Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନାକୁ ସାଙ୍ଗରେ ନେଇ ଚାଲିବାକୁ ପଡିବ : ମୋଦି

ନୂଆଦିଲ୍ଲୀ : ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ କରୋନା ସଂକ୍ରମଣର ଭୟାବହତା ଏବଂ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଏହି ମାରାତ୍ମକ କରୋନା ଭୂତାଣୁ ଦୀର୍ଘ ସମୟ ପାଇଁ ଆମ ସାଙ୍ଗରେ ରହିବ…

ମୋଦିଙ୍କ ମନ୍ତ୍ର ‘ସ୍ଥାନୀୟ ହିଁ ଗୁରୁତ୍ୱପୂର୍ଣ୍ଣ’, ଲୋକାଲ ବ୍ରାଣ୍ଡ୍‌କୁ ଗ୍ଲୋବାଲ କରିବା ପାଇଁ ଦେଲେ ଆହ୍ୱାନ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଓ ଲକ୍ ଡାଉନ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆଜି ସ୍ଥାନୀୟ ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । କରୋନା ବିପର୍ଯ୍ୟୟ ସମୟ ଆମକୁ ଏହି ଶିକ୍ଷା ଦେଇଛି ବୋଲି ସେ କହିଛନ୍ତି । ସ୍ଥାନୀୟ ଦୋକାନଠୁ ଆରମ୍ଭ କରି ସ୍ଥାନୀୟ…

କୋଭିଡ ପରୀକ୍ଷା ନିମନ୍ତେ ସମ ରାଜ୍ୟର ପ୍ରଥମ ଘରୋଇ ମେଡିକାଲ କଲେଜ ଭାବେ ମନୋନୀତ

ଭୁବନେଶ୍ୱର: ଆଇଏମଏସ ଓ ସମ ହସ୍ପିଟାଲ ସହ ଯୋଡି ହୋଇଯାଇଛି ଆଉ ଏକ ବଡ ସଫଳତା । ଓଡ଼ିଶାରେ କୋଭିଡ  ପରୀକ୍ଷା ନିମନ୍ତେ ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ ରିସର୍ଚ୍ଚ ସମ୍ କୁ ମନୋନୀତ କରିଛି। ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ୧୦୦୦ ଶଯ୍ୟା ବିଶିଷ୍ଟ ଏହି…

ଲକ୍‌ଡାଉନ -୪ ନେଇ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ ନୂଆ ରୂପରେ ଏବଂ ନୂଆ ଧାରାରେ ଆସିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରି ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଲକ୍‌ଡାଉନ -୪ ସମ୍ପର୍କରେ ସବିଶେଷ ତଥ୍ୟ ଓ…

ଆତ୍ମନିର୍ଭର ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପ୍ୟାକେଜ ଘୋଷଣା । ଆତ୍ମନିର୍ଭର ଭାରତ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚାଷୀ, ଶ୍ରମିକ, କୁଟୀର ଶିଳ୍ପ, ଏମଏସଏମଇ, ମଧ୍ୟମ ବର୍ଗଙ୍କ ପାଇଁ ଏଥିରେ ସ୍ୱତନ୍ତ୍ର ପ୍ୟାକେଜ…

ମହାକାଶରେ ରଙ୍ଗବେରଙ୍ଗ ପରିବେଶ ସୃଷ୍ଟି କରି ପୃଥିବୀ ଅତିକ୍ରମ କରିବ ଧୂମକେତୁ

ନୂଆଦିଲ୍ଲୀ: ଅନ୍ତରୀକ୍ଷର ଏକ ଅଦ୍ଭୁତପୂର୍ଣ୍ଣ ଦୃଶ୍ୟ ବୁଧବାର (ମେ ୧୩)ରେ ଦେଖିବାକୁ ମିଳିବ । ରିପୋର୍ଟ ମୁତାବକ ମହାକାଶରେ ରଙ୍ଗବେରଙ୍ଗ ପରିବେଶ ସୃଷ୍ଟି କରି କମେଟ ସ୍ୱାନ (ଏକପ୍ରକାର ଧୂମକେତୁ) ପୃଥିବୀ ଅତିକ୍ରମ କରିବ । ଏହା ପ୍ରାୟ ୮.୩୩ କିଲୋମିଟର ଦୂରରେ ପୃଥିବୀ ପାଖ ଦେଇ ଯିବ । ଏହା…

କାନ୍ଦି ପକାଇଲେ କରୋନା ଯୋଦ୍ଧା, ବଖାଣିଲେ ଅଭିଜ୍ଞତା

ଭୁବନେଶ୍ୱର: ରାଜ୍ୟର ସର୍ବପ୍ରଥମ କୋଭିଡ୧୯ ପଜିଟିଭ ଚିହ୍ନଟ ହୋଇଥିବା ରୋଗୀଙ୍କୁ ସେବା କରିଥିବା ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ନର୍ସ ସ୍ୱର୍ଣ୍ଣପ୍ରଭା ବଖାଣିଲେ ଅଭିଜ୍ଞତା । ଏହି ସମୟରେ ସେ ନିଜ କୁ ସମ୍ବାଳି ନପାରି କାନ୍ଦି ମଧ୍ୟ ପକାଇଛନ୍ତି । ଆଜି କୋଭିଡ୧୯କୁ ନେଇ…

ଜାରି ରହିବ ବନ୍ଦେ ଭାରତ ମିଶନ, ୧୪୯ ବିମାନରେ ଆସିବେ ପ୍ରବାସୀ

ନୂଆଦିଲ୍ଲୀ: ଜାରି ରହିବ ବନ୍ଦେ ଭାରତ ମିଶନ । ଲକଡାଉନ ଯୋଗୁଁ ବିଶେଦରେ ହଜାର ହଜାର ଭାରତୀୟ ଫଶି ରହିଛନ୍ତି । ସେମାନଙ୍କୁ ଆଣିବା ପାଇଁ ଉଦ୍ୟମ କରିଛନ୍ତି ଭାରତ ସରକାର । ବନ୍ଦେ ଭାରତ ମିଶନର ପ୍ରଥମ ପର‌୍ୟ୍ୟାୟ ୧୫ ତାରିଖ ଯାଏଁ ଜାରି ରହିବ । ଏଥିରେ ୬୪ଟି ବିମାନରେ ପ୍ରବାସୀ ଭାରତୀୟ…

ଭାରତର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଏହି ୫ଟି ଜିଲ୍ଲାରେ ରହିଛି ୫୦ % ମାମଲା !

ନୂଆଦିଲ୍ଲୀ: ଦେଶରେ ବିଜୁଳି ବେଗରେ ମାଡି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦେଖୁ ଦେଖୁ ଏହି ସଂଖ୍ୟା ୭୦ହଜାର ଅତିକ୍ରମ କରି ସାରିଲାଣି । ତେବେ ଭାରତର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୫ ଟି ଜିଲ୍ଲାରେ ୬୪ପ୍ରତିଶତ ସଂକ୍ରମିତ ଥିବା ନେଇ ସୂଚନା ଦେଇଛନ୍ତି ନୀତି ଆୟୋଗ ସିଇଓ ଅମିତାଭ…

ଦେଶରେ କମ ରହିଛି କରୋନା ମୃତ୍ୟୁହାର: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପୁରା ଦେଶକୁ କବଳିତ କରିଛି ମହାମାରୀ କରୋନା । ଚାରିଆଡେ କରୋନା ପାଇଁ ହା ହା କାର ପରିସ୍ଥିତି । ଏବେ ଯାଏଁ ବିଶ୍ୱରେ କରୋନାରେ ପ୍ରାୟ ୪୦ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଲେଣି । ସେଥିମଧ୍ୟରୁ ୨ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ବିଶ୍ୱର ୨୧୫ଟି ଦେଶ କରୋନା ଦ୍ୱାରା…