Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବଲିଉଡରେ କରୋନା: ଏହି ତାରକାଙ୍କ କର୍ମଚାରୀ ହେଲେ ପଜିଟିଭ ଚିହ୍ନଟ, କ୍ୱାରେଣ୍ଟାଇନରେ ସାରା ପରିବାର

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଖାନଙ୍କ ଝିଅ ଫରହା ଖାନ ଅଲି (ଜ୍ଵେଲାରୀ ଡିଜାଇନର) ଙ୍କ ଘର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନନ୍ତି । ଫରହା ଏନେଇ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଫରହା ଟ୍ଵିଟୱେବ ଲେଖିଛନ୍ତି ଯେ,ତାଙ୍କ ଘରର ଜଣେ କର୍ମଚାରୀ କରୋନା…

୩୨୫ ଜିଲ୍ଲାରେ କରୋନା ସଂକ୍ରମଣ ହୋଇନି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଭାରତରେ ୧୨ ହଜାର ଅତିକ୍ରମ କରିସାରିଲାଣି । ତେବେ ଦେଶର ପ୍ରାୟ ୩୨୫ ଜିଲ୍ଲାରେ ହୋଇନି କରୋନା ସଂକ୍ରମଣ । ଏହି ସବୁ ଜିଲ୍ଲାରୁ ଗୋଟିଏ ହେଲେ କରୋନା ମାମଲା ଆସିନାହିଁ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା…

କରୋନା ଆତଙ୍କ; ଆଖି ବୁଜିଲା ୨୯ ଦିନର ଶିଶୁ !

ଫିଲିପାଇନ୍ସ: କରୋନାଭାଇରସଠୁ ହାର୍ ମାନିଲା ବିଶ୍ୱର ସର୍ବକନିଷ୍ଠ ରୋଗୀ । କରୋନାଭାଇରସରେ ଆକ୍ରାନ୍ତ ୨୯ଦିନର ଶିଶୁଟି ମଙ୍ଗଳବାର ଦକ୍ଷିଣ ମାନିଲାର ବାତାଙ୍ଗାସ୍ ଅଂଚଳରେ ପ୍ରାଣ ହରାଇଥିଲା । THE Department of Health (DoH) on Tuesday confirmed that the youngest…

କରୋନା ସଂକ୍ରମଣଙ୍କ ଶବରୁ ମଧ୍ୟ ସଂକ୍ରମିତ ହେବାର ଭୟ ସୃଷ୍ଟି ହେଲା

ନୂଆଦିଲ୍ଲୀ: କରୋନା ସଂକ୍ରମଣଙ୍କ ଶବରୁ ମଧ୍ୟ ସଂକ୍ରମିତ ହେବାର ଭୟ ସୃଷ୍ଟି ହେଲା । ଥାଇଲାଣ୍ଡରେ ଏହିଭଳି ଏକ ରିପୋର୍ଟ ହସ୍ତଗତ ହୋଇଛି । ଥାଇଲାଣ୍ଡର ଏକ ଶବ ପରୀକ୍ଷକଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ପରେ ଏହା ସ୍ପଷ୍ଟ ହୋଇଛି । ଶବ ରହୁଥିବା ସ୍ଥାନ, ମଶାଣି ଏବଂ ଶବ ବାହକ ଗାଡି ସହ…

ରାଜ୍ୟରେ ହେବ ଏକାଥରେ ଏକାଧିକ ନମୂନା ପରୀକ୍ଷା: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଏକାଥରକେ ଏକାଧିକ କରୋନା ନମୂନା ପରୀକ୍ଷା କରାଯିବ । ଆଗାମୀ ଦିନରେ ହେବ ପୁଲ୍ କୋଭିଡ-୧୯ ଟେଷ୍ଟିଂ । କରୋନାର ମୁକାବିଲା ନେଇ ଆଜି ଉଚ୍ଚ କ୍ଷମତା ସମ୍ପନ୍ନ ମନ୍ତ୍ରିସ୍ତରୀୟ କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ସେ କହିଛନ୍ତି,…

ଲକ୍‌-ଡାଉନ୍ ଭଙ୍ଗ; ମାଡ ବଦଳରେ ମିଳୁଛି ଯୋଗାସନ ଦଣ୍ଡ !

ମହାରାଷ୍ଟ୍ର: ଲକ୍‌-ଡାଉନ୍ ଭାଙ୍ଗି ସକାଳେ କରୁଥିଲେ ପ୍ରାତଃ ଭ୍ରମଣ । ଧରାପଡିଥିଲେ ପୋଲିସ ହାତରେ । ହେଲେ ମାଡ ବଦଳରେ ଦଣ୍ଡ ସ୍ୱରୂପ ମିଳିଥିଲା ଯୋଗାସନ କରିବା ପାଇଁ ନିର୍ଦ୍ଦେଶ । ପୁଣେ ପୋଲିସର ଏପରି ପଦକ୍ଷେପ ସାରା ଭାରତରେ ଚର୍ଚ୍ଚା ସାଉଣ୍ଟିଛି । #WATCH Maharashtra: Police…

ବୁଲା ପଶୁ ପକ୍ଷୀଙ୍କ ଅନ୍ନଦାତା ସାଜିଛି ‘ବଡି ଦିଦି’

ମାଲକାନଗିରି: କରୋନା ଯୋଗୁଁ ଚାରିଆଡେ ତାଲାବନ୍ଦ । ରାସ୍ତଘାଟ ସବୁ ଶୂନଶାନ । କେହି ନାହାନ୍ତି ଅଛନ୍ତି କେବଳ ପଶୁ ପକ୍ଷୀ। କରୋନା ଯୋଗୁଁ କେବଳ ମଣିଷ ନୁହନ୍ତି ପଶୁ ପକ୍ଷୀ ମଧ୍ୟ ସଙ୍କଟରେ ଅଛନ୍ତି । ଲକଡାଉନ୍ ଯୋଗୁଁ ବୁଲା ପଶୁ ପକ୍ଷୀମାନେ ଏବେ ଖାଇବାକୁ ପାଉ ନାହାନ୍ତି । ଏମାନେ ଯେପରି…

ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ଖୋଲାଯିବ ଟେଷ୍ଟିଂ ଲ୍ୟାବ: ମନ୍ତ୍ରୀ

ଭୁବନେଶ୍ୱର: ଦିନକୁ ଦିନ ବ୍ୟାପୁଥିବା ମହାମାରୀ କରୋନାକୁ ରୋକିବା ପାଇଁ ରାଜ୍ୟ ସରକାର ଅଂଟା ଭିଡିଛନ୍ତି । କରୋନା ସନ୍ଦିଗ୍ଧଙ୍କ କିପରି ଅଧିକରୁ ଅଧିକ ନନୂମା ପରୀକ୍ଷା କରାଯାଇ ପାରିବ ସେ ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ଟେଷ୍ଟିଂ ଲ୍ୟାବ…

ଢୋଲ ବଜାଇ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଛି ପାକିସ୍ତାନ !

ପାକିସ୍ତାନ: ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି ପାକିସ୍ତାନୀ ହସ୍ପିଟାଲର ଏହି ଭିଡିଓ । ଏହି ଭିଡିଓଟିକୁ ପୂର୍ବତନ ଭାରତୀୟ କ୍ରିକେଟର ତଥା ସାଂସଦ ଗୌତମ ଗାମ୍ଭୀର ଶେୟାର କରିଛନ୍ତି । ଭିଡିଓରେ କିଛି ଡାକ୍ତର କରୋନାଭାଇରସ୍ ୱାର୍ଡରେ ଢୋଲ ବଜାଇ ନାଚିବାରେ ଦେଖିବାକୁ ମିଳିଛି ।…

୧୫ ଦିନିଆ କ୍ୱାରେଣ୍ଟିନ୍‌ରେ ରହିବେ ଡାକ୍ତର: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଦିନ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଏହି ସଂଖ୍ୟା ୬୦ରେ ପହଂଚିଥିବା ବେଳେ ୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଏହି କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅଜିତ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଯେଉଁ…