Latest Odisha News

BREAKING NEWS

ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଘରେ କାମ କରୁଥିବା ୨ ବ୍ୟକ୍ତି କରୋନା ପଜିଟିଭ

ମୁମ୍ବାଇ: ବଲିଉଡର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ତଥା ନିର୍ମାତା କରଣ ଜୋହରଙ୍କ ଘରର ଦୁଇଜଣ ସଦସ୍ୟ କୋଭିଡ-୧୯ରେ ଆକ୍ରାନ୍ତ ହୋଇଛନ୍ତି।

ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କରଣ ଜୋହର।

ଏହି ୪୮ ବର୍ଷୀୟ ଚଳଚ୍ଚିତ୍ର ନିର୍ମାତା ଗତ ସୋମବାର ଦିନ ତାଙ୍କ ପରିବାର ବର୍ଗଙ୍କ ସହ ଜନ୍ମଦିନ ପାଳନ କରିଥିଲେ।

Leave A Reply

Your email address will not be published.