Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମଣିତରା ସରପଞ୍ଚଙ୍କ ସଟ୍‌ଡାଉନ୍ ପଦକ୍ଷେପ; ଭୁରି ଭୁରି ପ୍ରଶଂସା କଲେ ନବୀନ

ବୁଗୁଡ଼ା: ସରପଞ୍ଚଙ୍କ ସାହସିକ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମୁକାବିଲା ପାଇଁ ସାହସିକ ପଦକ୍ଷେପ ଭିତ୍ତିରେ, ସରକାରଙ୍କ ପ୍ରଦତ୍ତ ବିଶେଷ କ୍ଷମତା ପ୍ରୟୋଗର କରି ପଞ୍ଚାୟତରେ କର୍ଫ୍ୟୁ ଲଗେଇବା ଭଳି ଆଦେଶ ଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାର ପାତ୍ର…

ଚୀନକୁ ଫେରିଲା କରୋନା: ରୁଷ ସୀମାରେ ଥିବା ଶୁଲାନ ସହରରେ ୧୭ ଜଣ ସଂକ୍ରମିତ

ବେଜିଂ: ଚୀନ ପାଇଁ ଭସ୍ମାସୁର ସାଜିଛି କରୋନା । ରୁଷ ସୀମା ନିକଟରେ ଅବସ୍ଥିତ ଶୁଲାନ ସହରରେ ୧୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସରକାର ଶୁଲାନ ସହରକୁ ଲକ୍‌ଡାଉନ ଘୋଷଣା କରିଛନ୍ତି । ଏକ ଲଣ୍ଡ୍ରି ଦୋକାନରୁ ଏହା ବ୍ୟାପିଛି ବୋଲି କୁହାଯାଉଛି । ୪୫ ବର୍ଷୀୟ ଜଣେ ମହିଳାଙ୍କ…

ଓଡ଼ିଶାରେ ୪୦୦ ଅତିକ୍ରମ କଲେ କରୋନା ରୋଗୀ; ୨୦ ନୂଆ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ସୋମବାର ଦିନ ଆଉ ୨୦ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଅତିକ୍ରମ କରିଛି । ଏବେ ରାଜ୍ୟର ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୨୧ରେ ପହଞ୍ଚିଛି । ଏହି ୨୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରୁ ୧୭…

ପୁରୀକୁ ଫେରିଲା କରୋନା ଆତଙ୍କ; ବ୍ୟାପକ ପଦକ୍ଷେପ ଗ୍ରହଣ କଲେ ପ୍ରଶାସନ

ପୁରୀ: ଏବେ ପୁରୀ ସହରରେ ପୁଣି ଦେଖାଦେଇଛି କରୋନା ଆତଙ୍କ । ପୁରୀ ଜିଲ୍ଲାରେ ଦୀର୍ଘ ୩୭ ଦିନ ପରେ ପୁଣି ଥରେ ଫେରିଛି କରୋନା । ପୁରୀସହରରୁ ରବିବାର ସନ୍ଧ୍ୟାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା  ଗ୍ରହଣ କରାଯାଇଛି । ମିଳିଥିବା…

ଯାଜପୁର ଜିଲ୍ଲାର ଏହିସବୁ ଅଞ୍ଚଳରୁ ଉଠିଲା କଣ୍ଟେନମେଣ୍ଟ କଟକଣା

ଯାଜପୁର: ଯାଜପୁର ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ପଜିଟିଭଙ୍କ ସଂଖ୍ୟା । ଦେଖୁ ଦେଖୁ ଯାଜପୁରରେ ପଜିଟିଭଙ୍କ ସଂଖ୍ୟା ୬୧ ଛୁଇଁଲାଣି । ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଧ୍ୟାନ ରେ ରଖି ଯାଜପୁରକୁ ରେଡ଼ ଜୋନ ଭାବରେ ଘୋଷିତ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ…

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେଲେ ଆଉ ୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଆସିଛି ଏକ ଆଶ୍ୱସ୍ତି ଜନକ ଖବର। ରାଜ୍ୟରେ ଭଲ ହେଲେ ଆଉ ୧୭ କରୋନା ପଜିଟିଭ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ଧୀରେ ଧୀରେ ରାଜ୍ୟରେ କରୋନା…

ରେଡ଼ ଜୋନ ଘୋଷିତ ଭୁବନେଶ୍ୱରରେ ଆଉ ଅଛନ୍ତି ମାତ୍ର ୧୧ ସକ୍ରିୟ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୋମବାର ଦିନ ରେଡ଼ ଜୋନ ଘୋଷିତ ଭୁବନେଶ୍ୱର ଅଞ୍ଚଳରୁ ଆଉ ପାଞ୍ଚ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି। ଓଡିଶାର ରାଜଧାନୀରେ ଏପର୍ଯ୍ୟନ୍ତ ୫୦ ଟି କରୋନା ମାମଲା ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୩୭ ଟି ସମ୍ପୂର୍ଣ୍ଣ…

କରୋନା ଅପଡେଟ: ଓଡିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୪କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୮୫ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୩ କରୋନା ପଜିଟିଭ; ୩୯୪ ଛୁଇଁଲା ମୋଟ ସଂଖ୍ୟା

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ଚିହ୍ନଟ ହେଲେ ଆଉ ୩ ପଜିଟିଭ । ଚିହ୍ନଟ ୩ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ଜଣେ ମୟୁରଭଞ୍ଜ ଜିଲ୍ଲାର ଜଣେ ଓ କଟକ ଜିଲ୍ଲାର ଜଣେ ଲେଖାଏଁ ରହିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ପୋଲିସ ସବ୍‌-ଇନ୍ସପେକ୍ଟର ଶୁଭଶ୍ରୀଙ୍କୁ ପ୍ରଶଂସା କଲେ ମେଗାଷ୍ଟାର୍ ଚିରଞ୍ଜିବୀ !

ମାଲକାନଗିରି: ସାରା ଦେଶରେ ଲକ୍‌ଡ଼ାଉନ୍ ନିୟମ ପାଳନ ହେଉଥିବା ବେଳେ ନିରାଶ୍ରୟ ତଥା ଅସହାୟ ବ୍ୟକ୍ତିମାନଙ୍କ ପ୍ରତି ସଦୟ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି ପୋଲିସ ବିଭାଗର ଅନେକ କର୍ତ୍ତବ୍ୟରତ କର୍ମଚାରୀ । ଓଡ଼ିଶାର ମାଲକାନଗିରି ଜିଲ୍ଲାର ପୋଲିସ ସବ୍‌-ଇନ୍ସପେକ୍ଟର ଶୁଭଶ୍ରୀ ନାୟକ ଜଣେ…