Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ପୂର୍ବରୁ ଥରେ ମଧ୍ୟ ଗଜପତି କରିନଥିଲେ ‘ଛେରାପହଁରା’; ଜାଣନ୍ତୁ କେବେ ଓ କାହିଁକି ?

ଭୁବନେଶ୍ୱର/ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କର ସ୍ନାନଯାତ୍ରା ପାରମ୍ପରିକ ରୀତିନୀତିରେ ପାଳିତ ହୋଇଛି । ଠାକୁରମାନଙ୍କ ଅଣସର ନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ସ୍ନାନବେଦୀରେ ଶ୍ରୀଜୀଉମାନେ ସ୍ନାନ କରୁଥିବା ବେଳେ କିମ୍ବା ଗଜାନନ ବେଶ ବେଳେ ଯେପରି ସବୁଥର ‘ହରିବୋଲ’ ଓ ‘ଜୟ…

କରୋନା ମୁକାବିଲାରେ ମାତୃଭୂମି ପାଇଁ ୨.୫ କୋଟି ପ୍ରଦାନ କଲେ ସୁବ୍ରୋତ ବାଗଚି ଓ ତାଙ୍କ ପତ୍ନୀ

ଭୁବନେଶ୍ୱର: ମାଇଣ୍ଡ ଟ୍ରି ର ସହ ପ୍ରତିଷ୍ଠାତା ତଥା ଓଡ଼ିଶା ସ୍କିଲ ଡେଭେଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ ସୁବ୍ରୋତ ବାଗଚି ଓ ତାଙ୍କ ସ୍ତ୍ରୀ ତଥା ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚୀ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଅଢ଼େଇ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଲୋକସେବା ଭବନରେ…

ଜାଣନ୍ତୁ; ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଜନ୍ମଦିନ କାହିଁକି ପାଳିତ ହୋଇଥାଏ !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଶ୍ରୀକ୍ଷେତ୍ରରେ ସ୍ୱୟଂ ଭଗବାନ ଦାରୁବ୍ରହ୍ମ ରୂପରେ ଲୀଳାବିତାନ କରୁଛନ୍ତି । ଜଗତର ନାଥ ଶ୍ରୀଜଗନ୍ନାଥ ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ସହିତ ରତ୍ନ ସିଂହାସନରେ ରହି…

ହାତୀ ବେଶରେ ଶ୍ରୀଜଗନ୍ନାଥ; ଜାଣନ୍ତୁ, କାହିଁକି ଏହି ବେଶରେ ଦର୍ଶନ ଦିଅନ୍ତି ମହାପ୍ରଭୁ !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ରରେ ଏହି ଅବସରରେ ପାଳିତ ହେଉଛି ଚତୁର୍ଦ୍ଧା ମୂରତୀଙ୍କ ସ୍ନାନଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର,…

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ଶୁକ୍ରବାର ଦିନ ଆଉ ୧୨୩ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଯାହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୧୬୦୪କୁ ଛୁଇଁଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ରିପୋର୍ଟ ଅନୁଯାୟୀ, ଗଞ୍ଜାମରେ ୩୫ ଜଣ, କଟକରେ ୨୨ ଜଣ, ନୁଆପଡା ଏବଂ ବଲାଙ୍ଗୀରରେ ୧୪ ଜଣ, ଖୋର୍ଦ୍ଧାରେ ୧୦…

ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରୁ ଅଣସର: ଜାଣନ୍ତୁ, କିପରି ପାଳିତ ହୁଏ ରୀତିନୀତି

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ ନିନା ବାରିକଙ୍କ ଭକ୍ତି ଅର୍ଘ୍ୟ ) ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରଧାନ ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ହେଉଛି ସ୍ନାନ ଯାତ୍ରା । ଯାହା ଦେବସ୍ନାନ ପୂର୍ଣ୍ଣିମା ନାମରେ ଖ୍ୟାତ ଏବଂ ପରିଚିତ । ଜ୍ୟେଷ୍ଠ ପୂର୍ଣ୍ଣିମା ଭଲି ଏକ ଦୁର୍ଲଭ…

ପ୍ରବାସୀଙ୍କୁ ନିଜ ଘରକୁ ପଠାଇବାକୁ ରାଜ୍ୟମାନଙ୍କୁ ୧୫ ଦିନର ମହଲତ ଦେଲେ ସୁପ୍ରିମକୋର୍ଟ

ଆସନ୍ତା ୧୫ ଦିନ ମଧ୍ୟରେ ପ୍ରବାସୀଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ  । ଦେଶର ସର୍ବୋଚ୍ଚ କୋର୍ଟରେ ଦାଖଲ ହୋଇଥିବା ଏକ ପିଆଇଏଲର ଶୁଣାଣି କରି ଆଜି ରାଜ୍ୟମାନଙ୍କୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି  । ଏହିଛଡ଼ା…

ବିନା ଭକ୍ତରେ ହାତୀ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ପୁରୀ: ସ୍ନାନ ମଣ୍ଡପରେ ପ୍ରଥମ ଥର ଲାଗି ବିନା ଭକ୍ତରେ ଶ୍ରୀଜୀଉ ଦର୍ଶନ ଦେଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନଙ୍କର ଏହି ପବିତ୍ର ଗଜାନନ ବେଶରେ ସଜ୍ଜିତ ହୋଇଛନ୍ତି । ଶ୍ରୀଜୀଉମାନଙ୍କ ଏହି ସୁନ୍ଦର ବେଶକୁ କୋଟି କୋଟି ଭକ୍ତମାନେ…

୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ମହାପ୍ରଭୁ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ଭଗବାନ ଆଜି ୧୦୮ ଗରା ସୁବାସିତ ଜଳ ଲାଗି କରିଛନ୍ତି । । ପୂଜାପଣ୍ଡା ସାମନ୍ତଙ୍କୁ ଗରାବଡୁ ବିଙ୍ଗଳରେ ଜଳ  ଲାଗି କଲେ । ପୂଜାପଣ୍ଡା ସେବାୟତମାନେ…