Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବ୍ରହ୍ମପୁର ଏମକେସିଜି ମେଡିକାଲରେ ଆରମ୍ଭ ହେଲା କୋଭିଡ-୧୯ ପରୀକ୍ଷା

ବ୍ରହ୍ମପୁର: ସମସ୍ତ ବୈଷୟିକ ପ୍ରୋଟୋକଲଗୁଡିକ ସମ୍ପୂର୍ଣ୍ଣ ହେବା ପରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ କୋଭିଡ-୧୯ ପରୀକ୍ଷା ସୁବିଧା ଆରମ୍ଭ ହୋଇଛି। ଗତ ଶୁକ୍ରବାର ଦିନ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଏପ୍ରିଲ ୧୩ ତାରିଖ ଠାରୁ…

ପୁରୀରେ ପହଞ୍ଚିଲା ୬ଷ୍ଠ ପର୍ଯ୍ୟାୟ ରଥକାଠ

ପୁରୀ: ଆସନ୍ତା ଏପ୍ରିଲ୍ ୨୬ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ତିଥି । ଏହି ପବିତ୍ର ତିଥିରେ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ପାଳିତ ହେବା ସହିତ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ନରେନ୍ଦ୍ର ପୁଷ୍କରିଣୀରେ ଏହି ଦିନ ଚାପ ଖେଳ ଅନୁଷ୍ଠିତ ହେବା ସହିତ ଚନ୍ଦନ ଯାତ୍ରା ଆରମ୍ଭ…

କରୋନା ଆତଙ୍କ; ୩ ଆଫ୍ରିକୀୟ ଦେଶରେ ଗରିଲାଙ୍କୁ ଲକ୍‌-ଡାଉନ୍ !

ଲଣ୍ଡନ: ରୱାଣ୍ଡା, ଉଗାଣ୍ଡା ଓ କଙ୍ଗୋ ଭଳି ତିନୋଟି ଆଫ୍ରିକୀୟ ଦେଶରେ ଗରିଲାଙ୍କୁ ଲକ୍‌-ଡାଉନରେ ରଖାଯାଇଛି । ସମସ୍ତ ଅଭୟାରଣ୍ୟ ବନ୍ଦ ଥିବାବେଳେ ଲକ୍‌-ଡାଉନ୍ ତାଲିକାରେ ଓରାଙ୍ଗଓଟାନ ଭଳି ଲୋପ ପାଉଥିବା ଜାତିକୁ ବି ସାମିଲ କରାଯାଇଛି । Gorillas in Rwanda, Uganda and Democratic…

ଘରେ ମିଛ କହି କରୋନା ବିରୋଧରେ ଲଢିଲେ ତେଲେଙ୍ଗାନାର ରାମାକ୍ରିଷ୍ଣାନ !

ତେଲେଙ୍ଗାନା: ଲଖ୍ନୌର କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟିର ପିଏଚ୍‌ଡି ସ୍କଲାର୍ ରାମାକ୍ରିଷ୍ଣାନ । ସାରା ଦେଶ ଲକ୍‌-ଡାଉନ୍ ଥିବାରୁ ଘରେ ରହି ନିଜ ବାପାଙ୍କୁ ଚାଷବାସରେ ସାହାଯ୍ୟ କରୁଥିଲେ । ହେଲେ ଏତିକିବେଳେ ନିଜ ବିଭାଗୀୟ ମୁଖ୍ୟଙ୍କଠାରୁ କଲ୍ ପାଇଁ ଘରୁ ବାହାରିପଡିଥିଲେ କରୋନା ବିରୋଧରେ…

ପିଏମ୍ କେୟାର୍ସ ଫଣ୍ଡ ନାଁରେ ୫୨ ଲକ୍ଷରୁ ଅଧିକ ଠକେଇ, ୨ ଅଭିଯୁକ୍ତ ଗିରଫ !

ଝାଡଖଣ୍ଡ: ଗୁରୁବାର ଝାଡଖଣ୍ଡ ପୋଲିସ ପିଏମ୍ କେୟାର ଫଣ୍ଡ ନାଁରେ ଲୋକଙ୍କୁ ଠକିଥିବା ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦୁଇ ଭାଇ ବୋଲି ଜଣାପଡିଛି । ତଦନ୍ତରୁ ଜଣାପଡିଥିଲା ଦୁଇ ଅଭିଯୁକ୍ତ ନୁର ହସନ ଓ ମହମ୍ମଦ ଇଫତିକାର ଫେକ୍ ୱେବସାଇଟ୍…

ଭାରତର କେଉଁ ରାଜ୍ୟରେ କେତେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର ୨୬ ଟି ରାଜ୍ୟ ଓ ୪ ଟି କେନ୍ଦ୍ରଶାସିତ ଅଞ୍ଚଳକୁ କବଳିତ କରି ସାରିଲାଣି ଏହି ମହାମାରୀ। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ଟପି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୩୦୦ ଟପିଲାଣି। ଆସନ୍ତୁ…

କୋଭିଡ଼-୧୯: ଡାକ୍ତରଖାନାରୁ ଫେରି ନିଜ ଅନୁଭୁତି ବାଣ୍ଟିଲେ ଓଡ଼ିଶାର ଏହି ବ୍ୟକ୍ତି

ଭୁବନେଶ୍ବର: ମାରାତ୍ମକ କରୋନା କବଳରୁ ସୁସ୍ଥ ହେବା ପରେ ନିକଟରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବା ପ୍ରତାପ ଦଳ ବେହେରା ଗଣମାଧ୍ୟମ ପ୍ରତିନିଧିମଙ୍କ ସହ ନିଜର ଅନୁଭୂତି ବାଣ୍ଟିଛନ୍ତି । "ମୋର ବଡ଼ ଭାଇ କରୋନା ପଜିଟିଭ ଚିହ୍ନଟ ହେବା ପରେ ମୋ ପରିବାର ଏକ ରକମର ସ୍ତବ୍ଧ ହୋଇଯାଇଥିଲା । ସେ…

ଥମୁନି କରୋନା: ସାରାବିଶ୍ୱରେ ୧୮ ଲକ୍ଷରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ପ୍ରଭାବରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧୮ ଲକ୍ଷ ୪୬ ହଜାର ୬୮୦ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ…

କରୋନା ଅପଡେଟ୍: ଭାରତରେ ୯୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେତେ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୯୧୫୨ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ…

କରୋନା ପାଇଁ ଫିକା ପଡିଲା ଝାମୁଯାତ୍ରା

ଭୁବନେଶ୍ୱର: ଆଜି ମହା ବିଷୁବ ସଂକ୍ରାନ୍ତି। ଏହି ବିଶିଷ୍ଟ ପର୍ବ ମାଧ୍ୟମରେ ଓଡ଼ିଶାର ସାମାଜିକ ତଥା ଆଧ୍ୟାତ୍ମିକ ଭିତ୍ତିଭୂମି ସୁଦୃଢ଼ ହୋଇଥାଏ। ଚୈତ୍ର ମାସରେ ଶିବ ଓ କାଳୀଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଦଣ୍ଡଯାତ୍ରା ଆଜି ଉତ୍‌ଯାପିତ ହୁଏ। ବାଲିଦଣ୍ଡ, ଜଳଦଣ୍ଡ ଓ ଅଗ୍ନିଦଣ୍ଡର ମାନସିକ…