Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଲକଡାଉନ୍ ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ୍ ଜାରି

ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶରେ ଲକଡାଉନ୍ ଅବଧିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ୩ ତାରିଖ ଯାଏଁ ବୃଦ୍ଧି କରିବା ପରେ ଆଜି ଆସିଛି ନୂଆ ଗାଇଡଲାଇନ୍ । ବାହାରକୁ ବାହାରିଲେ ମାସ୍କ ପିନ୍ଧିତା ବାଧ୍ୟତା ମୂଳକ କରାଯାଇଛି । ସେହିପରି ସର୍ବସାଧାରଣରେ ଛେପ ପକାଇବା ବାରଣ କରାଯାଇଛି ।…

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ମାନି ମାସିକ ଫି ହ୍ରାସ କଲା ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌

ଭୁବନେଶ୍ୱର: ଲକ୍‌ଡାଉନକୁ ଦୃଷ୍ଟିରେ ରଖି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପ୍ରଥମ ତିନିମାସର ଫି ହ୍ରାସ କରିଛି । ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି ଯେ, ଅଭିଭାବକମାନେ ଏନେଇ ଆବେଦନ କରି ଏହି ସ୍କୁଲ୍ ଫି ପାଇପାରିବେ । ଯଦି ଏହି ଲକ୍‌ଡାଉନର ଅବଧି ଆଗକୁ ଆହୁରି…

କରୋନା ମୁକାବିଲା: ସାନିଟାଇଜ ହେଲା ସ୍ୱର୍ଗଦ୍ୱାର

ପୁରୀ: ପୁରୀ ସ୍ୱର୍ଗଦ୍ୱାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନିଟାଇଜ ଓ ପାଣି ସ୍ପ୍ରେ କରାଯାଇଛି । ବୁଧବାର ସକାଳୁ ୨ ରୁ ଅଧିକ ଅଗ୍ନିଶମ ବାହିନୀ ଗାଡି ସହାୟତାରେ ସ୍ୱର୍ଗଦ୍ୱାରରେ ପାଣି ସ୍ପ୍ରେ କରାଯିବା ପାଇଁ ନିୟୋଜିତ ହୋଇଛି । ସ୍ୱର୍ଗଦ୍ୱାର ଭିତର ଓ ଏହାର ଚତୁର୍ପାଶ୍ୱ ସହ ଏହାସହ…

କରୋନା ଅପଡେଟ୍‌; କାହିଁକି ଚର୍ଚ୍ଚାରେ ଆସାମ୍ ଟ୍ରାଫିକ ପୋଲିସ୍ ?

ଆସାମ: ସୋସିଆଲ୍ ମିଡିଆରେ ଭାଇରାଲ୍ ଆସାମ୍ ଟ୍ରାଫିକ ପୋଲିସଙ୍କ ଭିଡିଓ । ଲକ୍‌-ଡାଉନ୍ ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ପାରମ୍ପରିକ ରୋଙ୍ଗାଲି ବିହୁ ଉତ୍ସବ ପାଳନ କରିବାରେ ନଜର ଆସିଥିଲେ ଆସାମ ଟ୍ରାଫିକ୍ ପୋଲିସ । #WATCH Assam: Traffic Police personnel in Guwahati…

ଲକ୍‌ଡାଉନ୍ ପ୍ରଭାବ: ଶ୍ରଦ୍ଧାଳୁଙ୍କ ବିନା ଉପସ୍ଥିତିରେ ପାଳିତ ହେବ ଚନ୍ଦନ ଯାତ୍ରା !

ପୁରୀ: କରୋନା ମହାମାରୀ ସଂକ୍ରମଣ ରୋକିବା ଲାଗି ଏବେ ଓଡ଼ିଶା ସମେତ ସାରା ଭାରରେ ଚାଲିଛି ଲକ୍‌ଡ଼ାଉନ୍ । ଲକ୍‌ଡ଼ାଉନ୍ ପ୍ରଭାବରେ ପୁରୀରେ କିପରି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଳିତ ହେବ ଏବେ ସେନେଇ ବିଭିନ୍ନ ମହଲରେ ଚିନ୍ତା ଉପୁଜିଛି । ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଅକ୍ଷୟ ତୃତୀୟାରେ…

ଆମେରିକାର ମୃତ୍ୟୁର ତାଣ୍ଡବ: ୨୪ ଘଣ୍ଟାରେ କରୋନା ନେଲା ୨ ହଜାରରୁ ଅଧିକ ମୁଣ୍ଡ

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ପ୍ରଭାବ ସର୍ବାଧିକ ଆମେରିକାରେ ହିଁ ରହିଛି । ଗତ ୨୪ ଘଣ୍ଟାରେ ଏଠାରେ ରେକର୍ଡ ସଂଖ୍ୟକ ମୃତ୍ୟୁ ଘଟୁଛି। ଗତ ୨୪ ଘଣ୍ଟାରେ ୨ ହଜାର ୨୨୮ ଜଣଙ୍କ…

ବାଲୁକା କଳାର ଅନନ୍ୟ ପ୍ରତିଭା ସୁଦର୍ଶନ ପଟ୍ଟନାୟକଙ୍କର ଆଜି ଜନ୍ମଦିନ, ଜାଣନ୍ତୁ ତାଙ୍କ ବିଷୟରେ କିଛି କଥା

ଭୁବନେଶ୍ୱର: ବାଲୁକା କଳା କଥା ଶୁଣିଲେ ପ୍ରଥମେ ମନକୁ ଆସେ ଓଡ଼ିଶାର ସୁଦର୍ଶନ ପଟ୍ଟନାୟକଙ୍କ କଥା । ଅଦିତ୍ୟିୟ କଳାର ସମ୍ଭାର ଥାଏ ତାଙ୍କ ହାତରେ । ପୁରୀ ବେଳାଭୂମି ହେଉ କିମ୍ବା ଅନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବ, ସବୁଆଡେ ତାଙ୍କରି କଳା ଓ ତାଙ୍କରି ଛାପ । ତାଙ୍କ ସ୍ପର୍ଶରେ ପ୍ରାଣ ହୀନ…

କରୋନା ମହାମାରୀ ପ୍ରଭାବ; ବିଜ୍ଞାପନ ଦର ହ୍ରାସ କଲା ଫେସ୍‌ବୁକ୍ !

ସାନ୍ ଫ୍ରାନ୍ସିସ୍କୋ: ସମସ୍ତ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସ୍ପଷ୍ଟ ଦେଖିବାକୁ ମିଳିଛି କରୋନା ମହାମାରୀ ପ୍ରଭାବ । ଶେଷରେ ବିଜ୍ଞାପନ ଦର ହ୍ରାସ କଲା ବିଶ୍ୱର ଅଗ୍ରଣୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍ । #Facebook has reportedly cut its advertisement rates by nearly…

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ପାଣ୍ଠି ଅଟକାଇଲେ ରାଷ୍ଟ୍ରପତି ଟ୍ରମ୍ପ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁ ଏଚ ଓ) କରୋନା ଭାଇରସର ମାରାତ୍ମକତାକୁ ଲୁଚାଇ ରଖିବା ଅଭିଯୋଗ କରିଛି ଆମେରିକା । ଏଥିପାଇଁ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନକୁ ପାଣ୍ଠି ଯୋଗାଇବା ବନ୍ଦ କରିଥିବା ଆମେରିକା ଘୋଷଣା କରିଛି। ଏକ ବକ୍ତବ୍ୟରେ ଟ୍ରମ୍ପ କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ…

ଲକ୍‌-ଡାଉନରେ ସୁପରଷ୍ଟାର ସଲମାନ କାହିଁକି ନେଲେ ଏପରି ନିଷ୍ପତ୍ତି !

ମୁମ୍ବାଇ: ଖୁବଶୀଘ୍ର ବଲିଉଡ ସୁପରଷ୍ଟାର ସଲମାନ ଖୋଲିବେ ନିଜର ୟୁ ଟ୍ୟୁବ ଚ୍ୟାନେଲ । ଚ୍ୟାନେଲର ନାଁ ରହିବ ବିଙ୍ଗ୍ ସଲମାନ ଖାନ । View this post on Instagram A post shared by…