Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆସନ୍ତା ସେପ୍ଟେମ୍ବରରୁ ପୁଣି ବସିବ ‘ହୁନର ହାଟ’

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବରରୁ ପୁଣି ଆରମ୍ଭ ହେବ ହୁନର ହାଟ । ଲୋକଲଟୁ ଗ୍ଲୋବାଲ ବାର୍ତ୍ତା ନେଇ ଏହି ହାଟ ଖୋଲିବ । କରୋନା ପାଇଁ ପ୍ରାୟ ୫ ମାସ ଧରି ଏହା ବନ୍ଦ ଥିଲା । ଚଳିତ ଥର ଲହି ହାଟରେ ବହୁ କାରିଗର ଓ ଶିଳ୍ପୀ ନିଜର ଅନୁପମ ହାତ ତିଆରି ସାମଗ୍ରୀ ସହ ଯୋଗ ଦେବା ସମ୍ଭାବନା ରହିଛି ।…

ଏଣିକି ବସ ଚଳାଚଳରେ କିଛି ଅସୁବିଧା ନାହିଁ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବସ୍ ଚଳାଚଳ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି । ୧୦୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଳାଚଳ କରିବ ବୋଲି ସରକାରଙ୍କ ନିଷ୍ପତ୍ତି ପରେ ପରିବହନ ମନ୍ତ୍ରୀ କହିଛନ୍ତି ଯେ, ଏଥର ବସ ଚାଳିବାରେ କିଛି ଅସୁବିଧା ହେବନି। ସିଟ ଅନୁଯାୟୀ ଯାତ୍ରୀ…

ରାଜ୍ୟ ପାଇଁ ଭଲ ଖବର, ପୁଣି ସୁସ୍ଥ ହେଲେ ୫୩ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏଯାଏଁ ରାଜ୍ୟରେ ହଜାରେରୁ ଉର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ଏହାରି ଭିତରେ ଆସିଛି ଏକ ଆଶ୍ୱସ୍ତିକର ଖବର । ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି ଆଉ ୫୩ ଜଣ କରୋନା ଆକ୍ରାନ୍ତ । Another 53…

ବିନା ସୂଚନାରେ ଆସିଲେ ମିଳିବନି ସରକାରୀ ସହାୟତା

ଭୁବନେଶ୍ୱର: ବିନା ସୂଚନାରେ ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ସରକାରଙ୍କ କଡା ନିର୍ଦ୍ଦେଶ । ରାଜ୍ୟକୁ ଆସିବା ପୂର୍ବରୁ ଦିଅନ୍ତୁ ଆଗୁଆ ସୂଚନା। ନଚେତ ମିଳିବନି ସରକାରୀ ସୁବିଧା । ସେହିଭଳି ବିନା ସୂଚନାରେ ଆସୁଥିବା ଟ୍ରେନରେ ଆସିଲେ ଯାତ୍ରୀଙ୍କୁ ମିଳିବନି ମାଗଣା ଟିକେଟ ବ୍ୟବସ୍ଥା ।…

ବଦଳିଲା କ୍ୱାରେଂଟିନ୍ ନିୟମ, ଏଣିକି ୧୪ ଦିନ ସଂଗରୋଧ କେନ୍ଦ୍ରରେ ରହିବେ ପ୍ରବାସୀ

ଭୁବନେଶ୍ୱର: ରାଜ୍ୟରେ ବଦଳିଲା କ୍ୱାରେଂଟିନ୍ ନିୟମ । ଆସିଲା ନୂଆ ନିୟମ । ଏଣିକି ୨୮ ଦିନିଆ ବଦଳରେ ୧୪ ଦିନ ପାଇଁ ରହିବାକୁ ପଡିବ ସଂଗରୋଧରେ । ରାଜ୍ୟକୁ ଆସୁଥିବା ପ୍ରବାସୀଙ୍କ ପାଇଁ ଏଥର ୧୪ ଦିନିଆ ସଂଗରୋଧ ରହିବା ନିୟମ କରାଯାଇଛି । ଉଭୟ ଗ୍ରାମାଂଚଳ ଓ ସହରାଂଚଳ ପାଇଁ ଏହି ୧୪ ଦିନିଆ…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ରବିବାର ଦିନ ୧୨ଟା ୩୦ମି. ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୭ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୭ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୬୭ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।…

ବଲାଙ୍ଗୀରରେ ଚିହ୍ନଟ ୭ ପଜିଟିଭଙ୍କ ସମ୍ପର୍କରେ ତଥ୍ୟ ଦେଲେ ପ୍ରଶାସନ

ବାଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ରବିବାର ଦିନ ଚିହ୍ନଟ ହୋଇଛନ୍ତି ଆଉ ସାତଟି କରୋନା ପଜିଟିଭ। ଯାହା ଫଳରେ ଓଡିଶାରେ ମୋଟ୍ ଆକ୍ରାନ୍ତ ଙ୍କ ସଂଖ୍ୟା ୧,୨୭୬କୁ ଛୁଇଁଛି। ଏହି ସାତଟି ମାମଲା ମଧ୍ୟରୁ ଦୁଇଟି ଅଗଲପୁର ଏବଂ ସଇଁତଲା ବ୍ଲକ ଏବଂ ଗୋଟିଏ ଲେଖାଏଁ ମାମଲା ଜିଲ୍ଲାର ଲୋଇସିଂହା,…

ବରଗଡ଼କୁ ଛୁଇଁଲା କରୋନା: ଚିହ୍ନଟ ହେଲେ ଜଣେ ପଜିଟିଭ

ବରଗଡ଼: ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲା ପରେ ଜିଲ୍ଲାକୁ ଏହା ନିଜ କବଳକୁ ନେଇ ଚାଲିଛି ।ଓଡ଼ିଶାର ଆଉ ଏକ ଜିଲ୍ଲା ବରଗଡ଼କୁ ନିଜ କବଳକୁ ନେଇଛି କରୋନା । ବରଗଡ଼ ଜିଲ୍ଲାରେ ପ୍ରଥମ କରି ଚିହ୍ନଟ ହୋଇଛନ୍ତି ଜଣେ କରୋନା ପଜିଟିଭ୍ । ଏହି…

ବଢୁଛି ଚିନ୍ତା: ୨୪ ଘଣ୍ଟାରେ ସର୍ବାଧିକ ୬୭୬୭ ସଂକ୍ରମିତ, ୧୪୭ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…