Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭୁବନେଶ୍ୱରରେ ଆଉ ୧୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ଆଉ ୧୩ ଜଣ ନୂଆ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ କରାଯାଇଛି। ଏହାକୁ ମିଶାଇ ଭୁବନେଶ୍ୱରରେ ବର୍ତ୍ତମାନ ୨୭ ଟି ସକ୍ରିୟ ମାମଲା ରହିଛି। ସେହିପରି ଗତ ମଙ୍ଗଳବାର ଦିନ ୧୧ ଜଣ ଓ…

ପାତାଳୀ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ମୁରତୀଙ୍କ ସ୍ନାନ ଲୀଳା ସମ୍ପନ୍ନ

ସୁବର୍ଣ୍ଣପୁର: ଜଗତର ନାଥ ଜଗନ୍ନାଥଙ୍କ ଅନନ୍ୟ ଲିଳା କ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ରଠାରେ ଚତୁର୍ଦ୍ଧା ମୁରତିଙ୍କ ସ୍ନାନ ଲିଳା ସମାପନ ହୋଇଛି । ପୁରୀ ଶ୍ରୀମନ୍ଦିର ରିତୀ ନୀତି ଅନୁସାରେ ହେଉଥିବା ଏହି ସ୍ନାନ ଯାତ୍ରାରେ ପ୍ରଥମେ ମଙ୍ଗଳ ଆଳତୀ,ସକାଳ ଧୂପ,ସୁର୍ଯ୍ୟପୂଜା…

ଛେରାପହଁରା ପାଇଁ ସ୍ନାନ ମଣ୍ଡପକୁ ଆସିଲେ ନାହିଁ ଗଜପତି ମହାରାଜା

ପୁରୀ: ରତ୍ନ ସିଂହାସନରୁ ବାହାରି ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏହି ମହାପର୍ବରେ ଶ୍ରୀଜିଉଙ୍କ ସ୍ନାନ ପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟାସିଂହ ଦେବ ଶୁକ୍ରବାର ଦିନ ସକାଳ ୧୦.୩୦ ରେ ସ୍ନାନ…

ଜୁନ୍ ୫ରେ କାହିଁକି ପାଳିତ ହୁଏ ‘ବିଶ୍ୱ ପରିବେଶ ଦିବସ’…

ଭୁବନେଶ୍ୱର: ସାରା ବିଶ୍ୱରେ ଆଜିର ଦିନରେ ପାଳିତ ହୋଇଥାଏ ‘ବିଶ୍ୱ ପରିବେଶ ଦିବସ’ । ପ୍ରକୃତି ଓ ମନୁଷ୍ୟ ମଧ୍ୟରେ ଗଭୀର ସମ୍ପର୍କ ରହିଛି । କୁହାଯାଏ ପ୍ରକୃତି ବିନା ଜୀବନ ସମ୍ଭବ ନୁହେଁ । ହେଲେ ଆଜିର ବ୍ୟସ୍ତବହୁଳ ସମୟରେ ଆମେ ଅଜାଣତରେ ପ୍ରକୃତି ତଥା ପରିବେଶକୁ ଦୂଷିତ କରୁଛୁ । ଜୁନ୍ ୫ରେ…

ରାଜ୍ୟରେ ଅଷ୍ଟମ କରୋନା ମୃତ୍ୟୁ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର: ଓଡିଶାରେ ଆଉ ଗୋଟିଏ ଜୀବନ ନେଇଛି କରୋନା। ମୃତକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ୬୩ ବର୍ଷ ବୟସ୍କ ଜଣେ ବ୍ୟକ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଶୁକ୍ରବାର ଦିନ ଟ୍ୱିଟ୍ କରି ଏନେଇ ସୂଚନା ଦିଆଯାଇଛି । କରୋନା ପଜିଟିଭ୍ ଚିହ୍ନଟ ହୋଇ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା…

ଓଡିଶାରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୨୧ ଜିଲ୍ଲାରୁ ୧୩୦ ରୋଗୀ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଶୁକ୍ରବାର ଦିନ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୩୦ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ…

କରୋନା ତାଣ୍ଡବ: ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୯୮୫୧ ଆକ୍ରାନ୍ତ, ୨୭୩ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତୀ: ବିନା ଭକ୍ତରେ ଚାଲିଛି ସ୍ନାନ ଯାତ୍ରା

ପୁରୀ: ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତୀ । ଇତିହାସରେ ପ୍ରଥମଥର ପାଇଁ ଭକ୍ତଙ୍କ ବିନା ଚାଲିଛି କଳାଠାକୁରଙ୍କ ସ୍ନାନ ଯାତ୍ରା। କରୋନା କଟକଣା ଯୋଗୁଁ ମନ୍ଦିର ଚାରିପଟେ ୧୪୪ ଧାରା ଜାରି କରାଯାଇଛି । ସୀମିତ ସେବାୟତ ସହ ଚାଲିଛି ଶ୍ରୀଜୀଉଙ୍କ ନୀତିକାନ୍ତି ।ଧାଡ଼ି ପହଣ୍ଡି କରି ଅଧରାତିରେ…

ଶ୍ରୀବିଷ୍ଣୁଙ୍କ ଚାରି ଭୁଜରେ ଶୋଭା ପାଏ ଶଙ୍ଖ, ଚକ୍ର, ଗଦା, ପଦ୍ମ; ଜାଣନ୍ତୁ ଏହାର ମହତ୍ତ୍ୱ ସମ୍ପର୍କରେ

ଭୁବନେଶ୍ୱର: ନିରାକାର ଶ୍ରୀବିଷ୍ଣୁଙ୍କର ଚତୁର୍ଭୁଜରେ ଶୋଭାପାଏ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ । ବିଷ୍ଣୁଙ୍କ ଦଶମ ଅବତାର ଭାବେ ଶ୍ରୀଜଗନ୍ନାଥ ପୁରୀ ଧାମରେ ବିଦ୍ୟମାନ ।ସେ ଜଗତର ନାଥ, ପୁରୁଷୋତ୍ତମ, ଆରାଧ୍ୟ ଓ ବିଶ୍ୱଭାତୃତ୍ୱର ଶ୍ରେଷ୍ଠ ପ୍ରତୀକ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରୂପ…

ବିମାନ ଯୋଗେ ଆସାମରୁ ଫେରିଲେ ୭୦ ପ୍ରବାସୀ ଶ୍ରମିକ

ବୁଗୁଡା: ଗଞ୍ଜାମ ଜିଲ୍ଲାର ୭୦ ଶ୍ରମିକ ଆସାମରେ ଫସି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ସ୍ୱତନ୍ତ୍ର ବିମାନ ଯୋଗେ ଜୁନ ୩ ତାରିଖ ରାତ୍ରରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଗଞ୍ଜାମ ଜିଲ୍ଲାର ୭୦ ଜଣ ଶ୍ରମିକ ଆସାମରେ ଫସି ରହିଥିବା ଖବର ପୋଲସରା…