦା ବର୍ତ୍ତମାନ କେବଳ ସ୍ୱଳ୍ପ ବଜେଟ୍ କିମ୍ବା ମଧ୍ୟମ ବଜେଟରେ ସୀମିତ ନୁହେଁ ବରଂ ହାଇ ବଜେଟରେ ମଧ୍ୟ ପହଞ୍ଚିଲାଣି । ଘରଗୁଡିକର ଚାହିଦା ବୃଦ୍ଧି ହେତୁ ହୋମ ଲୋନ୍ ର ଚାହିଦା ମଧ୍ୟ…

ଅଫିସରୁ ଘରକୁ ଆସିବା ପରେ ଏହି ଟିପ୍ସ ଆପଣାନ୍ତୁ; ଦୂର ହେବ ଥକ୍କାପଣ ଏବଂ ଚାପ

ଭୁବନେଶ୍ବର: ସକାଳେ ଅଫିସକୁ ଯିବା ଏବଂ ରାତିରେ ଘରକୁ ଫେରିବା, ଏହାପରେ ପରିବାରକୁ ସମୟ ଦେବା ଏବଂ ଘର କାମ କରିବା । ଏପରି ବ୍ୟସ୍ତ ଜୀବନଶୈଳୀ ଭିତରେ ଦିନ ବିତିଯାଇଥାଏ । ବ୍ୟକ୍ତି ଜଣକ ନିଜ ପାଇଁ ସମୟ ଖୋଜିବାକୁ ଅସମର୍ଥ ହୋଇଥାଏ । ଯେଉଁଥିପାଇଁ ଉଭୟ ମାନସିକ ଏବଂ ଶାରୀରିକ ସ୍ତରରେ କ୍ଳାନ୍ତ…

ଏହି ଫୁଲ ଆଣେ ଘରେ ସମୃଦ୍ଧି…

ଭୁବନେଶ୍ବର:ଫୁଲ ଦେଖିଲେ ମନ ପ୍ରଫୁଲ୍ଲିତ ହୋଇଥାଏ । ବାସ୍ତୁଦୋଷ ଦୂର କରି ଘରକୁ ସୁଖସମୃଦ୍ଧି ଆଣିବାରେ ବି ଏହା ଅନେକ ସାହାଯ୍ୟ କରିଥାଏ। ତେବେ କେଉଁ ଫୁଲ କି ଶୁଭଫଳ ଦେଇଥାଏ , ଆସନ୍ତୁ ଜାଣିବା.. - ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଗେଣ୍ଡୁ ଗଛ ଲଗାଇବା ଦ୍ୱାରା ସୁଖସମୃଦ୍ଧି ବଢିଥାଏ । ଟଗର…

ବଜାରକୁ ଆସିଲା ଦୁନିଆର ପ୍ରଥମ ଟ୍ରାଇଫୋଲ୍ଡ ଫୋନ୍

ନୂଆଦିଲ୍ଲୀ:ବିଶ୍ବର ପ୍ରଥମ ଟ୍ରାଇଫୋଲ୍ଡ ଫୋନ ଭାବେ ଲଞ୍ଚ ହୋଇଛି ହୁୱାଇ ମେଟ୍‌ ଏକ୍ସଟି (Huawei Mate XT) । ଏହି ଫୋନ୍ ସଂପୂର୍ଣ୍ଣ ଭାବେ ଖୋଲିଲେ, ଏହା ଏକ ଟ୍ୟାବଲେଟ୍ ପରି ଦେଖାଯାଏ, ଯାହାର ଡିସପ୍ଲେ ଆକାର ୧୦.୨ ଇଞ୍ଚ ଇଞ୍ଚ ହୋଇଯାଏ । ଗତ ବର୍ଷ ଏହାକୁ ଚାଇନାରେ ଲଞ୍ଚ କରାଯାଇଥିଲା । ଏବେ…

ଭୂକମ୍ପକୁ ଡରିନଯାଇ ଏପରି କରନ୍ତୁ ନିଜର ରକ୍ଷା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହେଉଛି । ଗଲା ତିନି ଦିନ ପୂର୍ବେ ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୦ ରେକର୍ଡ ହୋଇଥିଲା । ଦିଲ୍ଲୀର ଧୋଲା କୁଆଁ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା । ଯାହାକୁ ନେଇ…

ଆପଣଙ୍କ ଚାକିରି ଖୋଜିବାରେ ସାହାଯ୍ୟ କରିବ ଏଆଇ, ଗୁଗୁଲ୍ ଆଣିଛି ନୂଆ ଟୁଲ୍

ନୂଆଦିଲ୍ଲୀ: ଆଜିର ଯୁଗରେ ଚାକିରି ଖୋଜିବା ଟିକିଏ କଷ୍ଟ ଲାଗୁଛି। କାରଣ ଯୁବପିଢିଙ୍କ ମଧ୍ୟରେ ପ୍ରତିଯୋଗିତା ବଢିଚାଲିଛି। ଆପଣଙ୍କ ମନପସନ୍ଦର ଚାକିରି ଖୋଜିବା ଏକ ବହୁତ କଷ୍ଟକର କାମ। ଅନେକ ସମୟରେ, ଆବଶ୍ୟକୀୟ ଦକ୍ଷତା ଏବଂ ଅଭିଜ୍ଞତା ସତ୍ତ୍ୱେ, ଜଣେ ଚାକିରି ପାଇପାରେ ନାହିଁ। ଏବେ ଲୋକଙ୍କୁ…

ମାଗଣାରେ JioHotstar ସବସ୍କ୍ରିପସନ୍ ଚାହୁଁଛନ୍ତି କି? ଜାଣନ୍ତୁ ଏହାର ସମସ୍ତ ପ୍ଲାନ୍..

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ, ଡିଜନି ପ୍ଲସ୍ ହଟଷ୍ଟାର ଏବଂ ଜିଓ ସିନେମାକୁ ମର୍ଜ କରି ଏକ ନୂତନ ପ୍ଲାଟଫର୍ମ JioHotstar (ଜିଓହଟଷ୍ଟାର୍) ଲଞ୍ଚ କରାଯାଇଛି। ଏଥିରେ ସିନେମା ଏବଂ ୱେବ୍ ସିରିଜ୍ ଠାରୁ ଆରମ୍ଭ କରି କ୍ରୀଡ଼ା ପର୍ଯ୍ୟନ୍ତ ସବୁକିଛି ଷ୍ଟ୍ରିମିଂ ହେଉଛି। ଏହି ପ୍ଲାଟଫର୍ମ କିଛି…

ଏସିରେ ବସି ରହୁଥିଲେ ସାବଧାନ! ହୋଇପାରେ ଏହି ସମସ୍ୟା

ନୂଆଦିଲ୍ଲୀ: ପ୍ରବଳ ଗରମରୁ ମୁକ୍ତି ପାଇବା ସାଧାରଣତଃ ସମସ୍ତେ ଏୟାର କଣ୍ଡିସନର (ଏସି) ବ୍ୟବହାର କରିଥାନ୍ତି । ବର୍ତ୍ତମାନ ସମୟରେ ଘରେ, ଅଫିସ୍, ସପିଂ ମଲ୍ ହେଉ କିମ୍ବା ଫିଲ୍ମ ହଲ୍ ରେ ସବୁଠି ଏସିର ବହୁଳ ବ୍ୟବହାର ହେଉଛି । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଗ୍ରୀଷ୍ମ ଋତୁରେ ବହୁଳ ଭାବରେ…

ଚେହେରାର ଫ୍ୟାଟ୍ କମ୍ କରିବାକୁ କରନ୍ତୁ ଏହି ବ୍ୟାୟମ..

ଭୁବନେଶ୍ବର: ଚେହେରାରେ ଅଧିକ ଫ୍ୟାଟ ଥିଲେ ଫେସ୍ ବଡ ଲାଗେ । ଖାସ୍ କରି ଝିଅମାନେ ସ୍ଲିମ ଚେହେରା ପସନ୍ଦ କରନ୍ତି । ତେବେ ବ୍ୟାୟମ ଦ୍ବାରା ଚେହେରାର ଫ୍ୟାଟ କମ୍ ହୋଇଥାଏ । ଏହି ସହଜ ଓ ସରଳ ବ୍ୟାୟମ ବିଷୟରେ ଜାଣିବା.. -ଗାଲକୁ ଭିତରକୁ ଟାଣିକି ଦାନ୍ତ ତଳକୁ ଦବାନ୍ତୁ। ୧୦ ସେକେଣ୍ଡ ଏହି…

ଗ୍ରୀଷ୍ମରେ ସ୍କିନ୍‌ ଆଲର୍ଜି ସମସ୍ୟାରୁ କିପରି ପାଇବେ ଆରାମ୍? ଜାଣନ୍ତୁ ଘରୋଇ ଉପଚାର…

ନୂଆଦିଲ୍ଲୀ: ଖରାଦିନେ ଝାଳ ବୋହିବା ସ୍ୱାଭାବିକ କଥା । ଆଉ ଏହି ସମୟରେ କିଛି ଲୋକଙ୍କ ଝାଳ ବୋହିବା ଦ୍ୱାରା ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ଭଳି ସମସ୍ୟା ଦେଖାଦେଇଥାଏ । ଏହିସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ, ପାଉଡର ଆଣି ଲଗାଇଥାନ୍ତି ।…