Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ମାର୍ଗଦର୍ଶିକା

ନୂଆଦିଲ୍ଲୀ: ସଂପ୍ରତି ଦେଶର ବିଭିନ୍ନ ଭାଗରେ କାର୍ଯ୍ୟ ସଂପାଦନ ସମୟରେ ଗଣମାଧ୍ୟମର ପ୍ରତିନିଧି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବାରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଛାପା  ଓ ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ରିପୋର୍ଟର, …

କରୋନା ଭାଇରସ ଭୟ: ୧ ଲକ୍ଷ ଟୁଲିପ ଫୁଲ କାଟିଦେଲା ଜାପାନ

ଟୋକିଓ: କରୋନା ଭାଇରସକୁ ରୋକିବା ପାଇଁ ସମସ୍ତ ଦେଶ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ବୁଧବାର ଜାପାନ ସରକାର ଏକ ନୈରାଶ୍ୟଜନକ ପଦକ୍ଷେପ ନେଇଛି । ଯାହା କି ସୌନ୍ଦର୍ଯ୍ୟ, ପ୍ରକୃତି ଓ ଫୁଲପ୍ରେମୀକୁ କଷ୍ଟ ଦେଇଛି । ଜାପାନାର ଟୁଲିପ ଫୁଲ ସର୍ବଦା ଆକର୍ଷଣର କେନ୍ଦ୍ର ସାଜିଥାଏ ।…

ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟିର ସଦସ୍ୟ କରୋନା ଭାଇରସ ପଜିଟିଭ

ଟୋକିଓ: ଟୋକିଓ ଅଲିମ୍ପିକ କମିଟି ଅୟୋଜକ ଟିମର ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ଏହାର ଆୟୋଜନ ନେଇ ଚିନ୍ତା ବଢ଼ିଛି । ପୂର୍ବରୁ କେତେକ ଦେଶ ଏଥିନେଇ ଅନିଚ୍ଛା ପ୍ରକାଶ କରି ସାରିଛନ୍ତି ।  ୩୦ ବର୍ଷ ବୟସ୍କ ଜଣେ ପୁରୁଷ ସଦସ୍ୟ ରାଜଧାନୀ ଟୋକିଓର ହାରୁମିଠାରେ ମୁଖ୍ୟ…

କରୋନା ଲକ୍‌-ଡାଉନ୍‌; ଲୋକଙ୍କ ଭୋକ ମେଣ୍ଟାଇବାକୁ ଜମି ବିକିଲେ ୨ ଭାଇ !

କର୍ଣ୍ଣାଟକ: କରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍‌-ଡାଉନ୍ ଘୋଷଣା କରିଥିଲେ । ଏପରି ସ୍ଥିତିରେ କୋଲାରର ଦୁଇ ଭାଇ ତାଜାମୁଲ୍ ଓ ମୁଜାମିଲ୍ ପାସା ଆର୍ଥିକ ସମସ୍ୟା ପାଇଁ ଜମି ବିକି ଅଭାବି ଓ ଅସହାୟ ଲୋକଙ୍କ ଭୋକିଲା ପେଟକୁ ଶାନ୍ତ କରିଥିଲେ । ଲକ୍‌-ଡାଉନ୍ ସମୟରେ କାମ ଓ…

୧୦୪କୁ ଫେକ୍ କଲ ଘଟଣାରେ ୩୮ଜଣଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର : ୧୦୪କୁ ଫେକ୍ କଲ ପାଇଁ ଭୁବନେଶ୍ୱରର ସହିଦ ନଗର ଥାନାରେ ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଛି । ମୋଟ ୩୮ ଜଣଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି । କେବଳ ଗୋଟିଏ ନମ୍ବରରୁ ସର୍ବାଧିକ ୨୭୯ ଥର କଲ ଆସିଥିବା ଜଣାପଡିଛି । ରାଜ୍ୟରେ କରୋନା ସଂକ୍ରମଣ ମୁକାବିଲା ନେଇ ସରକାରଙ୍କ…

କରୋନା ଅପଡେଟ୍‌; ବିଦେଶରେ ଅନନ୍ୟ ଢଙ୍ଗରେ ଭାରତୀୟ ମହିଳା ଡାକ୍ତର ସମ୍ମାନିତ !

ଆମେରିକା: କରୋନା ଯୁଦ୍ଧରେ ସାରା ବିଶ୍ୱର ଡାକ୍ତର ସାଜିଛନ୍ତି ଆଗଧାଡିର ଯୋଦ୍ଧା । ଖାସ କରି ବିଦେଶରେ ଭାରତୀୟ ଡାକ୍ତରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ନିକଟରେ ଜଣେ ଭାରତୀୟ ମହିଳା ଡାକ୍ତରଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଯାହାଙ୍କୁ ବେଶ ଅନନ୍ୟ ଢଙ୍ଗରେ ସ୍ଥାନୀୟ…

ଫୋବର୍ସ ରିପୋର୍ଟ: କରୋନା ସଂକ୍ରମଣ ରୋକିବାରେ ଚୀନଠାରୁ ଭାରତ ଆଗରେ

ୱାଶିଂଟନ: ଫୋବର୍ସ ପତ୍ରିକାରେ କରୋନା ଭାଇରସ ନେଇ ଏକ ତଥ୍ୟଭିତିକ ରିପୋର୍ଟ ପ୍ରକାଶ ପାଇଛି । ହଂକଂର ଲୋକପ୍ରିୟ ଏଜେନ୍ସି ଡିପ ନଲେଜ ଗ୍ରୁପ ଲୋକଙ୍କ ସୁରକ୍ଷା, ଚିକିତ୍ସା ଓ ସରକାରୀ ମ୍ୟାନେଜମେଂଟ ପରି ୭୬ ବିଷୟରେ ୨୦୦ ଦେଶକୁ ନେଇ ସର୍ଭେ କରିବା ସହ ରିପୋର୍ଟ ପ୍ରକାଶ କରିଛି । ସଂକ୍ରମଣ…

କରୋନା ପ୍ରଭାବ: ଅମରନାଥ ଯାତ୍ରା ରଦ୍ଦ

ଜମ୍ମୁ: କରୋନା ଭାଇରସ ପ୍ରଭାବ ଯୋଗୁ ୨୦୨୦ ପାଇଁ ଅମରନାଥ ଯାତ୍ରାକୁ ରଦ୍ଦ କରି ଦିଆଯାଇଛି । ଚଳିତ ବର୍ଷ ୨୩ ଜୁନରୁ ଏହି ଯାତ୍ରା ଆରମ୍ଭ ହେବାର ଥିଲା । ଜମ୍ମୁ ରାଜଭବନରେ ବୁଧବାର ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୂ ଏହା ଘୋଷଣା କରିଥିଲେ । ଗତବର୍ଷ ଅଗଷ୍ଟରେ ୩୭୦ ଧାରା ଉଠିବା ପରେ ସୁରକ୍ଷା…

ଗୃହମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ପ୍ରତିବାଦରୁ ହଟିଲେ ଆଇଏମ୍ଏ ଡାକ୍ତର

ନୂଆଦିଲ୍ଲୀ: ସୁରକ୍ଷା ପ୍ରତିଶ୍ରୁତି ମିଳିବା ପରେ ପ୍ରତ୍ୟହାର ହେଲା ଆଇଏମଏ ଡାକ୍ତରଙ୍କ ପ୍ରତିବାଦ । ଗୃହମନ୍ତ୍ରୀ ଅମିତ ଶାହା ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କ ସହ ଭିଡିଓ କନ୍‌ଫରେନ୍ସ କରିବା ପରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍‌ର ଡାକ୍ତରମାନେ ଦୁଇ ଦିନ ହେବ…

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ୮୩ରେ ପହଂଚିଲା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର: ଯାଜପୁରରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ବୟସ ୩୮ ବର୍ଷ । ସଂକ୍ରମିତ ବ୍ୟକ୍ତିି ଜଣଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୮୩ରେ…