Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରାଜ୍ୟର ଏହି ୫ ଟି ଜିଲ୍ଲାରେ ଅଛନ୍ତି ୧୦୦୦ ରୁ ଅଧିକ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ କ୍ରମାଗତ ଭାବରେ ବଢିଚାଲିଛି କରୋନା ମାମଲା । ରାଜ୍ୟରେ ଚିହ୍ନଟ ୧୭୦୦ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଟି ଜିଲ୍ଲାରେ ରହିଛି ୧୦୦୦ ରୁ ଅଧିକ ମାମଲା। ଏହି ୫ ଜିଲ୍ଲା ହେଉଛି ଗଞ୍ଜାମ, ଯାଜପୁର,ବାଲେଶ୍ଵର ଖୋର୍ଦ୍ଧା ଏବଂ ଭଦ୍ରକ। ଏହି ୫ ଜିଲ୍ଲା ମଧ୍ୟରୁ ଗଞ୍ଜାମ…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ଶୁକ୍ରବାର ଦିନ ୧୦ଟା ୩୦ମି. ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୭ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୩ କରୋନା ପଜିଟିଭ, କେଉଁ ଜିଲ୍ଲାରୁ କେତେ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ବେଗରେ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୬୩ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।…

ବଢୁଛି ଚିନ୍ତା: ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୭୪୬୬ ଆକ୍ରାନ୍ତ, ୧୭୫ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ମୁଖ୍ୟମନ୍ତ୍ରୀଙ୍କ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ ଆହ୍ୱାନକୁ ବିଜେପିର ସ୍ୱାଗତ

ଭୂବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୦ ତାରିଖରେ କରୋନା ଯୋଦ୍ଧାଙ୍କ ସମ୍ମାନରେ 'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତ ଗାନ ପାଇଁ କରିଥିବା ଆହ୍ୱାନକୁ ସ୍ୱାଗତ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଏ ନେଇ ଶ୍ରୀ ମହାନ୍ତି ଟ୍ୱିଟ୍ କରି କହିଛନ୍ତି ଯେ, କରୋନା…

ରେଳବାଇର ୩୦ଟି ସ୍ୱତନ୍ତ୍ର ରାଜଧାନୀ ଟ୍ରେନ୍‌, ୨୦୦ ସ୍ୱତନ୍ତ୍ର ମେଲ୍ ଏକ୍ସପ୍ରେସ ନିର୍ଦ୍ଦେଶନାମାରେ ସଂଶୋଧନ

ନୂଆଦିଲ୍ଲୀ: ଭାରତୀୟ ରେଳ ମେ’ ୧୨ରୁ ଚାଲୁଥିବା ୩୦ଟି ସ୍ୱତନ୍ତ୍ର ରାଜଧାନୀ ଟ୍ରେନ ଏବଂ ଜୁନ ପହିଲାରୁ ଚାଲିବାକୁ ଥିବା ୨୦୦ ସ୍ଵତନ୍ତ୍ର ମେଲ ଏକ୍ସପ୍ରେସ ଟ୍ରେନ (ମୋଟ ୨୩୦ ଟ୍ରେନ) ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରିଛି । ରେଳ ମନ୍ତ୍ରଣାଳୟ ସମସ୍ତ ସ୍ପେଶାଲ ଟ୍ରେନଗୁଡିକର ଅଗ୍ରୀମ ସଂରକ୍ଷଣ…

ଦିଅଁକୁ ଜ୍ୱର !

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୌରାଣିକ କାହାଣୀ ଓ କଥାବସ୍ତୁ: ଶ୍ରୀଜଗନ୍ନାଥ କଥାମୃତ ଆମେ ଜାଣିଛେ ସବୁବେଳେ ମଣିଷମାନଙ୍କୁ ହିଁ ଜର, ରୋଗ, ବ୍ୟାଧି ହୁଏ ବୋଲି, ହେଲେ ଦିଅଁଦେବତା ମାନେ ଯେ କେବେ ଜରରେ ପଡନ୍ତି ଏକଥା ଆମେ ଜାଣୁନା । ଲୋକେ କୁହନ୍ତି, ଦେବତାମାନଙ୍କର ଗୋଡ଼ ତଳେ ଲାଗେନା, ସେ କେବେ…

କରୋନା ଯୋଦ୍ଧାଙ୍କୁ ମିଳିଲାନି ଚିକିତ୍ସା, ବେହୋସ ହୋଇ ରାସ୍ତାରେ ପଡି ରହିଲେ ସ୍ୱାସ୍ଥ୍ୟକର୍ମୀ

ଭୋପାଲ: ଡ୍ୟୁଟି ସମୟରେ ଟିଳି ପଡିଲେ କରୋନା ଯୋଦ୍ଧା । ସହି ପାରିଲେନି ୪୪ ଡିଗ୍ରୀ ଖରା । ଅସହ୍ୟ ଗରମ ଲାଗି ହୋଇଗଲେ ବେହୋସ । ସେ ପୁଣି ଏକ ବଡ ହସ୍ପିଟାଲ ଆଗରେ । ରାସ୍ତାରେ ଅଧଘଂଟାରୁ ଅଧିକ ସମୟ ବୋହସ ପଡି ରହିଥିଲେ ସୁଦ୍ଧା କେହି ମଧ୍ୟ ଆସିଲେନି । ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କ…

ଛାତ୍ରଛାତ୍ରୀଙ୍କ ଠାରୁ ତୁରନ୍ତ ଫି’ ଆଦାୟ କରିପାରିବେନି କୌଣସି ଶିକ୍ଷାନୁଷ୍ଠାନ: ୟୁଜିସି

ନୂଆଦିଲ୍ଲୀ: କୌଣସି ବିଶ୍ୱବିଦ୍ୟାଳୟ ତଥା କଲେଜ ତୁରନ୍ତ ଫି’ ଜମା କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରିପାରିବେ ନାହିଁ ବୋଲି କହିଛି ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) । ଅଧିକ ପଢନ୍ତୁ - ସିବିଏସ୍‌ସି ଛାତ୍ରଛାତ୍ରୀ ନିଜ ଜିଲ୍ଲାରୁ ବସି ଦେଇପାରିବେ ବୋର୍ଡ ପରୀକ୍ଷା: କେନ୍ଦ୍ର…

ଚାଲିଛି ୪ ପ୍ରକାରର ଟୀକା ପ୍ରସ୍ତୁତି, ଅକ୍ଟୋବରରେ ହୋଇପାରେ ପରୀକ୍ଷା

ନୂଆଦିଲ୍ଲୀ: କୋରୋନା ଭୂତାଣୁ ବିରୋଧରେ ଲଢ଼େଇରେ ଭାରତ ବହୁତ ବଡ଼ ସଫଳତା ହାସଲ କରିଛି।  ଦେଶରେ ତିନି ପ୍ରକାରର ଟେଷ୍ଟ ବିକଶିତ କରାଯାଇଛି । ଅନ୍ୟପକ୍ଷେ ଚତୁର୍ଥଟି ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି । ଗୋଟିଏ ଟେଷ୍ଟ ଆଇଆଇଟି ଦିଲ୍ଲୀ ବିକଶିତ କରିଛି । ଅନ୍ୟଟି ଚିତ୍ରା ପ୍ରତିଷ୍ଠାନ…