Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଏଡ଼ସ ପାଇଁ ଟୀକା ଖୋଜୁ ଖୋଜୁ କରୋନା ଭାଇରସର ସୃଷ୍ଟି : ନୋବେଲ ବିଜେତା ମୋଂଟେଗେନର

ପ୍ୟାରିସ:ଏଚଆଇଭି ତଥା ଏଡ଼ସ ସମ୍ପର୍କରେ ସାରା ବିଶ୍ୱ ତଥ୍ୟ ଯୋଗାଇଥିବା ନୋବେଲ ପୁରସ୍କାର ବିଜେତା ଲ୍ୟୁକ ମୋଂଟେଗେନର ଶନିବାର ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି । ସେ କହିଛନ୍ତି ଏଡସ ଟୀକା ବାହାର କରିବା ପାଇଁ କରାଯାଉଥିବା ଗବେଷଣାରୁ କରୋନା ଭାଇରସର ସୃଷ୍ଟି । ଅସାବଧାନତା ଯୋଗୁ ଏହା ବ୍ୟାପି…

ଆଲପ୍ସର ମ୍ୟାଟରହର୍ଣ୍ଣରେ ତ୍ରିରଙ୍ଗା

ନୂଆଦିଲ୍ଲୀ:କରୋନା ଭାଇରସ ନେଇ ଭାରତର ସୁଚିନ୍ତିତ କଡା ପଦକ୍ଷେପକୁ ବିଶ୍ୱର ଅଧିକାଂଶ ଦେଶ ସ୍ୱାଗତ କରୁଛନ୍ତି । ଏହି ଦୌଡରେ ସାମିଲ ହୋଇଛି ସୁଇଜରଲାଣ୍ଡ । ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍ ସମୟ ସୀମାକୁ ମେ ୩ ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଏହାକୁ…

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ, ୬୧ ଛୁଇଁଲା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ୬୧ରେ ପହଂଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ । ଆକ୍ରାନ୍ତ ବ୍ୟକ୍ତି ଜଣକ ବାଲେଶ୍ୱରର । ତାଙ୍କ ବୟସ ୫୮ ବର୍ଷ । ତେବେ ତାଙ୍କ ଗସ୍ତ ବିବରଣୀ ନେଇ…

ଆରମ୍ଭ ହେଲା ଜନ ସହାୟତା କେନ୍ଦ୍ର: ଫୋନରେ ମିଳିବ ସ୍ୱାସ୍ଥ୍ୟ ଓ ମାନସିକ ସମସ୍ୟା ପରାମର୍ଶ

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲାରେ ସରକାରଙ୍କ ସହ କାନ୍ଧ ମିଳାଇଛନ୍ତି ରାଜ୍ୟର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ । ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସିୱାଇଏସ୍‌ଡି ଓ ଏହାର ସହଯୋଗୀ ସଂଗଠନମାନେ ମିଳିତ ଭାବେ ଏକ ଜନ ସହାୟତା କେନ୍ଦ୍ର ଆରମ୍ଭ କରି ଏକ ନିଶୁଳ୍କ ନମ୍ବର ଜାରି…

ରାଜ୍ୟରେ ସୁସ୍ଥ ହେଲେ ଆଉ ୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୩ କରୋନା ଆକ୍ରାନ୍ତ । ୩ ଦିନ ପରେ ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆସିଛି ଆଶ୍ୱସ୍ତିକର ଖବର । ଭୁବନେଶ୍ୱରରୁ ୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୨୪ଜଣ ସୁସ୍ଥ ହୋଇଛନ୍ତି ।ଏନେଇ ଟ୍ୱିଟ୍…

୨ୟ ପର୍ଯ୍ୟାୟ ଲକ୍‌ଡ଼ାଉନ: ଏହି ୯ଟି ଜିଲ୍ଲାରେ ଚାଲିବନି ଘରୋଇ ଯାନବାହନ

ଭୁବନେଶ୍ୱର: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ସମୟସୀମା ବୃଦ୍ଧି କରିବା ପରେ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । କରୋନା ଭୂତାଣୁ ଯୋଗୁଁ ଯେଉଁ ସବୁ ଜିଲ୍ଲାଗୁଡ଼ିକୁ ଅଧିକ ନଜର ରଖାଯାଇଛି ସେହିସବୁ ଜିଲ୍ଲା ଗୁଡ଼ିକରେ ଘରୋଇ ଯାନବାହନ ଚଳାଚଳ କରିବ ନାହିଁ । କେବଳ…

ମାସ୍କ ପିନ୍ଧି ବେଦିରେ ବସିଲେ ବର-କନ୍ୟା

ଅନୁଗୁଳ/ସୁନ୍ଦରଗଡ: ଲକଡାଉନରେ ହେଲେ ହାତକୁ ଦି ହାତ । ମାସ୍କ ପିନ୍ଧି ବେଦିରେ ବସିଲେ ବର-କନ୍ୟା । କରୋନାକୁ କଲେନି ଖାତିର । ଲକଡାଉନ ଅଟକାଇ ପାରିଲାନି ବିବାହ । ନଥିଲା ବାଜ କି ବାଣ ରୋଷଣି । ସାଙ୍ଗ ସାଥି, ବନ୍ଧୁବାନ୍ଧବ ବି ଅଧିକ ନଥିଲେ । କେବଳ ଘର ଲୋକଙ୍କ ଗହଣରେ ପଡିଛି ହାତଗଣ୍ଠି ।…

ମେ’ ୩ ଯାଏଁ ବଢ଼ିବ ବିଦେଶୀଙ୍କ ଭିସା ଅବଧି

ନୂଆଦିଲ୍ଲୀ: କରୋନା ପାଇଁ ଭାରତରେ ଫସି ରହିଥିବା ବିଦେଶୀଙ୍କ ବଢ଼ିବ ଭିସା ଅବଧି । ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ମେ’ ୩ ଯାଏଁ ଭିସା ଅବଧିକୁ ବୃଦ୍ଧି କରାଯିବ । ଯେଉଁ ବିଦେଶୀ ନାଗରିକ ଭିସା ବୃଦ୍ଧି ପାଇଁ ଆବେଦନ କରିବେ ସେମାନଙ୍କ ବିନା ଶୁଳ୍କରେ ସରକାର…

ଭଉଣୀ ରଙ୍ଗୋଲିଙ୍କ ମାମଲାରେ ମୁହଁ ଖୋଲିଲେ କଙ୍ଗନା ରଣାୱତ୍ !

ମୁମ୍ବାଇ: ଇନ୍‌ଷ୍ଟାଗ୍ରମରେ ଭିଡିଓ ଶେୟାର କଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍ । ଭଉଣୀ ରଙ୍ଗୋଲିଙ୍କ ବିବାଦୀୟ ଟୁଇଟ୍ ପରେ ଟୁଇଟର ତାଙ୍କ ଆକାଉଣ୍ଟକୁ ସସ୍ପେଣ୍ଡ କରିଥିଲା । ଏ ନେଇ ଟୁଇଟରକୁ ବନ୍ଦ କରିବା ଲାଗି କଙ୍ଗନା ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି । …

ପୁରୀ ଓ ଭଦ୍ରକରେ ୧୪ ଦିନ ହେଲା ନାହିଁ ନୂଆ ମାମଲା: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ନେଇ ତାଜା ତଥ୍ୟ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଗତ ୧୪ ଦିନ ହେଲା ୪୭ଟି ଜିଲ୍ଲାରେ କୌଣସି ନୂଆ ମାମଲା ସାମ୍ନାକୁ ଆସିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି । ଏହି ଜିଲ୍ଲାମାନଙ୍କ ଭିତରେ ରହିଛି…