Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ତିନି ଦିନରେ ରାଜଧାନୀରେ କରୋନା ପଜିଟିଭଙ୍କ ସଂଖ୍ୟା ୮ଗୁଣ ବଢିଲା; ଭୟଭୀତ ନ ହୋଇ ସତର୍କ ରହିବାକୁ କହିଲା ସ୍ୱାସ୍ଥ୍ୟ…

ଭୁବନେଶ୍ୱର: ରାଜଧାନୀରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ତିନି ଦିନରେ ଆଠ ଗୁଣ ବଢି ଚାରିରୁ ୩୨ରେ ପହଞ୍ଚିଛି । ଗୁରୁବାର ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱରର ଚାରି ଜଣ କରୋନା ପଜିଟିଭ ମିଶାଇ ରାଜ୍ୟରେ ମୋଟ ପାଞ୍ଚ ଜଣ ଚିହ୍ନଟ ହୋଇଥିଲେ । ରବିବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ କରୋନା ପଜିଟିଭ୍…

ସବୁ ଫିଲ୍ଡ କର୍ମଚାରୀଙ୍କୁ ତିନି ଲେୟର ବିଶିଷ୍ଟ ସର୍ଜିକାଲ ମାସ୍କ ଦେବା ପାଇଁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଫିଲ୍ଡ କର୍ମଚାରୀଙ୍କୁ ତିନି ଲେୟର ବିଶିଷ୍ଟ ସର୍ଜିକାଲ ମାସ୍କ ଯୋଗାଇ ଦେବା ପାଇଁ ଓଡିଶା ରାଜ୍ୟ ମେଡିକାଲ କର୍ପୋରେସନ ଲିମିଟେଡକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଂଜ ବିହାରୀ ଧଳ ।…

ଦେଶବାସୀଙ୍କ ପାଇଁ ପିଏମ୍ ଆବାସରେ ଦୀପ ଜାଳିଲେ ମୋଦୀ !

ନୂଆଦିଲ୍ଲୀ: କରୋନାଭାଇରସ୍ ବିରୋଧୀ ଲଢେଇରେ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଦେଶବାସୀ ଦୀପ ଓ ମହମବତୀ ଜାଳି ଏକତାର ପ୍ରମାଣ ଦେଲେ । କିଛି ଲୋକ ବାଣ ଫୁଟାଇଥିଲାବେଳେ ପିଏମ୍ ଆବାସରେ ମୋଦୀ ବି ଦୀପ ଜଳାଇଥିଲେ । शुभं करोति कल्याणमारोग्यं धनसंपदा । शत्रुबुद्धिविनाशाय…

ଗୋଟିଏ ଦିନରେ ୧୫ କରୋନା ପଜିଟିଭ ଚିହ୍ନଟ ପରେ ବମିଖାଲ ଅଂଚଳ ସିଲ୍

ଭୁବନେଶ୍ୱର : ରାଜଧାନୀର ବମିଖାଲ ଅଂଚଳରେ ରବିବାର ୧୫ ନୂଆ କରୋନା ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ସମଗ୍ର ଅଂଚଳ ସିଲ୍ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କ୍ଲଷ୍ଟର ନିୟନ୍ତ୍ରଣ ବ୍ୟବସ୍ଥା ଆରମ୍ଭ କରାଯିବା ସହିତ ଘରକୁ ଘର ସର୍ଭେ ଆରମ୍ଭ କରାଯାଇଛି । ସମସ୍ତ ସନ୍ଦିଗ୍ଧ ଏବଂ…

ସାମାଜିକ ଦୂରତା ପ୍ରତି ସଚେତନତା ଏବଂ ଏକତା ହିଁ ଆମର ବିଜୟକୁ ସୁନିଶ୍ଚିତ କରିବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ରବିବାର ରାତି ୯ଟାରେ ୯ମିନିଟ୍ ପାଇଁ ନୂଆଦିଲ୍ଲୀରେ ପରିବାର ସହ ଦୀପ ଜାଳିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା ମହାମାରୀ ଲଢେଇରେ ଆମ ମାନଙ୍କର ସାମାଜିକ ଦୂରତ୍ୱ ପ୍ରତି ସଚେତନତା ଏବଂ ଏକତା ହିଁ…

ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ଆଦୌ ବରଦାସ୍ତ କରାଯିବ ନାହିଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀରେ ରବିବାର ୧୮ ନୂଆ କରୋନା ପଜିଟିଭ ଚିହ୍ନଟ ହେବା ପରେ ଲୋକମାନଙ୍କୁ ଭୟଭୀତ ନ ହୋଇ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନକୁ ଆଦୌ ବରଦାସ୍ତ କରାଯିବ ନାହିଁ ଏବଂ ଏଥି ପାଇଁ…

୧୬ ନୂଆ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୯କୁ ବୃଦ୍ଧି

ଭୁବନେଶ୍ୱର: ଓଡ଼ିଶାରେ ଆଉ ୧୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛି । ଏହି ୧୬ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ହୋଇଛି । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । ଏହି ୧୬ ଜଣ ଆକ୍ରାନ୍ତ ଭୁବନେଶ୍ୱର ବୋଲି…

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ହେଲା ସଫଳ, ଦେଶବାସୀ ଜାଳିଲେ ଦୀପ

ଭୁବନେଶ୍ୱର: ମହାମାରୀ କରୋନା ବିରୋଧରେ ଲଢେ଼ଇ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଜି ପୂରା ଦେଶବାସୀ ଏକ ହୋଇଛନ୍ତି । ଏକାଠି ହୋଇ ସମସ୍ତେ ଏକତାର ଦୀପ ଜାଳିଛନ୍ତି । ଘରର ବତୀ ଲିଭାଇ କିଏ ମହମ ବତୀ ଜାଳିଛ ତ ଆଉ କିଏ ଦୀପ । ସେହିପରି ଆଉ କିଏ ଦେଖାଇଛନ୍ତି ଟର୍ଚ୍ଚ ଲାଇଟ । କରୋନା…

ମହଙ୍ଗା ପଡିଲା କରୋନାକୁ ନେଇ ମିଥ୍ୟା ଗୁଜବ !

ଅନୁଗୋଳ: କରୋନାଭାଇରସ୍‌କୁ ନେଇ ପୁଣି ସୋସିଆଲ୍ ମିଡିଆରେ ଗୁଜବ । ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଅନୁଗୋଳରୁ ଜଣେ ଯୁବକକୁ ପୋଲିସ ଗିରଫ କରିଛି । ସ୍ୱାସ୍ଥ୍ୟକର୍ମୀ ଲାଗିପଡିଛନ୍ତି କରୋନାକୁ ମୂଳପୋଛ କରିବା ପାଇଁ । ପୋଲିସ ପ୍ରଶାସନ ଲାଗିପଡିଛି ସାମାଜିକ ଦୂରତ୍ୱକୁ ବଜାୟ ରଖିବା…

ପାକିସ୍ତାନ ମୁହଁରେ ଚୂନ ଲଗାଇଲା ଚୀନ; ଭାଇରାଲ୍ ହେଉଛି ଭିଡ଼ିଓ !

ଇସଲାମାବାଦ: ଚୀନ ଓ ପାକିସ୍ତାନର କ୍ଷୀର ନୀର ସମ୍ପର୍କ କଥା କାହାକୁ ଅଛପା ନୁହେଁ । ଚୀନରେ ଉତ୍ପତ୍ତି ହୋଇଥିବା ଘାତକ କରୋନା ଭୂତାଣୁର ସଂକ୍ରମଣ ଏବେ ଚୀନରେ ହ୍ରାସ ପାଇଥିବା ବେଳେ ପାକିସ୍ତାନ ସମେତ ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଚୀନ ସବୁବେଳେ ତାହାର…