Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କୋଭିଡ୍ ମୁକାବିଲା: ୨୭୪ଟି ବିମାନ ଯୋଗେ ହେଲା ଦେଶବ୍ୟାପୀ ଔଷଧ ପରିବହନ

ନୂଆଦିଲ୍ଲୀ:ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-୧୯ର ମୁକାବିଲା ପାଇଁ ଜୀବନରେଖା ଉଡାଣ ଅଧିନରେ ଅତ୍ୟାବଶ୍ୟକ ଔଷଧ ସାମଗ୍ରୀ ଦେଶର ବିଭିନ୍ନ ଅଗମ୍ୟ ଅଞ୍ଚଳକୁ ପଠାଯାଉଛି । S No Date Air India Alliance IAF Indigo SpiceJet Total…

କୋଭିଡ୍ ମୁକାବିଲା ଲାଗି ପ୍ରସ୍ତୁତ ହେଲା ବ୍ୟକ୍ତିଗତ ସୁରକ୍ଷା କଭରାଲ୍ ସୁଟ୍

ବେଙ୍ଗାଲୁରୁ: ବେଙ୍ଗାଲୁରୁସ୍ଥିତ ସିଏସଆଇଆରର ସହଯୋଗୀ ଲାବରୋଟାରୀ ଜାତୀୟ ଏରୋସ୍ପେସ୍ ଲାବରୋଟାରୀ ଏବଂ ଏମଏଏଫ କ୍ଲଦିଙ୍ଗ ପ୍ରାଇଭେଟ ଲିମିଟେଡ ମିଳିତ ସହଯୋଗରେ ବ୍ୟକ୍ତିଗତ ସୁରକ୍ଷା କଭରାଲ ସୁଟର ମଡେଲ (ପ୍ରୋଟୋଟାଇପ) ବିକଶିତ ହୋଇଛି । ଏହି ସୁରକ୍ଷା ପୋଷାକରେ ସାଧାରଣ ମେସିନ ବୁଣା କପଡା…

ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଚିଠି

ଭୁବନେଶ୍ୱର: ରଥଯାତ୍ରା ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । କରୋନା ଲାଗି ଆସନ୍ତା ଜୁନ୍ ୨୩ ତାରିଖରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପ୍ରଭାବିତ ହୋଇପାରେ । ଏନେ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। ଆଶଙ୍କା…

ଡାକ କର୍ମଚାରୀଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ଜରୁରୀ ସେବା ଯୋଗାଉଥିବା ଡାକ କର୍ମଚାରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଯଦି କରୋନା ଭୂତାଣୁରେ ସଂକ୍ରମିତ ହୋଇ ଡାକ କର୍ମଚାରୀ ପ୍ରାଣ ହରାନ୍ତି ତେବେ ସେମାନଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ । କରୋନା ସଂକ୍ରମଣ କାଳରେ…

୬୦ ବୟସରୁ ଅଧିକ ବୟସର ଶ୍ରମିକଙ୍କୁ କାମ କରିବା ମନା: ଏସ୍‌ଆର୍‌ସି

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ଚାରିଆଡେ ତାଲାବନ୍ଦ ରହିଛି । ଏହି ସମୟରେ କେତେକ ନିର୍ମାଣ କାର୍ଯ୍ୟ ଚାଲୁ ରଖିବା ପାଇଁ ଅନୁମତି ମିଳିଛି । ତେଣୁ ନିର୍ମାର କାର୍ଯ୍ୟ ସମୟରେ ସତର୍କତା ଅବଲମ୍ବନ ପାଇଁ ଗାଇଡଲାଇନ୍ ଜାରି ରହିଛି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଏସ୍‌ଆର୍‌ସି…

ଦୂରଦର୍ଶନରେ ଦଶମ ପିଲାଙ୍କ ପାଇଁ ସ୍ୱତନ୍ତ୍ର କ୍ଲାସ

ଭୁବନେଶ୍ୱର: ଏଣିକି ଦୂରଦର୍ଶନ ଜରିଆରେ ପାଠ ପଢ଼ିବେ ଦଶମ ଶ୍ରେଣୀ ପିଲା । କରୋନା ପାଇଁ ଲକ୍‌ଡାଉନ୍ ଜାରି ରହିଥିବାରୁ ପିଲାଙ୍କ ପାଠପଢାରେ ବାଧା ସୃଷ୍ଟି ହେଉଛି। ଏହି ସମସ୍ୟାର ସମାଧାନ ନିମନ୍ତେ ଦୂରଦର୍ଶନର ସହାୟତା ନିଆଯିବ। ଲକ୍‌ଡାଉନ ସମୟରେ ଦୂରଦର୍ଶନ ଜରିଆରେ ଦଶମ ପାଠ ପଢାଯିବ ବୋଲି…

ଝଡ଼ର ଇଗଲ୍‌: ହଁ, ମୁଁ ପାରିବି…

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ…

କରୋନା ସ୍ଥିତି ଅନୁଧ୍ୟାନ କରୁଥିବା ପ୍ରଶାସନିକ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ

ଯାଜପୁର: କରୋନା ସ୍ଥିତିର ଅନୁଧ୍ୟାନ କରିବାକୁ ଯାଇଥିବା ପ୍ରଶାସନିକ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ । ଯାଜପୁର କୁଆଖିଆ ଥାନା ଗୋପିନାଥପୁରରେ ଏଭଳି ଘଟଣା ଘଟିଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖିଛି ।ସୂଚନା ମୁତାବକ, ଆଜି ଯାଜପୁର ଜିଲ୍ଲାପାଳ ରଂଜନ ଦାସଙ୍କ…

କରୋନା ମୁକାବିଲା: ଭୁବନେଶ୍ୱରରେ ମେଗା ନମୂନା ସଂଗ୍ରହ ଅଭିଯାନ

ଭୁବନେଶ୍ୱର: କରୋନା ରୋକିବାକୁ ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ବଡଧରଣର ଅଭିଯାନ ଆରମ୍ଭ ହୋଇଛି । ୭ ଦିନ ଭିତରେ ୫ ହଜାର ସ୍ୱାବ ପରୀକ୍ଷା କରିବାକୁ ସରକାର ଅଂଟା ଭିଡିଛନ୍ତି । ୧୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ନମୂନା ସଂଗ୍ରହ କରାଯାଉଛି । ପ୍ରତି ଟିମରେ ୩ ଜଣ ସଦସ୍ୟ ଅଛନ୍ତି । ଜଣେ…

ପଶ୍ଚିମ ଓଡିଶାରେ କୋଭିଡ ହସପିଟାଲ ସ୍ଥିତି ପରଖିଲେ ସଚିବ

ଭୁବନେଶ୍ୱର: କରୋନା ମୁକାଲିବା ପାଇଁ ସାରା ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିିଟାଲ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ପଶ୍ଟିମ ଓଡିଶାରେ କୋଭିଡ ହସ୍ପିିଟାଲର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍ ।ବଲାଙ୍ଗୀର, ବରଗଡ,…