Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ସଂକ୍ରମଣ ଭୟରେ କୁନି ଝିଅ ପାଖକୁ ଆସିପାରୁ ନାହାନ୍ତି ବାପା, ଭିଡିଓ ଭାଇରାଲ

ବାପା କାଚ କବାଟର ସେପାଖେ, କୁନି ଝିଅ ଏ ପାଖେ । ବାପା ଏବେ ଅଫିସରୁ ଆସିଛନ୍ତି କୁନି ଝିଅର ମନ ବାପା ପାଖେ କାଖ ହୋଇ ବହୁତ ଗେଲ ହୁଅନ୍ତା । ତା କୁନି କୁନି କଥା କୁହା ଓଠରେ କେତେ କଣ ଗପି ଦିଅନ୍ତା । କିନ୍ତୁ ବାପା କବାଟ ସେପାଖେ ଥାଇ ଝିଅକୁ ଫ୍ଲାଇଙ୍ଗ କିସ୍ ଦେଉଛନ୍ତି । ତେବେ କାହିଁକି ସେ…

ରେକର୍ଡ କଲା ଆରୋଗ୍ୟ ସେତୁ ଆପ୍: ୧୩ ଦିନରେ ଡାଉନଲୋଡ଼ କଲେ ୫ କୋଟି ଉପଭୋକ୍ତା !

ନୂଆଦିଲ୍ଲୀ: ଭାରତ ଆଜି କୋଭିଡ-୧୯ ଅର୍ଥାତ୍ କରୋନାଭାଇରସ୍ ପରି ମହାମାରୀର ସମ୍ମୁଖୀନ ହୋଇଛି ଏବଂ ଏଭଳି ପରିସ୍ଥିତିରେ ସରକାର ଲୋକଙ୍କୁ ଏହି ଜୀବାଣୁ ରୋକିବା ପାଇଁ ସଚେତନ କରିବାକୁ ଚେଷ୍ଟା କରୁଛନ୍ତି। ଭାରତ ସରକାର ନିକଟରେ କରୋନାଭାଇରସ୍ ସହିତ ଲଢ଼ିବା ପାଇଁ ଆରୋଗ୍ୟ ସେତୁ ନାମକ ଏକ ଆପ୍…

ଭାରତରେ ଲଞ୍ଚ ହେଲା ଆଇଫୋନ୍ ଏସଇ୨୦୨୦; ଜାଣନ୍ତୁ କଣ ରହିଛି ଏହାର ମୂଲ୍ୟ ଓ ବୈଶିଷ୍ଟ୍ୟ

ନୂଆଦିଲ୍ଲୀ: ଆପଲ୍ ଆଇଫୋନ୍ ଏସଇ୨୦୨୦ ଲଞ୍ଚ: ଆପଲ୍ ର ସର୍ବଶେଷ ହ୍ୟାଣ୍ଡସେଟ୍ ଆପଲ୍ ଆଇଫୋନ୍ ଏସଇ୨୦୨୦ ଭାରତରେ ଲଞ୍ଚ କରାଯାଇଛି। ଆପଲ୍ ର ସର୍ବଶେଷ ଫୋନର ଡିଜାଇନ୍ ବିଷୟରେ କହିବାକୁ ଗଲେ ଏହା ଆଇଫୋନ୍ ୮ (ଆଇଫୋନ୍ ୮) ପରି ଦେଖାଯାଉଛି | ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟଗୁଡିକ ବିଷୟରେ କହିବାକୁ…

ମାଆ କରୋନା ପଜିଟିଭ ଚିହ୍ନଟ ପରେ ନର୍ସଙ୍କ ଦାୟିତ୍ୱରେ ତିନି ମାସର ଶିଶୁ

ରାୟପୁର : ଡାକ୍ତରଖାନାରେ ନର୍ସଙ୍କ କୋଳରେ ତିନି ମାସର ଶିଶୁ । ତାର ଏବେ ସବୁ ଦାୟିତ୍ୱ ନେଇଛନ୍ତି ଏହି ଦୁଇ ନର୍ସ । ମାଆଠୁ ତାକୁ ଦୂରେଇ ରଖାଯାଇଥିବାରୁ ପିଲାଟି ଏବେ ନର୍ସଙ୍କ ପାଖରେ । କାରଣ ମାଆ କରୋନା ପଜିଟିଭ ଜଣାପଡିବା ପରେ ପିଲାଟିକୁ ଅଲଗା ରଖାଯାଇଛି । ଏ ଦୃଶ୍ୟ ହେଉଛି ଛତିଶଗଡ…

ଛତିଶଗଡରେ ଏନକାଉଣ୍ଟର, ଜଣେ ନକ୍ସଲ ମୃତ

ବିଜାପୁର : ଓଡିଶା-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି । ହରଗେଲପାଲି ଓ ବେଚ୍ଛାପାଲ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିବା ବସ୍ତର ଆଇଜି ସୂଚନା ଦେଇଛନ୍ତି । ଦାନ୍ତେୱାଡା ଓ ବିଜାପୁରରେ ନକ୍ସଲ କାର୍ଯ୍ୟକଳାପ ସୂଚନା…

କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପ୍ରଶଂସା କଲେ ନବୀନ

ଭୁବନେଶ୍ୱର : ଖୁବ୍ କମ ସମୟ ମଧ୍ୟରେ କେନ୍ଦ୍ରାପଡାରେ କୋଭିଡ ୧୯ ହସ୍ପିଟାଲ ପ୍ରସ୍ତୁତ ହୋଇଥିବାରୁ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ଲଢୁଥିବା କରୋନା ଲଢେଇକୁ ଆହୁରି ମଜବୁତ କରିବାକୁ ଯାଇ କେନ୍ଦ୍ରାପଡାରେ ସମ…

୧୪ ଦିନ କାମ କରିବେ, ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ ସ୍ୱାସ୍ଥ୍ୟକର୍ମୀ: ସୁରେଶ ମହାପାତ୍ର

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀ ମଧ୍ୟ ସଂକ୍ରମିତ ହେଉଛନ୍ତି । ଏହାକୁ ଦେଖି ରାଜ୍ୟରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ନିର୍ମାଣ କରିବାକୁ ପାଇଁ ନିଷ୍ପତ୍ତି ହୋଇଛି ।…

ଭିଡିଓ ମିଟିଂ ପାଇଁ ବ୍ୟବହାର ହେଉଥିବା ଜୁମ୍ ଆପ୍ ସୁରକ୍ଷିତ ନୁହେଁ : ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଭାରତରେ ଭିଡିଓ କଲିଂ ଓ ମିଟିଂ ପାଇଁ ବହୁଳ ଭାବରେ ବ୍ୟବହାର ହେଉଥିବା ଜୁମ୍ ଆପ୍ ସୁରକ୍ଷିତ ନୁହେଁ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସତର୍କ କରାଯାଇଛି । ଏଥି ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ କାର୍ଯ୍ୟ ପାଇଁ କର୍ମଚାରୀ ଓ ଅଫିସରେ ଏହି ଜୁମ୍ ଆପ୍ ବ୍ୟବହାର ନେଇ କଟକଣା…

ପଦକ୍ଷେପ ନେଲାନି ପ୍ରଶାସନ, ମଣ୍ଡିରେ ପଡି ଗଜା ହେଲା ଧାନ

ମାଲକାନଗିରି: ମାସା ମାସ ଧରି ମଣ୍ଡିରେ ପଡି ରହିଛି ଧାନ । ତାଲାବନ୍ଦ ଭିତରେ ଖୋଲା ଆକାଶ ତଳେ ପଡି ରହିଥିବା କ୍ୱିଂଟାଲ କ୍ୱିଂଟାଲ ଧାନ ବର୍ଷାରେ ଭିଜି ଗଜା ହେଲାଣି । ଏହାକୁ ନେଇ ଚାଷୀ ମୁଣ୍ଡରେ ଏବେ ଚଡକ ପଡିଛି । ଚାଷୀର ବର୍ଷ ଯାକର ପରିଶ୍ରମ ପାଣିରେ ଭାସି ଯାଉଛି । ବସ୍ତା ବସ୍ତା ଧାନ…

ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟାୟ ରଥକାଠ

ପୁରୀ : ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଆରମ୍ଭ ହେବ। ଏନେଇ ଆଜି ପୁରୀ ବଡ଼ଦାଣ୍ଡରେ ପହଞ୍ଚିଛି ସପ୍ତମ ପର୍ଯ୍ୟାୟ ରଥକାଠ। ଏହି ପର୍ଯ୍ୟାୟରେ ୨୦ ଖଣ୍ଡ ରଥ କାଠ ପୁରୀରେ ପହଁଚିଛି । ଦଶପଲ୍ଲା ବନଖଣ୍ଡ ଅଂଚଳରୁ ଗୋଟିଏ ଟ୍ରକ ରେ ଆସିଥିବା ଏହି ରଥକାଠ…